Daily Archives

May 20, 2020

ବାତ୍ୟା ଦ୍ୱାରା ପ୍ରଭାବିତ ୧୨ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ତ୍ୱରାନିତ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ବାତ୍ୟା ଅମ୍ଫାନ ଯୋଗୁଁ ଉପକୂଳ ଅଞ୍ଚଳର ୧୨ ଗୋଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲା ମାନଙ୍କରେ ସ୍ୱାସ୍ଥ୍ୟସେବା ପାଇଁ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ସଜାଗ ରହିବା ସହିତ ଆବଶ୍ୟକ ପରିମାଣରେ ଔଷଧର ବ୍ୟବସ୍ଥା କରାଯିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ, ନିଜେ ଗଛ କାଟି ରାସ୍ତା ସଫା କଲେ

ବାରିପଦା: ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ। ନିଜେ କୁରାଢ଼ି ଧରି ଗଛ କାଟି ରାସ୍ତା ସଫା କଲେ। ଯାହାକି ସାଧାରଣରେ ପ୍ରଶଂସା କରାଯାଇଛି। ରାସ‌ଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଆଜି ଅମ୍ଫାନ୍‌ କାରଣରୁ ଏହି ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ଏକ ଗଛକୁ କାଟି ରାସ୍ତା ସଫା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଦେଲା ଯନ୍ତ୍ରଣା: ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ରାତି କାଟିଲେ ପ୍ରସୂତୀ ଓ ନବଜାତକ, ଆଜବେଷ୍ଟସ୍‌ ଉଡିଗଲା,…

ଜଗତସିଂହପୁର ଟାଉନ୍‌: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀ ଓ ନବଜାତକଙ୍କୁ ବିପଦ ଭିତରକୁ ଠେଲି ଦିଆଯାଇଛି। ବାତ୍ୟା ଅମ୍ଫାନ ସମୟରେ ସାରା ରାତି ଭୟ ଓ ଯନ୍ତ୍ରଣା ଭିତରେ ଏମାନେ ବାରଣ୍ଡାରେ କାଟିଛନ୍ତି, ଯାହକା ନେଇ ତୀବ୍ର ଅସନ୍ତୋଷ ସହ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଜୁନ ୫ ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ ୟୁପିଏସସି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣାର ତୃତୀୟ ପର୍ଯ୍ୟାୟ ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି ଆଜି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ କଟକଣା ଜାରି ରହିଥିବା କାରଣରୁ ଆୟୋଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମାନଚିତ୍ର ବିବାଦ : ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ । ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ ବିରତ…
ଅଧିକ ଖବର ଦେଖନ୍ତୁ...

ଡାବୁଗାଁ ବନବିଭାଗର ଚଢାଉ: ୩ ଗିରଫ, ବିପୁଳ ପରିମାଣର କାଠ ପଟା ଜବତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗ ଯୋଡ଼ି ଗ୍ରାମ ଓ ଅଞ୍ଚଳା ସଂରକ୍ଷିତ ଜଙ୍ଗଲରେ ପୃଥକ୍ ପୃଥକ୍ ଚଢ଼ାଉ କରାଯାଇ ୩ ଜଣଙ୍କୁ କାଠ ପଟା ଓ ବଳା ସହ ଗିରଫ କରାଯାଇ ମାମଲା ଦାୟର କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବିଭିନ୍ନ କାଠ କଟା ବୈଦୁତିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ବୃଷ: ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା ହେବେ। ଭାବିଚିନ୍ତି ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨,୦୦୦ କରୋନା ରୋଗୀଙ୍କ ମାଗଣା ଚିକିତ୍ସା ଏବଂ ୩୦୦୦ରୋଗୀଙ୍କ ମାଗଣା କୋଭିଡ-୧୯ ପରୀକ୍ଷା…

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଦେଢ଼ ମାସ ମଧ୍ୟରେ ଅତି କମରେ ୨,୦୦୦ କରୋନାଭାଇରସ୍ (କୋଭିଡ -୧୯) ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଇଛି। ଏହା ସହ ଏହି ଯୋଜନା ଅଧୀନରେ କୋଭିଡ -୧୯ ପାଇଁ ଅତି କମରେ ୩୦୦୦ ଲୋକଙ୍କର ମାଗଣାରେ…
ଅଧିକ ଖବର ଦେଖନ୍ତୁ...

କରୋନା ପରିସ୍ଥିତି ଯୋଗୁଁ ଓଡ଼ିଶାରେ ଥିବା ଜିଏମଆର-କମଳାଙ୍ଗ ପ୍ଲାଣ୍ଟର ଅଧିଗ୍ରହଣକୁ ସ୍ଥଗିତ ରଖିଲା ଜେଏସଡବ୍ଲୁ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଓ ଲକଡାଉନ ଯୋଗୁଁ ବିଭିନ୍ନ ଶିଳ୍ପସଂସ୍ଥା ନିଜ ନିଜର ବ୍ୟବସାୟିକ ଯୋଜନାକୁ ସ୍ଥଗିତ ରଖୁଛନ୍ତି । ଜେଏସଜଡବ୍ଲୁ ଷ୍ଟିଲ ପକ୍ଷରୁ ଓଡ଼ିଶାରେ ଥିବା ଜିଏମଆର କମଳାଙ୍ଗ ପ୍ଲାଣ୍ଟର ଅଧିଗ୍ରହଣକୁ ସ୍ଥଗିତ ରଖାଯାଇଛି । ଫଳରେ କ୍ଷତିରେ ଚାଲୁଥିବା ଜିଏମଆର ପ୍ଲାଣ୍ଟର…
ଅଧିକ ଖବର ଦେଖନ୍ତୁ...