Daily Archives

May 21, 2020

ଶିଳ୍ପନଗରୀ ରାୟଗଡ଼ାରେ ଗ୍ରୀଷ୍ମର ରାଜୁତି, ପାଣି ଟୋପାଏ ପାଇଁ ପଥଚାରୀ ଡହଳ ବିକଳ

ରାୟଗଡ଼ା: ଅକ୍ଷୟ ତୃତୀୟା ଗଲାଣି। କେରଳକୁ ମୌସୁମୀ ଛୁଇଁବା ଉପରେ। ପ୍ରାକ୍ ମୌସୁମୀ ଓ ବାତ୍ୟା ଅମ୍ଫାନ୍ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଛି। ଅଥଚ ଶିଳ୍ପନଗରୀ ରାୟଗଡ଼ାରେ ଗ୍ରୀଷ୍ମର ରାଜୁତି ଚାଲିଛି। ବର୍ଷା ବଦଳରେ ରାୟଗଡ଼ାର ତାପମାତ୍ରା ଦିନକୁ ଦିନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ୯୫ କରୋନା ପଜିଟିଭଙ୍କ ପରେ ବି ସାମାଜିକ ଦୂରତାକୁ ମାନୁ ନାହାଁନ୍ତି ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୧୯ ତାରିଖ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଥିଲା। ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାରେ ଆଉ ନୂଆ ଆକ୍ରାନ୍ତ ବାହାରି ନଥିବାବେଳେ ଦୁଇ ଦିନ ହେଲା ଭଦ୍ରକ ପାଇଁ ଖୁସି ଖବର ଆଣିଛି। ଗତକାଲି ୨ ସୁସ୍ଥ ହୋଇଥିବାବେଳେ ଆଜି ପୁଣି ୫ ଜଣ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ମିହିକାଙ୍କ ସହ ନିର୍ବନ୍ଧରେ ବାନ୍ଧି ହେଲେ ରାଣା, ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ଶେଷରେ ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି ବାହୁବଳୀ ତାରକା ରାଣା ଡଗୁବାଟ୍ଟୀ । ରାଣା ମିହିକା ବାଜାଜ୍‌ଙ୍କ ସହ ନିର୍ବନ୍ଧ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେମାନେ ସେମାନଙ୍କ ଜୀବନକୁ ନେଇ କରିଥିବା ଏହି ବଡ଼ ଘୋଷଣା ଏବେ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ଶୋଷିଲା ନାଗ ସାପକୁ ଅତି ଶ୍ରଦ୍ଧାରେ ବନବିଭାଗ ଅଧିକାରୀ ବୋତଲ୍‌ରେ ପାଣି ପିଆଉଛନ୍ତି

ନୂଆଦିଲ୍ଲୀ: ଆଇଏଏସ୍‌ ଅବନିଶ ଶରଣ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ଭାଇରାଲ ହୋଇଯାଇଛି। ଆଇଏଏସ୍‌ ଅବନିଶ ଶରଣ ଟୁଇଟରେ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, ‘ ଭିଡିଓରେ କଳାରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବନବିଭାଗ ଅଧିକାରୀ ନଜର ଆସୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନ କାଉଣ୍ଟରରେ ବି ବୁକିଂ କରିହେବ ସଂରକ୍ଷିତ ଟିକେଟ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି। ତେବେ ବର୍ତ୍ତମାନ ଧୀରେ ଧୀରେ କଟକଣା କୋହଳ ହେବାରେ ଲାଗିଛି । ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ରେଳବାଇ ଷ୍ଟେସନରେ ଥିବା କାଉଣ୍ଟରରେ ଟିକେଟ ବୁକିଂ ସୁବିଧା ମଧ୍ୟ ବନ୍ଦ କରିଦେଇଥିଲା। ଯାତ୍ରୀମାନଙ୍କୁ ଅନଲାଇନରେ…
ଅଧିକ ଖବର ଦେଖନ୍ତୁ...

ଭୋକିଲା କୁକୁରଙ୍କୁ ନିଜ ହାତରେ ଖୁଆଉଛନ୍ତି ମହିଳା ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ପ୍ରତିଦିନ ରୋଜଗାର କରି ଖାଉଥିବା ଲୋକଙ୍କୁ ଓ ପଶୁପକ୍ଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଏଭଳି ଅସହାୟ ଲୋକମାନଙ୍କୁ ପ୍ରଶାସନ ବିଭିନ୍ନ ପ୍ରକାର ସାହାଯ୍ୟର ହାତ ବଢ଼ାଇଥିବା ବେଳେ ଅନେକ ଲୋକ ବି ଏଭଳି ନିରାଶ୍ରୟ ଲୋକମାନଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଭିକ ମାଗି ଚଳୁଥିବା ଏହି ବୃଦ୍ଧା ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକଙ୍କୁ କରିଛନ୍ତି ଏଭଳି ସାହାଯ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଜାରି ଲକ୍‌ଡାଉନ୍‌ ପାଇଁ ରୋଜଗାର ମାଧ୍ୟମ ଠପ୍‌ ହୋଇଯାଇଥିବା ହେତୁ ଅନେକ ଦିନମଜୁରିଆ ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକେ ଖାଇବାକୁ ପିଇବାକୁ ପାଉନାହାନ୍ତି। ଲକ୍‌ଡାଉନ୍‌ ସମୟରେ ଏଭଳି ଲୋକଙ୍କ ସାହାଯ୍ୟ ପାଇଁ କେତେକ ଛୋଟ ପିଲା ନିଜ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ବାତ୍ୟା କ୍ଷୟକ୍ଷତିର ଆକଳନ କଲା ପ୍ରଶାସନ, ୧୩୭୩ ଗାଁରେ ୭ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମହାବାତ୍ୟା ‘ଅମ୍ଫାନ’ର ଭୟ ଟଳିଛି। ଗତ ଦୁଇ ଦିନ ହେଲା ବାତ୍ୟା ଆଶ୍ରୟସ୍ଥଳରେ ରହିଥିବା ଲୋକ ଏବେ ନିଜ ଘରମୁହାଁ ହୋଇଛନ୍ତି। ଘରକୁ ଫେରି ଗାଁ ଲୋକ ନିଜର ଉଡି ଯାଇଥିବା ଚାଳ ଛପର ଘରକୁ ଦେଖି ମୁଣ୍ଡରେ ହାତ ଦେଉଛି। ପୁଣି କିଭଳି ଘର ତିଆରି କରି ମୁଣ୍ଡ ଗୁଂଜିବ ସେଇ…
ଅଧିକ ଖବର ଦେଖନ୍ତୁ...

ବୁଢ଼ୀ ମା’ର ପିଠି ଉପରେ କୁକୁର ଥିବା ଫଟୋକୁ ଦେଖି ଲୋକେ ହେଲେ ଭାବୁକ କହିଲେ, ‘ଏହା ହିଁ ହେଉଛି ପ୍ରକୃତ ଭଲପାଇବା’

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଲକ୍‌ଡାଉନ୍‌ ସମୟର ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭାଇରାଲ୍‌ ହୋଇଥିବା ଫଟୋ ମଧ୍ୟରୁ ଏମିତି ଏକ ଫଟୋ ରହିଛି ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବୁକ ହେବା ସହିତ ଏହା ହିଁ ହେଉଛି ପ୍ରକୃତ ଭଲ ପାଇବା ବୋଲି ମତ…
ଅଧିକ ଖବର ଦେଖନ୍ତୁ...

ଏକ ସପ୍ତାହ ଧରି ଅସୁସ୍ଥ ପିତାଙ୍କୁ ସାଇକେଲ୍‌ରେ ବସାଇ ୧୨୦୦କିମି ଯାତ୍ରା କରିଥିଲା ସପ୍ତମ ଶ୍ରେଣୀରେ ପାଠପଢ଼ୁ ଥିବା…

ଲକ୍ଷ୍ମୌ: କରୋନା ଲକ୍‌ଡାଉନ୍‌ ସମୟରେ ୧୫ବର୍ଷୀୟ ଝିଅଙ୍କୁ କୌଣସି ଯାନବାହାନର ସୁବିଧା ନମିଳିବାରୁ ସେ ନିଜର ଅସୁସ୍ଥ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ୧୨୦୦କିମି ଯାତ୍ରା କରିଥିଲେ। ଏକ ସପ୍ତାହ ଧରି ସାଇକେଲ ପଛରେ ନିଜ ପିତାଙ୍କୁ ବସାଇ ଝିଅଟି ବିହାରର ଦରଭଙ୍ଗାରେ…
ଅଧିକ ଖବର ଦେଖନ୍ତୁ...