Daily Archives

May 22, 2020

କରୋନା ଯୋଗୁଁ ବସ ସେବା ବନ୍ଦ, ଦୁର୍ଦ୍ଦିନରେ ବସ କର୍ମଚାରୀ 

ଭବାନୀପାଟଣା: କରୋନା ଯୋଗୁଁ ବସ ସେବା ବନ୍ଦ ରହିଛି । ଏଥିରେ ନିୟୋଜିତ ଥିବା ବସ କର୍ମଚାରୀମାନେ ଏବେ ଦୁର୍ଦ୍ଦିନରେ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ୭୨୦ ଏବେ ଦରମା ନ ପାଇ ଆର୍ଥିକ ବୋଝ ଯୋଗୁଁ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଯାଇଛି । ରାଜ୍ୟ ସରକାର ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ଭିସା ନିୟମ କୋହଳ କଲା ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ମହାମାରୀ ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଭିସା ଓ ଯାତ୍ରା କଟକଣାକୁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କେତେକାଂଶରେ କୋହଳ କରିଛନ୍ତି । ଏହାଅନୁସାରେ ବିଦେଶରେ ଫସି ରହିଥିବା କେତେକ ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୧ରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍: ଗଡ଼ିବନି ହୀରାଖଣ୍ଡ, ଜୁନାଗଡ଼ ଏକ୍ସପ୍ରେସ୍!

ରାୟଗଡ଼ା:: ଜୁନ୍ ୧ରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍। ପ୍ରଥମ ପର୍ଯ୍ୟାୟରେ ଚାଲିବ ୧୦୦ ଯୋଡ଼ା ଟ୍ରେନ୍। ରେଳ ମନ୍ତ୍ରଣାଳୟର ଘୋଷଣା ପରେ ଆଜିଠୁ ଆରମ୍ଭ ହୋଇଛି ଟିକେଟ୍ ବୁକିଂ। ୱାଲିଟୟର୍ ଡିଭିଜନ୍ (ବିଶାଖାପାଟଣା) ଦେଇ ମାତ୍ର ୪ଟି ଏକ୍ସପ୍ରେସ୍ ଟ୍ରେନ୍ ଚଲାଇବାକୁ ବିଭାଗ ନିଷ୍ପତ୍ତି ନେଇଥିବା…
ଅଧିକ ଖବର ଦେଖନ୍ତୁ...

ବିବାହର ଦୁଇଦିନ ପରେ କରୋନା ଆକ୍ରାନ୍ତ ହେଲେ ନବବଧୂ, ବର ଓ ପୁରୋହିତଙ୍କ ସମେତ ୩୨ଜଣଙ୍କୁ କରାଗଲା ସଙ୍ଗରୋଧ

ଭୋପାଳ: ବିବାହର ଦୁଇ ଦିନ ପରେ ମଧ୍ୟପ୍ରଦେଶର ଜଣେ ମହିଳା ମାରାତ୍ମକ  କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି | ନବବଧୂଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବର ସମେତ ୩୨ ଜଣ ସଙ୍ଗରୋଧରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି | ଭୋପାଳର ଜାଟ ଖେଡି ଅଞ୍ଚଳର ଏହି ମହିଳା ଜଣକ ସୋମବାର ଦିନ…
ଅଧିକ ଖବର ଦେଖନ୍ତୁ...

ଜୁମ ଭିଡ଼ିଓ କଲ ସମୟରେ ୨୦ଜଣଙ୍କ ଆଗରେ ନିଜ ବାପାଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ

ନୂଆଦିଲ୍ଲୀ: ପୂର୍ବରୁ ଜୁମ ଭିଡ଼ିଓ କଲ ସମୟରେ ଅଶ୍ଳୀଳ ଭିଡ଼ିଓ ଚାଲିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜୁମ ଭିଡ଼ିଓ କଲ ସମୟରେ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି | ପ୍ରାୟ ୨୦ଜଣ ଲୋକ ଜୁମ ଭିଡ଼ିଓ କଲ ଜରିଆରେ କାମ ବିଷୟରେ ଆଲୋଚନା କରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ହତ୍ୟା…
ଅଧିକ ଖବର ଦେଖନ୍ତୁ...

‘ସେକ୍ସ ଚାଟ୍’ ନ କଲେ ୨୧ବର୍ଷୀୟା ମହିଳାଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଲା ଷଷ୍ଠ ଶ୍ରେଣୀର…

ଗାଜିଆବାଦ: ଦେଶରେ ଏବେ ନାରୀମାନଙ୍କ ପ୍ରତି ହେଉଥିବା ଅସଦାଚରଣ ଏବଂ ଦୁଷ୍କର୍ମ ଭଳି ଘଟଣାକୁ କମ କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ଅତି କମ ବୟସରୁ ପିଲାମାନଙ୍କ ମନରେ ଦୁଷ୍କର୍ମ କରିବା ଭଳି ଚିନ୍ତାଧାରା ଆସୁଥିବା ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି | କିଛି ଦିନ ତଳେ ଦିଲ୍ଲୀରେ ଏକ…
ଅଧିକ ଖବର ଦେଖନ୍ତୁ...

ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରୁଥିବାରୁ ଗୁଗୁଲ ମ୍ୟାପ ବିରୋଧରେ ଅଭିଯୋଗ ଆଣିଲେ ଏହି ବ୍ୟକ୍ତି

ନାଗାପାଟ୍ଟିନମ୍: ନାଗାପାଟ୍ଟିନମ୍ ଜିଲ୍ଲାର ମାୟିଲାଡୁଥୁରାଇରେ ରହୁଥିବା ଜଣେ ୪୯ବର୍ଷ ବୟସ୍କ ବ୍ୟକ୍ତି ଗୁଗୁଲ୍ ମ୍ୟାପ ବିରୋଧରେ ନିଜ ବିବାହ ଭାଙ୍ଗିବାର ଅଭିଯୋଗ ଆଣିଛନ୍ତି | ଗୁଗୁଲ୍ ମ୍ୟାପ ପାଇଁ ତାଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖର…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ବାରିପଦା: ଅମ୍ଫାନ୍ ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ବାରିପଦା ସଦର ଥାନା ଅନ୍ତର୍ଗତ ଝିଙ୍କପାଳରେ ଘଟିଛି ଏହି ଘଟଣା। ନଦୀ ସ୍ରୋତରେ ଭାସି ନିଖୋଜ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଲକଡାଉନରେ ଲୋକଙ୍କ ପାଖରେ ଜରୁରୀ ଜିନିଷ ପହଞ୍ଚାଇବା ପାଇଁ ୫୦,୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଆମାଜନ୍

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ପାଇଁ ଗ୍ରାହକ ଦୁଇମାସ ଧରି ଘର ଭିତରେ ବନ୍ଦୀ ହୋଇ ରହିଥିବା ବେଳେ ପରିସ୍ଥିତିକୁ ଦେଖି ଇ-କମର୍ସ କମ୍ପାନି  ଆମାଜନ ଇଣ୍ଡିଆ ୟୁନିଟ୍ କହିଛି ଯେ, ଦେଶରେ ଅନଲାଇନ୍ ସପିଂ ବୃଦ୍ଧି କରିବା ପାଇଁ ୫୦,୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ପ୍ରଥମେ…
ଅଧିକ ଖବର ଦେଖନ୍ତୁ...