Daily Archives

May 22, 2020

୨୫ରୁ ଉଡ଼ିବ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ, ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ଉଡ଼ିବ ବିମାନ। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଦେଶର ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଥିଲେ। ତେବେ ଆସନ୍ତା ୨୫ ତାରିଖ ଠାରୁ ଝାରସୁଗୁଡ଼ା ବିମାନ ବନ୍ଦର ଠାରୁ ବିମାନ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଏନଟିୟୁସିର ବିକ୍ଷୋଭ

ଫୁଲବାଣୀ: ସଂପ୍ରତି କରୋନା ମହାମାରୀକୁ ନେଇ ଶ୍ରମିକମାନେ ଦୁଃଖରେ ଦିନ କାଟୁଛନ୍ତି। ବାହାର ରହୁଥିବା ଶ୍ରମିକମାନେ ଭୋକ ଉପାସରେ ରହି ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଶ୍ରମିକଙ୍କ ଦୁଃଖ ବୁଝିବା ପରିବର୍ତ୍ତେ କାମ ଯୋଗାଇ ଦେବା ନାଁରେ କେନ୍ଦ୍ର ସରକାର ସେମାନଙ୍କୁ ଶୋଷଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଆଜି ପୁଣି ୫ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଶୁକ୍ରବାର ଜିଲ୍ଳାରୁ ସମୁଦାୟ ୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଉରକେଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଡ଼ଗାଁ ବ୍ଲକରେ ୨ ଜଣ ଓ ଟାଙ୍ଗରପଲ୍ଲୀ ବ୍ଲକରେ ୩ ଜଣ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଅସହାୟ ପ୍ରବାସୀଙ୍କ ମୁହଁରେ ହସ ଫୁଟଉଛନ୍ତି ଚାଚା: ଭୋକିଲାକୁ ଦେଇଚାଲିଛନ୍ତି ଦାନା, ତୃଷାର୍ତ୍ତକୁ ପାଣି

ବାରିପଦା: ହଠାତ୍ ଦିନେ ରାତିରେ ରାସ୍ତାରେ ଆସୁଥିବାବେଳେ ଦେଖିଲେ ପାଣି ଟିକେ ପାଇଁ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନେ ନାହିଁନଥିବା ହଇରାଣ ହେଉଛନ୍ତି। ବିକଳ ହୋଇ ପାଣି ଖୋଜୁଛନ୍ତି। ଯେହେତୁ ସେମାନେ ବାହାର ରାଜ୍ୟରୁ ଆସୁଛନ୍ତି ତେଣୁ ସ୍ବାଭାବିକ ଭାବେ ସେମାନଙ୍କୁ ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଶିଶୁପୁତ୍ର ଜନ୍ମ କଲେ ବଲାଙ୍ଗୀର ଜିଲ୍ଲାର ମହିଳା

ବଲାଙ୍ଗୀର: ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଟ୍ରେନ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା ଓ ନବଜାତ ଶିଶୁପୁତ୍ରକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମା ଓ ଶିଶୁ ଉଭୟଙ୍କ…
ଅଧିକ ଖବର ଦେଖନ୍ତୁ...

ପାକ ବିମାନ ଦୁର୍ଘଟଣା : ୩୭ଟି ମୃତଦେହ ସହ ୩ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଗଲା

କରାଚି/ ଇସ୍‌ଲାମାବାଦ: ପାକିସ୍ତାନରେ ଆଜି ଅପରାହ୍ଣରେ ଘଟିଥିବା  ଭୟାବହ ବିମାନ ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବଶତଃ ୩ ଜଣ ଜୀବିତ ଥିବା ଜଣାପଡିଛି | ତେବେ ଏଯାବତ୍ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷିତ ହୋଇନାହିଁ।  ଏହି  ବିମାନରେ  ୯୯ ଜଣ ଯାତ୍ରୀ ଓ ୮ ଜଣ…
ଅଧିକ ଖବର ଦେଖନ୍ତୁ...

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଂଟା ପ୍ରତି ୧୨ମିନିଟକୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ରହିଛି : ପ୍ରକାଶ…

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି କହିଛନ୍ତି ଯେ, କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ବର୍ତ୍ତମାନ ପ୍ରଚଳିତ ଘଂଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବୃଦ୍ଧି କରିବା ଲାଗି ସେ ଆଗ୍ରହୀ ଅଛନ୍ତି । ଯାହାଦ୍ୱାରା ରେଡିଓକୁ ଟିଭି ଚ୍ୟାନେଲ ସହିତ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ସ୍ଥିତି ସାଂଘାତିକ, ଗୋଟିଏ ଦିନରେ ୨୯୪୦ଟି ନୂଆ ମାମଲା, ମୋଟ ସଂଖ୍ୟା ୪୪୫୮୨

ମୁମ୍ବାଇ : ସମଗ୍ର ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଥ#ବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୯୪୦ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ସଂକ୍ରମିତସଂଖ୍ୟା ୪୪୫୮୨ରେ ପହଞ୍ଚିଛି ।…
ଅଧିକ ଖବର ଦେଖନ୍ତୁ...

ଜାରି ରହିଛି ଲକ୍‌ଡାଉନ୍‌ ୪.୦ କଟକଣା: ଅମାନିଆଙ୍କୁ ସାବାଡ଼୍ କଲା ପୁଲିସ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣା। ଏନେଇ ଅଣଆବଶ୍ୟକ ଦୋକାନଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବାରିପଦା ସହରରେ କିଛି ଦୋକାନ ସନ୍ଧ୍ୟା ୬ ପରେ ମଧ୍ୟ ଖୋଲା ରହୁଥିବା ଦୃଷ୍ଟିଗୋଚର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲକ୍ଷ୍ୟ ଦିଗରେ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରହିବ। ସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...