Daily Archives

May 22, 2020

ଦୁର୍ଘଟଣା ପୂର୍ବରୁ ପାକ୍‌ ବିମାନ କକ୍‌ପିଟ୍‌ ଭିତରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି; ପାଇଲଟ ଚିତ୍କାର…

କରାଚି: ପାକିସ୍ତାନର କରାଚିସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ଯେପରି ଭାବେ ଦୁର୍ଘଟଣାଗ୍ରସ୍ତ ହେଲା, ତାକୁ କେନ୍ଦ୍ର କରି ଏବେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ଅଗ୍ନି ବର୍ଷୁଛି: ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରି ଛୁଇଁଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନ ବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଗ୍ନି ବର୍ଷିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଚଣ୍ଡ ତାତି ସହିତ ଗୁଳୁଗୁଳି , ପାନୀୟ ଜଳ ସମସ୍ୟା ଓ ଅଘୋଷିତ ବିଦ୍ୟୁତକାଟ ଲୋକଙ୍କୁ ନାକେଦମ କରୁଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମେ ୧୬…
ଅଧିକ ଖବର ଦେଖନ୍ତୁ...

ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସେବନ ଦ୍ୱାରା କରୋନା ଉପଶମ ହେବାର ପ୍ରମାଣ ନାହିଁ : ଗବେଷଣା

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାବେଳେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ସେବନ ଦ୍ୱାରା କେତେକାଂଶରେ ଉପଶମ ମିଳୁଥିବା କୁହାଯାଉଛି । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏହି ଔଷଧ ଉପଯୋଗୀ ହେଉଛି ବୋଲି କହିଛନ୍ତି । ଏହା ଫଳରେ ଭାରତରୁ ଏହି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ୫ ବର୍ଷର ଶିଶୁପୁତ୍ର କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ଶିଶୁପୁତ୍ରକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ଜଣାଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି, ପରିବାର ଲୋକଙ୍କ ସହ ବାହାର ରାଜ୍ୟରୁ ଆସି ଶିଶୁପୁତ୍ର…
ଅଧିକ ଖବର ଦେଖନ୍ତୁ...

ପାକ୍‌ ବିମାନ ଦୁର୍ଘଟଣା ଭାରତରେ ସୃଷ୍ଟି କଲା ଉତ୍କଣ୍ଠା; ଜାଣନ୍ତୁ କାହିଁକି?…

କରାଚି: ପାକିସ୍ତାନରେ ଆଜି ଘଟି ଯାଇଥିବା ଭୟାବହ, ମର୍ମନ୍ତୁଦ ବିମାନ ଦୁର୍ଘଟଣାକୁ କେନ୍ଦ୍ର କରି ଭାରତରେ ମଧ୍ୟ ଏକ ଉତ୍କଣ୍ଠାଜନକ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ, ଜଳନ୍ତା ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବିମାନଟି କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଯେଉଁ…
ଅଧିକ ଖବର ଦେଖନ୍ତୁ...

କରୋନା ହଜାଇ ଦେଉଛି ପରିଚୟ: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ କୁମାର ଗୌତମ ଏବେ ମାଛ ବେପାରୀ

ଭଦ୍ରକ: ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୁମାର ଗୌତମ, ଯାହାଙ୍କର କଣ୍ଠସ୍ବର ମନ୍ତ୍ର ମୁଗ୍ଧ ଭାବେ ଲୋକଙ୍କର ମନ ମୋହିନିଏ, ସେ ଏବେ ମାଛ ବିକ୍ରିକରି ପରିବାର ପୋଷୁଛନ୍ତି ।। ଭଦ୍ରକର କୁମାର ଗୌତମ ଯିଏ ଦିନେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଯାତ୍ରା ପାର୍ଟିରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ- ଶ୍ରୀମାନ ନବୀନ ବାବୁ ଅଭିନନ୍ଦନର ପାତ୍ର

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଆଉ ଏକ ଯାତ୍ରୀବାହୀ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା

ଇସ୍ଲାମାବାଦ : ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ  ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ଅବତରଣର ଅବ୍ୟବହିତ ପୂର୍ବରୁ ଜନବସତି ଉପରେ ଖସି ପଡ଼ିଲା ପାକ୍‌ ବିମାନ; ବିମାନରେ ଥିଲେ ୧୦୭ ଯାତ୍ରୀ; ଦୁର୍ଘଟଣାର କାରଣ…

କରାଚି/ ଇସ୍‌ଲାମାବାଦ: ପାକିସ୍ତାନରେ ଆଜି ଅପରାହ୍ଣରେ ଘଟି ଯାଇଛି ଏକ ଭୟାବହ, ମର୍ମନ୍ତୁଦ ବିମାନ ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ ବୋଲି ପାକିସ୍ତାନର ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ମିଳିଛି। ଆକାଶମାର୍ଗରେ…
ଅଧିକ ଖବର ଦେଖନ୍ତୁ...