Daily Archives

May 23, 2020

ରାଉରକେଲାରେ ଦୈନିକ ଯୋଗାଣ ୮୨ ଲକ୍ଷ ଲିଟର ପାଇପ ଜଳ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦୂର ପାଇଁ ଜନ ସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଛା ଚାଲିଛି ପାଇପ। ‘ଅମୃତ ଯୋଜନା’ ସହ ଅନ୍ୟାନ୍ୟ ଯ‌ୋଜନା ମାଧ୍ୟମରେ ଆସୁଥିବା ପାଣ୍ଠିରେ ଆର୍‌ଏମ୍‌ସି ସହ ଇସ୍ପାତ ସହରାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ: ସଙ୍ଗ‌େରୋଧ କେନ୍ଦ୍ରରୁ ମେଡିକାଲ, ମେଡିକାଲରୁ…

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମର ଜୈନିକ ବୃଦ୍ଧ ମାର୍ଚ ମାସରେ ନିଜ ସାନ ପୁଅ ରହୁଥିବା ଛତିଶଗଡ଼କୁ ଯାଇ ସେଠାରୁ ଫେରିଥିବା ବେଳେ ଉଭୟ ବୃଦ୍ଧ ପତିପତ୍ନୀଙ୍କୁ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ରଖାଯିବା, ସ୍ବାସ୍ଥ୍ୟବସ୍ଥାରେ ଅବନତି ହେବାରୁ ପରିବାରବର୍ଗଙ୍କୁ ନ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଗାଡ଼ିରେ ସାନିଟାଇଜର୍‌ ରଖି ଗାଡ଼ିକୁ ଖରାରେ ଥୋଇ ଯାଉଛନ୍ତି କି? ସାବଧାନ !

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ସଂକ୍ରମଣ ପରଠାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌ ପ୍ରତ୍ୟେକଙ୍କ ପାଇଁ ଏକ ଅତି ଦରକାରୀ ସାମଗ୍ରୀ ‌ହୋଇପଡ଼ିଛି। ଅନେକ ଲୋକ ଏବେ ନିଜ ଗାଡ଼ିରେ ସାନିଟାଇଜର୍‌ ରଖିବା ଅଭ୍ୟାସ୍‌ କରି ସାରିଲେଣି। ନିକଟରେ ଏ ନେଇ ସୋସିଆଲ୍‌ ମିଡିଆରେ ଅନେକ ପୋଷ୍ଟ୍‌ ଦେଖିବାକୁ ମିଳି…
ଅଧିକ ଖବର ଦେଖନ୍ତୁ...

ସିକିମ୍‌ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ଦିଲ୍ଲୀ ଫେରନ୍ତା ୨୫ବର୍ଷିଅ ଯୁବକ ହସ୍ପିଟାଲ୍‌ରେ ଭର୍ତ୍ତି

ଗ୍ୟାଙ୍ଗ୍‌ଟକ୍‌: ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଛାଇ ହୋଇ ଯାଇଥିବା ବେଳେ ଶନିବାର ସିକିମ୍‌ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସଂକ୍ରମିତ ଜଣକ ହେଉଛନ୍ତି ଦିଲ୍ଲୀ ଫେରନ୍ତା ଜଣେ ୨୫ ବର୍ଷିଅ ଛାତ୍ର। ସେ ଦିଲ୍ଲୀରେ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସରେ ଧାର୍ମିକ ସେବାକୁ ଅନୁମତି, ସଚେତନତା ଅବଲମ୍ବନ କରିବା ବାଧ୍ୟତାମୂଳକ

ପ୍ୟାରିସ୍‌: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଧାର୍ମିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଭାରତରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ସହିତ ଧାର୍ମିକ ସମାଗମ ବି ବନ୍ଦ ରହିଛି।  କିନ୍ତୁ ଫ୍ର‌ାନ୍ସ ମେ ୨୩ଠାରୁ ନିଜର ଧାର୍ମିକ ସେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମାନିଲେନି ସଙ୍ଗରୋଧ କଟକଣା: ଏମ୍‌ସିଏଲ୍‌ ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା

ତାଳଚେର/ ଅନୁଗୁଳ: ବିଶ୍ବ ମହାମାରୀ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଥିବା ବେଳେ ଏମ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ ନିୟମ ଉଲ୍ଲଂଘନ କରିବା ମହଂଗା ପଡ଼ିଛି। ସଙ୍ଗରୋଧ କଟକଣା ଉଲ୍ଲଂଘନ କରିଥିବାରୁ ଡେରା ସରପଞ୍ଚ ରଶ୍ମିତା ପ୍ରଧାନ ଆଜି ତାଙ୍କ ଜିଲ୍ଲାପାଳ କ୍ଷମତା…
ଅଧିକ ଖବର ଦେଖନ୍ତୁ...

ଇଟାଲୀ ଗବେଷକ କହିଲେ କୋଭିଡ୍‌-୧୯ ଭାଇରସ୍‌ ନୁହେଁ, ଏକ ବ୍ୟାକ୍ଟେରିଆ ! ଚିକିତ୍ସା ପାଇଁ ଲୋଡ଼ା ଆଣ୍ଟିବ‌ାୟୋଟିକ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଫାର୍ମା କମ୍ପାନି ଔଷଧ ତିଆରି କରିବା ପାଇଁ ଆଗେଇ ଆସିଥିବା ବେଳେ ଏବେ ଏହି ଦୌଡ଼ରେ ଆଗରେ ରହିଛି ଇଟାଲୀ। ଇଟାଲୀୟ ଡାକ୍ତରମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍‌ଲୁଏଚ୍‌ଓ)ର ନିୟମକୁ ଉଲ୍ଲଂଘନ କରି କରୋନାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିିଙ୍କ ଶରୀର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଆଇପିଏସଙ୍କ ଘରୁ ଚୋରି, କ୍ୟାପିଟାଲ ଥାନାରେ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଆଇପିଏସ୍ ଅଫିସରଙ୍କ ଘରୁ ଚୋରି ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଗ୍ରୀଲ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ଆଇପିଏସ୍ ସତ୍ୟଜିତ ନାୟକଙ୍କ ଶିଶୁଭବନସ୍ଥିତ ଘରୁ ଏହି ଚୋରି ହୋଇଛି…
ଅଧିକ ଖବର ଦେଖନ୍ତୁ...

ଇଫ୍‌ତାର ପ୍ରସ୍ତୁତିରେ ଲାଗିଥିବା ବେଳେ ହଠାତ୍‌ ଶୁଭିଲା କଲିଂ ବେଲ୍‌, ଡେଲିଭରି ବୟ ଦେଇଗଲା ୨୦ ବର୍ଷ ତଳର ହଜିଲା…

ତିରୁଅନନ୍ତପୁରମ୍‌: ଆପଣ କେବେ ନିଜ ହଜିଲା ସାମଗ୍ରୀକୁ ଖୋଜି ପାଇବା ପରର ଖୁସି ଅନୁଭବ କରିଛନ୍ତି? ହଜିଲା ସାମଗ୍ରୀ ଯଦି ସୁନା ହୋଇଥାଏ ତା’ ହେଲେ ତ ଖୁସି ଦ୍ବିଗୁଣ ହୋଇଯିବ। କେରଳର ଜଣେ ମହିଳା ୨୦ ବର୍ଷ ତଳୁ ହଜାଇଥିବା ତାଙ୍କର ଦୁଇଟି ସ୍ବର୍ଣ୍ଣମୁଦ୍ରା‌କୁ ଫେରି ପାଇଛନ୍ତି। ତାହା ପୁଣି…
ଅଧିକ ଖବର ଦେଖନ୍ତୁ...

କାହିଁକି ଟ୍ବିଟର୍‌ରେ ଏହି ବିହାରୀ ଝିଅଙ୍କ ଫଟୋ ପୋଷ୍ଟ୍‌ କଲେ ଇଭାଙ୍କା ଟ୍ରମ୍ପ୍‌ ?

ପାଟ୍‌ନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ଜଣେ ୧୭ ବର୍ଷୀୟା ବିହାରୀ ନାବାଳିକାଙ୍କ ଫଟୋ ଦେଇ ଟ୍ବିଟର୍‌ରେ ଏକ ପୋଷ୍ଟ୍‌ କରିବା ପରେ ନାବାଳିକା ଜଣକ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ୧୭ ବର୍ଷୀୟା ଜ୍ୟୋତି କୁମାରୀ ନିଜ ବାପାଙ୍କୁ ପଛରେ ବସାଇ ୧୨୦୦…
ଅଧିକ ଖବର ଦେଖନ୍ତୁ...