Daily Archives

May 23, 2020

ରାଜ୍ୟରେ ମଦ ହୋମ୍ ଡେଲିଭରି କରିବେ ଜମାଟୋ ଓ ସ୍ୱିଗି, ଅନୁମତି ଦେଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ହୋମ୍ ଡେଲିଭରି କରିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଛନ୍ତି । ଏ ନେଇ ଆଜି ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ବିଜ୍ଞପ୍ତି ଜାରି କରିଛନ୍ତି। ସୂଚନା ଅନୁସାରେ ଜମାଟୋ ଓ ସ୍ୱିଗି ମଦର ହୋମ୍…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମିତ ସଂଖ୍ୟା ୪୭,୦୦୦ ଟପିଲା; ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାରରୁ ଅଧିକ

ମୁମ୍ବାଇ: ମହାରାଷ୍ଟ୍ରରେ ଶନିବାର ନୂଆ ୨,୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରର ଏହି ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୪୭,୧୯୦ କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ତଥ୍ୟରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଶାଳପତ୍ର ବ୍ୟବସାୟୀଙ୍କ ଉପରେ କରୋନା ଛାଟ, ଛଡ଼ାଇ ନେଇଛି ରୋଜଗାର

ବାରିପଦା: ଜଙ୍ଗଲରୁ ଶାଳପତ୍ର ତୋଳି ଶୁଖାଇବା ପରେ ଦୁଇଟି ପତ୍ରକୁ ଯୋଡ଼ି ସିଲେଇ କରି ବ୍ୟବସାୟୀଙ୍କୁ ବିକ୍ରି କରିବା ପରେ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ବର୍ତ୍ତର୍ମାନ ଏହି ଶାଳପତ୍ର ବ୍ୟବସାୟୀମାନଙ୍କ ଉପରେ ବାଜି ଥିବା କରୋନା ଛାଟ ସେମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରାଜ୍ୟରେ ପହଞ୍ଚିବେ୨୫ ହଜାର ପ୍ରବାସୀ !

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରୁ ଆସନ୍ତାକାଲି (ରବିବାର) ପ୍ରଥମ ଥର ପାଇଁ ଓଡ଼ିଶାକୁ ୨୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିବ । ଏହି ଟ୍ରେନଗୁଡ଼ିକରେ ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏକକାଳୀନ ୨୫…
ଅଧିକ ଖବର ଦେଖନ୍ତୁ...

ବିଶ୍ବର କରୋନା ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ଟପିଲା, ସୁସ୍ଥ ହେଲେଣି ୨୧ ଲକ୍ଷ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ଟପିଯାଇଛି । ୱାର୍ଲଡୋମିଟରର ରିପୋର୍ଟ ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩,୫୧, ୫୧୪ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୪୧ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ସଫଳତା ପାଇବେ। ବୁଧ ଓ ଗୁରୁବାର: ସମସ୍ୟା ସମାଧାନ ଖୋଜିବା‌େର ସଫଳ ହେବେ। ଶୁକ୍ର ଓ ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ। ରବିବାର: ସ୍ବାସ୍ଥ୍ୟ ଭଲ ରହିବ। ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଖୁସିଭରା ରହିବ। ବୁଧ ଓ ଗୁରୁବାର:…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଇ ହ୍ରାଇଦ୍ରାବାଦର ଇଟାଭାଟିରେ ବନ୍ଧା ପଡ଼ିଲା କଲେଜ ପଢୁଆ ଝିଅ, ଉଦ୍ଧାର ପାଇଁ ଆକୁଳ ନିବେଦନ କଲା ବଡ଼…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦାଦନ ଚାଲାଣ ଏକ ସାଧାରଣ ଘଟଣା । ଏବେ କରୋନା ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କେବଳ ନିରକ୍ଷରମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ତାହା ନୁହେଁ, କଲେଜ ପଢ଼ୁଆ ଝିଅ ବି ଗରିବୀ କାରଣରୁ ଦାଦନ ଖଟିବାପାଇଁ ବାହାର ରାଜ୍ୟକୁ ଯାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାଳନ ପାଇଁ ଏକାଠି ହୋଇଥିଲେ, ପରଦିନ କୂଅରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ୯ଟି ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି | କୂଅରୁ ଏକା ସାଙ୍ଗରେ ୯ଜଣଙ୍କ ମୃତ ଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି | ୯ଜଣଙ୍କ ମଧ୍ୟରୁ ୬ଜଣ ଗୋଟିଏ ପରିବାରର ସଦସ୍ୟ ଥିବା ବେଳେ ଅନ୍ୟ ୩ଜଣ ବିହାର ଏବଂ ତ୍ରିପୁରାର ବାସିନ୍ଦା ବୋଲି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ : ଦୁର୍ଘଟଣାଗ୍ରସ୍ତ ବିମାନଟିର ଶେଷ ବୈଷୟିକ ଯାଞ୍ଚ ମାର୍ଚ୍ଚ୨୧ରେ ହୋଇଥିଲା

କରାଚୀ : ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସର ବ୍ଲାକବକ୍ସ ମିଳିଛି । ଏହାକୁ ତଦନ୍ତକାରୀ ଦଳକୁ ହସ୍ତାନ୍ତର କରାଯାଇଛି । ବିମାନର ନିର୍ମାତା ଏୟାରବସ ପାକିସ୍ତାନୀ ଅଧିକାରୀମାନଙ୍କୁ ବୈଷୟିକ ସହାୟତା କରୁଛନ୍ତି । ତେବେ ପ୍ରାରମ୍ଭିକ ତଦନ୍ତରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କରୋନା ସ୍ଥିତି : ସୁସ୍ଥ ହୋଇଛନ୍ତି ୩୯.୧୬ ପ୍ରତିଶତ ସଂକ୍ରମିତ, ସୁନ୍ଦରଗଡ଼ରେ ସୁସ୍ଥତା ହାର ସର୍ବାଧିକ ୭୫.୭୫…

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଆଜି ସନ୍ଧ୍ୟା ଯାଏଁ ୧୨୬୯ ଥିବା ବେଳେ ଏଥିରୁ ୩୯.୧୬ ପ୍ରତିଶତ ଅର୍ଥାତ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ୬୦.୨୮ ପ୍ରତିଶତ ଅର୍ଥାତ  ୭୬୫ ଜଣ ସକ୍ରିୟ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୬୪.୮୬ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...