Daily Archives

May 24, 2020

ଝାରସୁଗୁଡ଼ା କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ନେଇ ପ୍ରଶ୍ନ, ରୋଗୀଙ୍କୁ ପଠାଯାଉଛି ରାଉରକେଲା

ଝାରସୁଗୁଡ଼ା: ସାରା ଦେଶ ରାଜ୍ୟରେ କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ଏହି ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ଦେଖା ଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ ଅଦ୍ୟାବଧି ୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ଦୁଇ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ଏପ୍ରିଲ ୩୦ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ପିଆରଏମରେ କରୋନା ପରୀକ୍ଷା: ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ, ମୁଖ୍ୟ ମେସିନକୁ ଅପେକ୍ଷା

ବାରିପଦା: ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଖୁବ୍ ଶୀଘ୍ର ଆରମ୍ଭ ହେବ କରୋନା ପରୀକ୍ଷା। ଏନେଇ ଆବଶ୍ୟକୀୟ ସମସ୍ତ ଭିତ୍ତିଭୂମି ବ୍ୟବସ୍ଥା ସମାପ୍ତ ହୋଇଛି। ଦୁଇ ଦୁଇଟି ପରୀକ୍ଷାଗାର ମଧ୍ୟ ପ୍ରସ୍ତୁତ ସରିଛି। କେବଳ ମୁଖ୍ୟ ମେସିନ୍ ଥର୍ମୋସାଇକ୍ଲର୍ କିମ୍ବା…
ଅଧିକ ଖବର ଦେଖନ୍ତୁ...

ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପବିତ୍ର ରମଜାନ ମାସର ପ୍ରାର୍ଥନା ଏବଂ ଉପବାସ ପରେ ଆସୁଥିବା ଇଦ-ଉଲ-ଫିତର ପାଇଁ ବିଦେଶରେ ବାସକରୁଥିବା ଭାରତୀୟଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ଜୀବନରେ କେବେ ଶ୍ମଶାନ ଯାଇ ନଥିବା ଏହି ବ୍ୟକ୍ତି ଏଯାବତ ୬୦ରୁ ଊର୍ଧ୍ୱ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିସାରିଲେଣି

ନୂଆଦିଲ୍ଲୀ: କରୋନା ମହାମାରୀ ଯୁଦ୍ଧରେ ଡାକ୍ତର, ନର୍ସ, ପୁଲିସ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ କର୍ମୀମାନେ ସାମିଲ ହୋଇଛନ୍ତି। ଏହି କ୍ରମରେ ବିଷ୍ଣୁଙ୍କ ନାମ ବି କରୋନା ଯୋଦ୍ଧା ତାଲିକାରେ ଯୋଡ଼ି ହୋଇ ଯାଇଛି। ଲୋକମାନେ ବିଷ୍ଣୁଙ୍କୁ ଏବେ କରୋନା ଯୋଦ୍ଧା ନାମରେ ଡାକୁଛନ୍ତି। ବିଷ୍ଣୁ…
ଅଧିକ ଖବର ଦେଖନ୍ତୁ...

୬ଘଣ୍ଟା ପରେ ଆସିଲା ଆମ୍ବୁଲାନ୍ସ, ୧୮ଘଣ୍ଟା ପରେ ଶଯ୍ୟା ମିଳିଲା ବେଳକୁ କରୋନା ଆକ୍ରାନ୍ତଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ପରିବାର ସଦସ୍ୟଙ୍କ ମଧ୍ୟରୁ କାହାରି ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି, ତେବେ ସେହି ପରିବାର ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ରୋଗୀଙ୍କ ପରିବାର ସଦସ୍ୟ ରୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଓ ଭାରତରେ ଫସି ରହିଥିବା ଲୋକଙ୍କ ଯାତ୍ରା ପାଇଁ ଏସଓପି ଜାରିକଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶ ଭିତରେ ଓ ବିଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ମାନକ ପରିଚାଳନା ନିୟମ (ଏସଓପି) ଜାରି କରାଯାଇଛି। ଭାରତୀୟ ନାଗରିକ ଯେଉଁମାନେ ବିଦେଶରେ ଫସି ରହିଛନ୍ତି ଏବଂ ସ୍ବଦେଶ ଫେରିବା ଲାଗି ଚାହୁଁଛନ୍ତି ସେମାନେ ଏହି ଏସଓପିକୁ ପାଳନ କରିବେ। ସେହିପରି…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗରେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ବାରିପଦା: ଅମ୍ଫାନ୍ ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ପାଇକବସା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରା ଘାଟ ନିକଟରୁ ଉଦ୍ଧାର କରିଛି। ବାରିପଦା ସଦର ଥାନା ଅନ୍ତର୍ଗତ ଝିଙ୍କପାଳରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନ ବନ୍ଦର ପ୍ରସ୍ତୁତ, ରାତି ପାହିଲେ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ସମଗ୍ର ଦେଶ ସମେତ ଓଡ଼ିଶାରେ ଗତ ମାର୍ଚ୍ଚ ୨୫ ତାରିଖଠାରୁ ଲକଡ଼ାଉନ ଜାରି ଥିବାରୁ ସାଧାରଣ ବିମାନ ସେବା ବନ୍ଦ ରହିଥିଲା । କିନ୍ତୁ ଏବେ  ଘରୋଇ ରୁଟରେ ବିମାନ ସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଦାହ ସଂସ୍କାର ପାଇଁ ଅର୍ଥ ନଥିବାରୁ ଘରେ ହିଁ ମୃତଦେହକୁ ପୋତିଦେଲେ ପରିବାର ଲୋକ; ପରେ ଘଟିଲା ଏପରି ଘଟଣା

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଘର ଭିତରେ ହିଁ ମାଟି ଖୋଳି ତାଙ୍କୁ ପୋତି ଦିଆଯିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଉକ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...