Daily Archives

May 25, 2020

ଋଗଣ ଅବସ୍ଥାରେ ଓଡ଼ିଶାର ଏକମାତ୍ର ପାମ ଅଏଲ୍ କାରଖାନା, ଉତ୍ପାଦନ ବନ୍ଦ, ୩୦୦ ଶ୍ରମିକ ବେକାର

ରାୟଗଡ଼ା,୨୫/୫(ଇମିସ): ଋଗଣ ଅବସ୍ଥାରେ ଓଡ଼ିଶାର ଏକମାତ୍ର ପାମ୍ ଅଏଲ୍ କାରଖାନା। କ୍ଷତି ଦର୍ଶାଇ କଂପାନି କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କରିଦେବା ପରେ ରୋଜଗାର ହରାଇଛନ୍ତି ୩୦୦ରୁ ଅଧିକ ଶ୍ରମିକ। ଜିଲ୍ଲା ପ୍ରଶାସନ-ଶ୍ରମ ବିଭାଗର ହସ୍ତକ୍ଷେପ ପରେ ମଧ୍ୟ ୩ ବର୍ଷ ହେଲା ଉତ୍ପାଦନ ସ୍ବାଭାବିକ…
ଅଧିକ ଖବର ଦେଖନ୍ତୁ...

ନିଜ କର୍ମଚାରୀଙ୍କ ଦରମା କାଟ ଘୋଷଣା କଲା ଟିଭିଏସ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଅଧିକାଂଶ କମ୍ପାନି ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି । ଏହା ଫଳରେ କମ୍ପାନିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କୁ ଚୁମ୍ବନରେ ପୋତି ଦେଲେ ଦୀପିକା, କହିଲେ ବିଶ୍ବର ସବୁଠାରୁ ବ୍ୟଙ୍ଗାତ୍ମକ ମୁହଁ

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣବୀର ସିଂହ ବଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ୍‌ ଯୋଡ଼ି। ଏହି ଦୁଇ ଜଣ ଅନେକ ସମୟରେ ନିଜ ନିଜ ବ୍ୟକ୍ତିଗତ ବ୍ୟାପାରକୁ ସେମାନଙ୍କ ପ୍ରଶଂସକମାନଙ୍କ ସହ ବାଣ୍ଟି ଚର୍ଚ୍ଚାରେ ରହିଥାନ୍ତି। ଏବେ କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଦୀପବୀର…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଯୁବକର ଅଜବ କାରନାମା! ଚିଡ଼ିଆଖାନା ଖୁଆଡ଼ରେ ପଶି ଭାଲୁକୁ ପାଣିରେ ବୁଡ଼ାଇବାକୁ କଲା ଉଦ୍ୟମ; ଭିଡିଓ…

ୱାର୍ସ: ପୋଲାଣ୍ଡରେ ଥିବା ୱ‌ାର୍ସ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଜଣେ ମଦ୍ୟପ ଯୁବକ ଚିଡ଼ିଆଖାନାର ଭାଲୁ ଖୁଆଡ଼ ଭିତରେ ପଶି ଭାଲୁକୁ ପାଣି ଭିତରେ ବୁଡ଼ାଇବାକୁ ଚେଷ୍ଟା କରୁଥିବା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୩ ବର୍ଷିଅ ଏହି ଯୁବକ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା ପାଇଁ ବଦଳିଲା ସଙ୍ଗରୋଧ ନିୟମ: ପ୍ରବାସୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ, ୭ ଦିନ ଆନୁଷ୍ଠାନିକ…

ପୁରୀ: ପୁରୀ ଜିଲ୍ଲା ପାଇଁ ସଙ୍ଗରୋଧ ନିୟମ ବଦଳିଛି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏ ନେଇ ଆଜି ସୂଚନା ଦେଇଛନ୍ତି। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ, ସଂକ୍ରାମକ ରୋଗ ଆଇନ ୧୮୯୭, ଓଡ଼ିଶା କୋଭିଡ-୧୯ ରେଗୁଲେସନ ଆଇନ ବଳରେ ପୁରୀ ଜିଲ୍ଲାପାଳ ତାଙ୍କ କ୍ଷମତା ବଳରେ ଏହି ସଙ୍ଗ‌ରୋଧ ନିୟମ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହନ ଯୋଗାଡ଼ କରି ସେମାନଙ୍କୁ ନିଜ ଘରକୁ ପଠାଇ ଚର୍ଚ୍ଚିତ ହେଲେ ସୋନୁ ସୁଦ୍‌

ମୁମ୍ବାଇ: କରୋନା ଭାଇରସ୍‌ ମୁକାବିଲାରେ ପୂର୍ବରୁ ଅନେକ ବଲିଉଡ୍‌ ତାରକା ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଥିବା ବେଳେ ଏବେ ଏଥିରେ ନିଜକୁ ସାମିଲ୍‌ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି…
ଅଧିକ ଖବର ଦେଖନ୍ତୁ...

ସିନେ ତାରକାଙ୍କ ପୁରୁଣା ଫଟୋ ସଂଗ୍ରହ କରି ମାସ୍କ ପିନ୍ଧିବା ନେଇ ସଚେତନତାର ବାର୍ତ୍ତା ଦେଲେ ସେଲିବ୍ରେଟି…

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ଅନେକ ସେଲିବ୍ରେଟି ପୂର୍ବରୁ ନିଜ ନିଜ ହିସାବରେ ସଚେତନତାର ବାର୍ତ୍ତା ଦେଇ ସାରିଥିବା ବେଳେ ଏବେ ସେଲିବ୍ରେଟି ଫଟୋଗ୍ରାଫର୍‌ ଅବିନାଶ ଗ୍ବୟାରିକର୍‌ ଏକ ଅଭିନବ ଉପାୟରେ ସଚେତନାର ବାର୍ତ୍ତା ବାଣ୍ଟିଛନ୍ତି। ସେ ଫଟୋସୁଟ୍ କରିଥିବା ବଲିଉଡ୍‌ ତାରକାମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସରକାରୀ ନିୟମକୁ ଫୁ’ କରି ଉଡାଇ ଦେଲେ ମଦ ଦୋକାନୀ ! ସକାଳ ସକାଳୁ କାଉଣ୍ଟରରେ ମଦ କିଣିବାକୁ ପ୍ରବଳ ଭିଡ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ମଦ ବିକ୍ରି । ସରକାର ଅନଲାଇନରେ ଅର୍ଥାତ ଗ୍ରାହକଙ୍କ ପାଖରେ ମଦ ପହଁଚାଇବା ପାଇଁ ଅନୁମତି ଦେଇଛନ୍ତି । ହେଲେ ସକାଳୁ ସକାଳୁ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମଦ କିଣିବା ପାଇଁ ବିଭିନ୍ନ କାଂଉଟର…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ବୃଦ୍ଧ ବାପା ମା’

ଭବାନୀପାଟଣା, ୨୫/୫,(ଇମିସ): ଆଖୁରେ ସ୍ୱପ୍ନ ଥିଲା ଅନେକ । ପୁଅ ବଡ଼ ହୋଇ ଚାକିରୀ କରିବ । ଗରିବୀ ହଟିବ । ତାକୁ ବାହା କରାଇ ଦେବୁ ଓ ନାତି ନାତୁଣୀ ସହ ଅଲି ଅଝଟ କରିବୁ । ଆମର ମୃତ୍ୟୁ ସମୟରେ ପୁଅର କାନ୍ଧରେ ମଶାଣୀକୁ ଯିବୁ ବୋଲି ହେଲେ ଏଠି ଏହାର ଓଲଟା ପରିଲିଖିତ ହେଲା । ଠିକ ଭାବେ ଦୁନିଆ…
ଅଧିକ ଖବର ଦେଖନ୍ତୁ...

ମେ ୨୫ରୁ ୩୧ ତାରିଖ ମଧ୍ୟରେ ୯୦ ହଜାରରୁ ଊର୍ଧ୍ବ ବିମାନ ଟିକେଟ୍‌ ବୁକିଂ ସରିଛି; ମୁମ୍ବାଇ, କୋଲକାତାରୁ ସର୍ବାଧିକ

ମୁମ୍ବାଇ: ଦେଶରେ ଲକ୍‌ଡାଉନ୍ ଲାଗି ରହିଥିବା ହେତୁ ଦୀର୍ଘ ଦିନ ଧରି ବିମାନ ସେବା ବନ୍ଦ ରହିଥିବା ବେଳେ ମେ ୨୫ରୁ ୩୧ ତାରିଖ ମଧ୍ୟରେ ୯୦ ହଜାରରୁ ଊର୍ଧ୍ବ ଯାତ୍ରୀ ବିମାନ ଟିକେଟ୍‌ ବୁକିଂ କରିଥିବା ଏକ ଟ୍ରାଭେଲ୍‌ ପୋର୍ଟାଲ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ଇଜିମାଇଁଟ୍ରିପ୍‌ ପୋର୍ଟାଲ…
ଅଧିକ ଖବର ଦେଖନ୍ତୁ...