Daily Archives

May 25, 2020

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ତଥା ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତା ପୋଡ଼ାଅସ୍ତିଆ ଗ୍ରାମ ମୁଣ୍ଡରେ ଆଜି ରାତି ପ୍ରାୟ ସାଢ଼େ ୭ଟା ପାଖାପାଖି ଏକ ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇ ଅନ୍ଧକାର ନିଛାଟିଆ ରାସ୍ତା ଉପରେ ପଡ଼ିଥିବାର…
ଅଧିକ ଖବର ଦେଖନ୍ତୁ...

ଏମ୍ସରେ ଦୀର୍ଘ ୨୪ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ପୃଥକ ହେଲେ ଯୋଡ଼ା ଶିଶୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଯୋଡ଼ା ଶିଶୁଙ୍କୁ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌(ଏମ୍‌ସ)ରେ ଅସ୍ତ୍ରୋପଚାର ପରେ ଶନିବାର ସଫଳତାର ସହ ପୃଥକ କରାଯାଇଛି। ଦୀର୍ଘ ୨୪ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହା ସମ୍ଭବ ହୋଇଛି। ‌ଅସ୍ତ୍ରୋପଚାର ପରେ…
ଅଧିକ ଖବର ଦେଖନ୍ତୁ...

ବିନା ଲକ୍‌ଡାଉନ୍‌ ଓ ମାସ୍‌-ଟେଷ୍ଟିଂରେ ବି କରୋନାକୁ ଏପରି ଭାବେ ଆୟତ୍ତ କରିଛି ଜାପାନ, ଅନ୍ୟ ଦେଶ ତୁଳନାରେ ଢେର୍‌…

ଟୋକିଓ: ସାରା ବିଶ୍ବକୁ ହନ୍ତସନ୍ତ କରିଥିବା କରୋନା ଭାଇରସ୍‌ ଜାପାନର କିନ୍ତୁ ସେପରି ଆଖି ଦୃଶିଆ କ୍ଷତି କରିପାରିନାହିଁ। ଅନ୍ୟ ପ୍ରଭାବଶାଳୀ ଦେଶଗୁଡ଼ିକ କରୋନାକୁ ଆୟତ୍ତ କରିବାକୁ ଦେଶରେ ଲକ୍‌ଡାଉନ୍‌ ଜାରି କରିଥିବା ବେଳେ ଜାପାନରେ କିନ୍ତୁ ଲକ୍‌ଡାଉନ୍‌ ଜାରି  ହୋଇନାହିଁ। ତେବେ କରୋନା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା : ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କଲା ସ୍ବାମୀ

ରାୟଗଡ଼ା,୨୫/୫(ଇମିସ): ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କାଶୀପୁର ଥାନା କୁମ୍ବାଖାଲ ଗ୍ରାମରେ। ପୁଲିସ୍ ଅଭିଯୁକ୍ତ ସ୍ବାମୀ ଅନାସିଂ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ହତ୍ୟାରେ ବ୍ୟବହୃତ ରଶି, କଡାକୁ ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ୫.୫ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଦେଶର କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂମିକମ୍ପ ସଂଧ୍ୟା ୮ଟା ୧୨ ମିନିଟ ସମୟରେ ହୋଇଥିଲା । ମଣିପୁରର…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ ଓ ସୀମା ବିବାଦକୁ ଦେଖି ଭାରତରୁ ନିଜ ନାଗରିକମାନଙ୍କୁ ଫେରାଇ ନେବ ଚୀନ, ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ କୋଭିଡ -୧୯ ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ନିଜ ନାଗରିକମାନଙ୍କୁ ଭାରତରୁ ପ୍ରତ୍ୟାବର୍ତ୍ତନ କରାଇ ନେବାକୁ ଯୋଜନା କରୁଛି ବୋଲି ସୋମବାର ଦିନ ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଦୂତାବାସ ୱେବସାଇଟରେ ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ଗୃହ ସଂଗରୋଧରୁ ଆନ୍ଧ୍ର ଗଲେ କ‌େମିତି ?

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରରେ ଚିହ୍ନଟ ହୋଇଛନ୍ତି ସହରର ପ୍ରଥମ କରୋନା ସଂକ୍ରମିତ । ଆନ୍ଧ୍ର ଫେରନ୍ତା ଜଣେ ୪୫ ବର୍ଷ ବୟସ୍କ କରୋନା ପଜେଟିଭ ଥିବା ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ସେ କାହାକୁ ନ କହି ଗୃହ ସଂଗରୋଧରୁ  ଆନ୍ଧ୍ରକୁ ଲୁଚି ପଳାଇଛନ୍ତି। ପ୍ରଶାସନ ଓ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି, ସମ୍ବଲପୁରରେ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର/ସମ୍ବଲପୁର: ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି ।…
ଅଧିକ ଖବର ଦେଖନ୍ତୁ...

ଆଇସିୟୁରେ ଭର୍ତ୍ତି ହୋଇଥିବା ଯୁବତୀ ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ବିଳାସପୁର ନେହେରୁ ନଗରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଓ୍ଵାର୍ଡ ବଏ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିଳାସପୁର ଅନ୍ତର୍ଗତ ନେହେରୁ ନଗରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ର ଦୁଇଜଣ ଓ୍ଵାର୍ଡ ବଏ ବିରୋଧରେ ଆଇସିୟୁରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ର ବାହାରେ ଧାରଣାରେ ବସିଲେ ୭୦ ଜଣ ପ୍ରବାସୀ ଶ୍ରମିକ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ସୁନାରୀଝୋଳା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ୭୦ଜଣ ସୁରତଫେରନ୍ତା ପ୍ରବାସୀ ଓଡ଼ିଆ ପ୍ରତିବାଦ କରିଛନ୍ତି। ଏହାସହ ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ସକାଳ ୯ଟାରୁ ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...