Daily Archives

May 26, 2020

ସବୁ ଜଳଉତ୍ସ ଫେଲ ମାରିଲା: ଶେଷରେ ପରିତ୍ୟକ୍ତ କୂଅ ଶୋଷ ମେଣ୍ଟାଉଛି

ଝାରସୁଗୁଡ଼ା: ମାଟି ଖୋଳିଲେ ପାଣି ବାହାରୁ ନାହିଁ। ଅନେକ ନଳକୂଅ ଖୋଳାଯାଇଛି ହେଲେ ସେଥିରେ ପାଣି ବାହାରୁ ନାହିଁ। ଭୂତଳ ଜଳ ନିମ୍ନଗାମୀ ହୋଇ ପଡ଼ିଥିବାରୁ ସେଥିରେ ପାଣି ବାହାରୁନାହିଁ। ଯେଉଁ ନଳକୂଅରେ ପାଣି ବାହାରୁଥିଲା ସେଥିରେ ବୈଷୟିକ ତୃଟି ଯୋଗୁଁ ତାହା ମଧ୍ୟ ଅଚଳ ହୋଇଗଲା। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା ସୀମା ଲଂଘିଲା, ବ୍ୟାରିକେଡ୍‌ ଭାଙ୍ଗିଲେ, ପୁଲିସ ଟେଣ୍ଟ ଭାଙ୍ଗି ଫିଙ୍ଗିଦେଲେ

ରାଉରକେଲା: ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଗତକାଲି ରାତିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି। ପୁଲିସ ଉପରକୁ ଟେକାମାଡ଼, ବ୍ୟାରିକେଡ ଓ ପୁଲିସ ତମ୍ବୁ ଭଙ୍ଗାରୁଜା ତଥା ଜଳାପୋଡ଼ା ପରେ ବର୍ତ୍ତମାନ ଯଦିଓ ସ୍ଥିତି କିଛିଟା ଶାନ୍ତ ପଡ଼ିଛି, କିନ୍ତୁ ଆଲୋଚନା ପରେ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ: କିପରି ଘରେ ପଶିଥିବା ନାଗସାପକୁ ଆଈ ମା’ ଘୋଷାଡ଼ି ଘୋଷାଡ଼ି ବାଡ଼ି ଅଗଣାରେ ଫିଙ୍ଗି ଦେଉଛନ୍ତି

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ସମସ୍ତଙ୍କର ମନରେ ଏକ ପ୍ରକାରର ଭୟ ଖେଳି ଯାଇଥାଏ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ଏକ ଅହିରାଜ ସାପକୁ ବାଲଟି ବାଲଟି ପାଣିରେ ସ୍ନାନ କରାଉଥିବା ବେଳେ ଜଣେ ବନ ଅଧିକାରୀ ନାଗ ସାପକୁ ପାଣି ପିଆଉ ଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଥିଲେ। ଏହି କ୍ରମରେ ଜଣେ ଆଈ ମା’…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ସଂକ୍ରମଣ ସମୟରେ ସାମାଜିକ ଦୂରତାକୁ ଫୁ କରି ଦେଇ ଯୁବକ-ଯୁବତୀ ସୁଇମିଂ ପୁଲର ନେଲେ ମଜା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ବାରମ୍ବାର ଲୋକମାନଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ  ପରାମର୍ଶ ଦେଉଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଯୁବକ-ଯୁବତୀ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ଦଂଶନ ପରେ ମରିଗଲା ନାଗ ସାପ, କିନ୍ତୁ ବଞ୍ଚିଗଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ନାଗ ସାପ ଯଦି କାହାକୁ ଦଂଶନ କରେ ତେବେ ଲୋକଙ୍କ ବଞ୍ଚିବା ଅସମ୍ଭବ ହୋଇଯାଇଥାଏ। ଅନେକ ସମୟରେ ସାପ ଦଂଶନରେ ମଣିଷର ମୃତ୍ୟୁ ହୋଇଥିବା ଖବର ବି ସାମ୍ନାକୁ ଆସିଛି। କିନ୍ତୁ ଝାଡଖଣ୍ଡର ଜାମତାଡ଼ା ଜିଲ୍ଲା ବାଗଡେହରୀ ଗ୍ରାମରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ଯାହାକୁ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଆରୋଗ୍ୟ ସେତୁ ଏବେ ଓପନ ସୋର୍ସ ସଫ୍ଟୱେର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨, ୨୦୨୦ରେ ଭାରତ ଆରୋଗ୍ୟ ସେତୁ ମୋବାଇଲ ଆପର ଶୁଭାରମ୍ଭ କରିଥିଲା। ବ୍ଲୁଟୁଥକୁ ଆଧାର କରି ସଂକ୍ରମିତକୁ ଚିହ୍ନଟ କରିବା, ହଟସ୍ପଟକୁ ଠାବ କରିବା ଏବଂ କୋଭିଡ-୧୯ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରସାର କରିବା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ବିଭାଗର ନିଷ୍ପତ୍ତି: ରାଜ୍ୟରେ ବନ୍ଦ ହେବ ୩ଟି ଡିଗ୍ରି ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ୩ଟି ଡିଗ୍ରି କଲେଜ ବନ୍ଦ ହେବ । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟ ସରକାର ୧୦ଟି ଡିଗ୍ରି କଲେଜର ଅନୁମୋଦନ ପ୍ରତ୍ୟାହାର କରିବେ । ଗତ ତିନି ବର୍ଷ ଧରି କଲେଜରେ ୨୫ ପ୍ରତିଶତରୁ କମ ପିଲା ନାମ ଲେଖାଇଥିବାରୁ ସରକାର ଏଭଳି…
ଅଧିକ ଖବର ଦେଖନ୍ତୁ...

ଧନ୍ୟ କହିବ ଏଭଳି ପୁଅକୁ! କରୋନା ଭୟରେ ପିତାଙ୍କ ମୃତଦେହକୁ ନେବାକୁ ମନା କରି ଦେଲା

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲାରେ କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥିବା ପିତାଙ୍କ ମୃତଦେହକୁ ନେବାକୁ ପୁଅ ରୋକଠୋକ ମନା କରି ଦେଇଥିଲା। ନିଜକୁ କରୋନା ସଂକ୍ରମଣ ହୋଇ ନଯାଉ ଏହି କାରଣରୁ ପିତାଙ୍କ ମୁହଁକୁ ବି ଶେଷ ଥରକ ପାଇଁ  ବି ଚାହିଁଲା ନାହିଁ ପୁଅ। ଏହି କଥା ଯେତେବେଳେ ସାମାଜିକ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରୁ ଧରାପଡ଼ିଲା ପାକିସ୍ତାନୀ ଗୁପ୍ତଚର ପାରା; ଚେତନ ଭଗତ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଗୁପ୍ତଚରଙ୍କ ଉପରେ ଦୃଷ୍ଟି ରଖିବା କିମ୍ବା ଗୁପ୍ତଚରଙ୍କୁ ଗିରଫ କରିବା ଜମ୍ମୁ-କଶ୍ମୀର ପୁଲିସ ପାଇଁ କୌଣସି ନୂଆ କଥା ନୁହେଁ। ନିକଟରେ କଶ୍ମୀରରୁ ଏକ ପାକିସ୍ତାନୀ ଗୁପ୍ତଚର ଧରାପଡ଼ିବା ପରେ ହୀରା ନଗର ପୁଲିସ ଷ୍ଟେସନ୍‌ରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ଉପାର୍ଜନର ନୂଆ ସୁଯୋଗ ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବୃଷ: ଆପଣଙ୍କ ଅସୁବିଧାର ସମାଧାନ ହୋଇଯିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। …
ଅଧିକ ଖବର ଦେଖନ୍ତୁ...