Daily Archives

May 26, 2020

ମାଓବାଦୀଙ୍କ ନାଁରେ କନିଷ୍ଠଯନ୍ତ୍ରୀଙ୍କୁ ଟଙ୍କା ମାଗିବା ଅଭିଯୋଗ ରେ ୬ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳରେ ନିଜକୁ ମାଓବାଦୀ ପରିଚୟ ଦେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ ଗିରଫ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଲିସ ସୁତରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକର କନିଷ୍ଠଯନ୍ତ୍ରୀ ବୈଶାଖୁ…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କ ଘରେ ଦୁଇଜଣ କରୋନା ସଂକ୍ରମିତ; ହୋମ କ୍ୱାରେନ୍‌ଟାଇନ୍‌ରେ ରହିଲେ ସିନେ-ନିର୍ମାତା

ମୁମ୍ବାଇ: ସମଗ୍ର ବିଶ୍ୱ କରୋନା ଯୁଦ୍ଧରେ ଲଢ଼ୁଛି। ଦେଶରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଧ୍ୱରେ ପହଞ୍ଚି ସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ୬୫୩୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୧୪୬ଜଣଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସାଙ୍ଗକୁ ଛାଡ଼ିଗଲା ନାହିଁ ସାଙ୍ଗ; ତାଲାବନ୍ଦ ସମୟରେ ଦେଲେ ପ୍ରକୃତ ବନ୍ଧୁତାର…

ଲକ୍ଷ୍ମୌ: ଗୁଜରାଟରୁ ଉତ୍ତରପ୍ରଦେଶ ଅଭିମୁଖେ ଏକ ଟ୍ରକରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଥିଲେ। ଆଉ ଏହି ଟ୍ରକରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଜଣେ ପ୍ରବାସୀଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଉକ୍ତ ପ୍ରବାସୀଙ୍କ ଶରୀରରେ କରୋନା ଲକ୍ଷଣ ଥିବା ସନ୍ଦେହ କରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ହଳଦୀଗୁଡ଼ା ଗ୍ରାମରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୮ ଲକ୍ଷ ୧୫ ହଜାର ଟଙ୍କା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ହଳଦୀଗୁଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ର ପ୍ରାୟ ଗୋଟାଏ ବେଳେ ଜଣଙ୍କ ଘରେ ପଶି ସଶସ୍ତ୍ର ଡକାୟତି ହୋଇଛି। ଏଥିରେ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଘରୁ ୮ ଲକ୍ଷ ୧୫ ହଜାର ଟଙ୍କା ଡକାୟତ କରି ଦୁର୍ବୃତ୍ତମାନେ ଆଖି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି। ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଏଣିକି ରାଜ୍ୟ ସରକାର ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଦରଦାମ ବୃଦ୍ଧି ଯୋଗୁଁ ସରକାର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କଲେ କ୍ରାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ, ଏହା ତାଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ମୁମ୍ବାଇ: କ୍ର‌ାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ ପ୍ରେକ୍ଷା ମେହେତା ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀ ପ୍ରେକ୍ଷା ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଟାଙ୍ଗି ହୋଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରେକ୍ଷା…
ଅଧିକ ଖବର ଦେଖନ୍ତୁ...

ଦ୍ରୁତଗତିରେ ଆସୁଥବା ଟ୍ରକ ଯୋଗୁଁ ବାଇକ୍ ଆରୋହୀଙ୍କ ଜୀବନ ଗଲା  

ଭବାନୀପାଟଣା: ଲକଡାଉନ୍ ବେଳେ ଜନସାଧାରଣଙ୍କ ପାଇଁ ଲକଡାଉନ କଟକଣା ଥିବାବେଳେ ମାଲ ପରିବହନ ପାଇଁ ରାସ୍ତା ଖୋଲା ଛାଡ଼ିଥିବାବେଳେ ଜଣେ ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ଜଣେ ବାଇକ୍ ଆରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ…

ନୂଆଦିଲ୍ଲୀ : ଦେଶରେ ଲକଡାଉନ ହେବା ପରେ ସବୁଠାରୁ ଅଧିକ ହିନସ୍ଥା ହେଉଛନ୍ତି ପ୍ରବାସୀ ଶ୍ରମିକ ବର୍ଗ । ଟ୍ରେନ, ବସ ଚଳାଚଳ ବନ୍ଦ ଥିବାରୁ ଲକ୍ଷ ଲକ୍ଷ ଶ୍ରମିକ ଶହ କିଲୋମିଟର ପାଦରେ ଚାଲି ଚାଲି ବା ସାଇକେଲରେ ନିଜ ରାଜ୍ୟକୁ ଫେରୁଛନ୍ତି । ବାଟରେ ଆସିବା ବେଳେ ଭୋକ ଓପାସରେ ନାନା ଦୁର୍ଦ୍ଦଶାର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜକୁ ଫେରିଲେଣି ୧୫ହଜାରରୁ ଊର୍ଧ୍ବ ପ୍ରବାସୀ, ସଙ୍ଗରୋଧ ନିମନ୍ତେ ପ୍ରସ୍ତୁତ ହୋଇଛି ୩୫,୧୨୪ ଶଯ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାକୁ ଆଜିସୁଦ୍ଧା ୧୫ହଜାର ୧୨୭ ଜଣ ପ୍ରବାସୀ ଫେରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୯ହଜାର ୭ଶହ ୯୬ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିବାବେଳେ ୫ହଜାର ୩ଶହ ୩୧ଜଣ ସଙ୍ଗରୋଧ ସମୟ ସମାପ୍ତ କରି ଘରକୁ ଫେରିସାରିଲେଣି। ଜିଲ୍ଲାରେ ଆଜିସୁଦ୍ଧା ୮୩୭ଟି ଅସ୍ଥାୟୀ ମେଡିକାଲ୍…
ଅଧିକ ଖବର ଦେଖନ୍ତୁ...