Daily Archives

May 27, 2020

ତାଲାବନ୍ଦର ସବୁଠାରୁ ବଡ଼ ଗୁମର: ବେଆଇନ ଖଣିକୁ ବିସ୍ଫୋରକ ଆସିଲା କିପରି!

ଝାରସୁଗୁଡ଼ା: ମହାମାରୀ କରୋନାର ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ସାରା ଦେଶକୁ ତାଲାବନ୍ଦ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ତଥା ରାଜ୍ୟର ସୀମା ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ସିଲ୍ ମଧ୍ୟ କରାଯାଇଥିଲା। ଯେଉଁଥି ପାଇଁ ଗାଡ଼ି ମୋଟର ଏବଂ ବାହାର ଜିଲ୍ଲା ତଥା ରାଜ୍ୟର ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତ୍ବ ଅନିବାର୍ଯ୍ୟ ହେବା ପରେ ଅନ୍‌ଲାଇନ୍‌‌ ବ୍ୟବସାୟ ଆରମ୍ଭ କଲେ ଦେହଜୀବୀ

ବେଙ୍ଗାଲୁର: କରୋନା ବେପାରକୁ ମାନ୍ଦା କରିବା ପରେ ଦେହଜୀବୀମାନେ ନିଜ ପେଟ ପୋଷିବା ପାଇଁ  ଅନ୍‌ଲାଇନ୍‌ରେ ବେପାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ବୋଲି ଏକ ଖବର ନିକଟରେ ପ୍ରକାଶ ପାଇଥିଲା। ଏବେ ବେଙ୍ଗାଲୁର ପରି ବିକାଶଶୀଳ ସହରରେ ଅନ୍‌ଲାଇନ୍‌ ଦେହ ବ୍ୟବସାୟ ଆରମ୍ଭ ହୋଇଗଲାଣି।…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ: ସ୍ବୟଂ ଚାଳିତ ବିଶୋଧନ ଯନ୍ତ୍ର ତିଆରି କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଦାନ କଲେ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମନତୋଷ ଘରାମି ନିଜ ଖର୍ଚ୍ଚରେ ଏକ ସ୍ବୟଂ ଚାଳିତ ବିଶୋଧନ ଯନ୍ତ୍ର ତିଆରି କରି ମେଡିକାଲକୁ ଦାନ କରିଛନ୍ତି। କରୋନା ଦାଉରୁ ରକ୍ଷା ପାଇବା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ପିଏଲଏଫଆଇ ଜୋନାଲ କମାଣ୍ଡର ସଚିତ ସିଂ ଗିରଫ

ରାଉରକେଲା: ଝାରଖଣ୍ଡ ଓଡିଶା ସୀମାନ୍ତ ବେଶ ସକ୍ରିୟ ଥିବା ଜୋନାଲ କମାଣ୍ଡର ସଚିତ ସିଂକୁ ଝାରଖଣ୍ଡର ସୀମାଡେଗା ପୁଲିସ ଗିରଫ କରିଛି l ତା ନିକଟରୁ ରେଗୁଲାର ଇନସାସ ରାଇଫଲ ଜବତ ହୋଇଛି l ତାର ଜଣେ ଘନିଷ୍ଟ ସହଯୋଗୀ ଜୋନ ସୁରିନକୁ ମଧ୍ୟ ଗିରଫ କରାଯାଇଛି । ଗତ ଦଶ ବର୍ଷ ଧରି ସଚିତ ସିଂ ଓଡିଶା…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ଅଭିନେତା କିରଣ କୁମାର, ପରିବାର ସଦସ୍ୟ ଏବେ ବି ଆଇସୋଲେସନ୍‌ରେ

ମୁମ୍ବାଇ: ଗତ କିଛି ଦିନ ତଳେ କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ବଲିଉଡ୍‌ ଅଭିନେତା କିରଣ କୁମାରଙ୍କ ରିପୋର୍ଟରୁ କରୋନା ‌ନେଗେଟିଭ୍‌ ବାହାରିଛି। ତୃତୀୟ ଥର ଟେଷ୍ଟ୍‌ ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା କିରଣ କୁମାର କହିଛନ୍ତି। ମାତ୍ର ତାଙ୍କ ପରିବାର ଲୋକ ଏବେ ବି…
ଅଧିକ ଖବର ଦେଖନ୍ତୁ...

ଜମାଟଙ୍କା ଫେରିପାଇବା ଲାଗି ଜମାକାରୀ ଘେରିଲେ ବ୍ୟାଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସମବାୟ ସମିତି ବ୍ୟାଙ୍କ୍‌ ଶାଖା (ଡିପୋଜିଟ୍ କାଉଣ୍ଟର୍) ସଂପାଦକଙ୍କ ବ୍ୟାଙ୍କ ପରିସରରୁ ଅର୍ଦ୍ଧଦଗ୍ଧ ଶବଉଦ୍ଧାର ଏବଂ  ହତ୍ୟା ଘଟଣାର ଏ ଯାଏଁ ପର୍ଦ୍ଦାଫାସ ହୋଇପାରିନାହିଁ। ବ୍ୟାଙ୍କ ସମ୍ପାଦକ ଜଗନ୍ନାଥଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟାବୃତ୍ତ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପିଅନ୍ତୁ କାକୁଡ଼ି, ଲେମ୍ବୁ ସରବତ; ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଗ୍ରୀଷ୍ମ ପ୍ରଭାବରୁ ନିଜକୁ ଦୂରେଇ ରଖିବାକୁ ହେଲେ ଆମକୁ ଆବଶ୍ୟକୀୟ ସଚେତନତାର ଆବଶ୍ୟକତା ରହିଛି। ସବୁଠାରୁ ବଡ଼ ସଚେତନତା ହେଉଛି ପାନୀୟ ପ୍ରତି ଧ୍ୟାନ ଦେବା। ଖରାଗରମ ହେତୁ ଶରୀରରୁ ଜଳୀୟ ଅଂଶ ଶୁଖିଯାଏ। ‌ଆମେ ଯଦି ଶରୀରକୁ ସୁସ୍ଥ ରଖିବା ପରି ପାନୀୟ ନପିଅନ୍ତି ତେବେ ନିଜ ଶରୀର ଅସୁସ୍ଥ ହେବାର…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ପ୍ରେକ୍ଷାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିଲା, ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ: ‌ସୋମବାର ରାତିରେ ଆତ୍ମହତ୍ୟା କରିଥିବା କ୍ରାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ ପ୍ରେକ୍ଷା ମେହେତାଙ୍କ ସୁଇସାଇଡ୍‌ ନୋଟ୍‌ ପାଇଛି ପୁଲିସ୍‌। ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତିି କି କିଛି ଭଙ୍ଗା ସ୍ବପ୍ନକୁ ନେଇ ସେ ବଞ୍ଚିପାରିବେ ନାହିଁ। ଏ ନେଇ ହୀରା ନଗର ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ମହାମାରୀ କରୋନା ଭାଇରସ୍‌ ପାଇଁ ଗତ ୨ ମାସ ଭିତରେ ଗୁଜୁରାଟରେ ୩୦ ହଜାର ବିବାହ ବାତିଲ୍‌ ହୋଇଛି

ଅହମ୍ମଦାବାଦ୍‌: କରୋନା ଭାଇରସ୍‌ ଅନେକ ଦେଶରେ ନିଜର କାୟା ବିସ୍ତାର କରି ରଖିଥିବା ବେଳେ ଗୁଜୁରାଟର ବିବାହ ଉପରେ ଏହାର ଖୁବ୍ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। କରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଗୁଜୁରାଟରେ ପ୍ରାୟ ୩୦ ହଜାର ବିବାହ ବାତିଲ୍‌ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଗୋରଖପୁର ଆମ୍ବ ତୋଟାରେ ବାଦୁଡ଼ି ମଡ଼କ, ଲୋକଙ୍କ ଭିତରେ ଭୟର ଆତଙ୍କ

ଗୋରଖପୁର: ମହାମାରୀ କରୋନା ଭାଇରସ୍‌ ବାଦୁଡ଼ିରୁ ସୃଷ୍ଟି ବୋଲି ଜାଣାଥିବା ବେଳେ ଗୋରଖପୁରର ବେଲଘଟ ଅଞ୍ଚଳରେ ପଲ ପଲ ମୃତ ବାଦୁଡ଼ି ପଡ଼ିଥିବାର ଦେଖି ଲୋକଙ୍କ ଭିତରେ ଭୟର ଆତଙ୍କ ଦେଖା ଦେଇଛି। ସୋମବାର ସଂପୃକ୍ତ ଅଞ୍ଚଳର ଏକ ଆମ୍ବ ବଗିଚାରେ ପ୍ରାୟ ୩୦୦ ବାଦୁଡ଼ି ମରି ପଡ଼ିଥିବାର ନଜର ଆସିଛି।…
ଅଧିକ ଖବର ଦେଖନ୍ତୁ...