Daily Archives

May 28, 2020

ଧର୍ମଗଡ଼ ବ୍ଳକରେ ଉଜ୍ଜ୍ୱଲା ଯୋଜନାରେ ଗ୍ୟାସ  ବଣ୍ଟନରେ ଦୁର୍ନୀତି, ହିତାଧିକାରୀଙ୍କ  ଅଜାଣତରେ ଚୋରି ହୋଇଗଲା ୩ ମାସର…

ଭବାନୀପାଟଣା/ଜୁନାଗଡ଼: କଳାହାଣ୍ଡି ଧର୍ମଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଉଜ୍ଜ୍ୱଲା ଗ୍ୟାସ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି   । ଉଜ୍ଜ୍ୱଲା ଯୋଜନାରେ ଗ୍ୟାସ କାର୍ଡ଼ କରାଇଦେବା ନାଁ ରେ ଜଣେ ଦଲାଲ  ହିତାଧିକାରୀଙ୍କ ଠାରୁ ଟଙ୍କା  ନେବା ସହ ୩ ମାସର…
ଅଧିକ ଖବର ଦେଖନ୍ତୁ...

ଏକ ମାସର ଶିଶୁକନ୍ୟା ଧରି ଇଟାଭାଟିରୁ ଆସିଲେ ୧୩ ଦାଦନ ଶ୍ରମିକ 

ଜୟପୁର: ଏକ ମାସର ଶିଶୁକନ୍ୟା ଧରି ଆନ୍ଧ୍ର ଇଟାଭାଟିରୁ ଆସିଲେ ୧୩ ଦାଦନ ଶ୍ରମିକ। ଅସହ୍ୟ ଗରମ ହେତୁ ଏହି ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଯାତ୍ରା କଷ୍ଟ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ତାଙ୍କ ସହ ୬ଜଣ ନାବାଳିକା ଓ ନାବଳକ ମଧ୍ୟ ରହିଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ କୋଭିଡ୍ -୧୯ ବିସ୍ତାର ବିରୁଦ୍ଧରେ ଲଢେଇରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଓଏସଓୟୁ ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି |…
ଅଧିକ ଖବର ଦେଖନ୍ତୁ...

ସୋନୁଙ୍କ ଟିମର ସଦସ୍ୟଙ୍କ ବାବଦରେ ଜାଣିଛନ୍ତି କି ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ରିଲ ଭିଲେନ୍ ସୋନୁ ସୁଦ ଶ୍ରମିକମାନଙ୍କ ପାଇଁ ଏକ ରିଅଲ୍ ଲାଇଫ୍ ହିରୋ ପାଲଟିଛନ୍ତି | ଗତ କିଛି ସପ୍ତାହ ହେବ ସୋନୁ ମୁମ୍ବାଇରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ଘରକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି | ଅଭିନେତା ତାଙ୍କର ସାଙ୍ଗମାନଙ୍କ ସହିତ ମିଶି କର୍ଣ୍ଣାଟକ,…
ଅଧିକ ଖବର ଦେଖନ୍ତୁ...

ସଫଳତାର ସହ ସଂଗରୋଧ କେନ୍ଦ୍ର ଅବଧି ଶେଷ କଲେ ପ୍ରବାସୀଙ୍କୁ ମିଳିବ ଅନୁକମ୍ପାମୂଳକ ୨୦୦୦ ଟଙ୍କା

ଭୁବନେଶ୍ୱର: ସଂଗରୋଧ କେନ୍ଦ୍ରରେ ସଫଳତାର ସହ ଅବଧି ପୂରଣ କଲେ ପ୍ରବାସୀମାନଙ୍କୁ ଅନୁକମ୍ପାମୂଳକ ୨୦୦୦ ଟଙ୍କାର ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଆଜି ଏଥି ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ଏସଂକ୍ରନ୍ତାରେ ଆଜି…
ଅଧିକ ଖବର ଦେଖନ୍ତୁ...

ଦୈନିକ ଡାଟା ସୀମା ବିହୀନ ପ୍ଲାନ ଆଣିଲା ବିଏସଏନଏଲ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ୧୪୯୮ ଟଙ୍କା ମୂଲ୍ୟର ଡାଟା ଯୋଜନା ଆଣିଛି। ଏହି ଯୋଜନାରେ ଗ୍ରାହକମାନେ ୯୧ ଜିବି ହାଇ ସ୍ପିଡ୍ ଡାଟା ପାଇବେ | ତେବେ ଏହି ଯୋଜନାରେ ଡାଟା ପାଇଁ କୌଣସି ଦୈନିକ ସୀମା ନାହିଁ | ଅର୍ଥାତ ଆପଣ ଯେକୌଣସି ସମୟରେ ସମସ୍ତ ଡାଟା ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଜଣେ ଟଙ୍କା ଜମା କରି ଚାଲିଲେ , ସରକାରଙ୍କ ଦାନ ଭାବି ଜଣେ ଉଠେଇଲେ

ଗୋରଖପୁର: ଉତ୍ତରପ୍ରଦେଶ ଗୁଲାରିହା ଅଞ୍ଚଳର ଭଟ୍ଟ ବଜାରରେ ଅବସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କରେ (ପୂର୍ବରୁ ଆହ୍ଲାବାଦ ବ୍ୟାଙ୍କ) ସମାନ ଆକାଉଣ୍ଟ ନମ୍ବରରେ ଦୁଇଜଣ ମହିଳାଙ୍କ ନାମରେ ଆକାଉଣ୍ଟ ଖୋଲିବା ମାମଲା ସାମ୍ନାକୁ ଆସିଛି। ଜଣେ ଆକାଉଣ୍ଟଧାରୀ ମହିଳା ନିୟମିତ ଭାବେ ଆକାଉଣ୍ଟରେ ଟଙ୍କା ଜମା…
ଅଧିକ ଖବର ଦେଖନ୍ତୁ...

କ୍ଵାରେଣ୍ଟାଇନ ସେଣ୍ଟରର ପେଟୁରାମ, ଜଳଖିଆରେ ଖାଉଛନ୍ତି ୪୦ ପଟ ରୁଟି

ପାଟନା: ବିହାରର ବକ୍ସରର ଏକ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି | ଗୋଟିଏ ପଟେ ଲୋକମାନେ ତାଙ୍କର ଅଭ୍ୟାସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ କ୍ଵାରେଣ୍ଟାଇନ ସେଣ୍ଟରରେ ରୋଷେଇ କରୁଥିବା ରୋଷେୟା ବିରକ୍ତ ହୋଇଯାଇଛନ୍ତି | ଯୁବକଟିର ଭୋକ…
ଅଧିକ ଖବର ଦେଖନ୍ତୁ...

ଭିଡିଓ ମିଟିଂ ଆପ ‘ଜୁମ’ର ବୈଷୟିକ ମୁଖ୍ୟ ହେଲେ ଜଣେ ଭାରତୀୟ

ନୂଆଦିଲ୍ଲୀ: ଜଣେ ଭାରତୀୟ ଏବେ ଆମେରିକାର କର୍ପୋରେଟ୍ ଦୁନିଆର ଶୀର୍ଷରେ ପହଞ୍ଚିଛନ୍ତି। ଭିଡିଓ ଚାଟ୍ ଆପ୍ ପରିଚାଳନା କରୁଥିବା କମ୍ପାନୀ ଜୁମ୍ ଇନ୍ ଇଞ୍ଜିନିୟରିଂର ମୁଖ୍ୟ ଭାବେ ଶଙ୍କରଲିଙ୍ଗମଙ୍କୁ ନିଯୁକ୍ତ କରିଛି। ସେ କମ୍ପାନୀର ଇଞ୍ଜିନିୟରିଂ ଏବଂ ଉତ୍ପାଦ ବିଭାଗର ନୂତନ ମୁଖ୍ୟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...