Daily Archives

May 28, 2020

ଟ୍ରେନରୁ ଓହ୍ଲାଇ ପଡ଼ିଲେ ୨୭ ପ୍ରବାସୀ ଓଡ଼ିଆ, ଉଦ୍ଧାର କରି କୋଭିଡ଼୍ ହସପିଟାଲରେ ରଖିଲା ପ୍ରଶାସନ

ରାୟଗଡ଼ା: ଗୁଜୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ୨୭ ଶ୍ରମିକ। ମୁନିଗୁଡ଼ା ନିକଟ ଧାଣ୍ଡରା ରେଲୱେ ଫାଟକ ନିକଟରେ ଶ୍ରମିକମାନେ ଓହ୍ଲାଇବା ପରେ ଖବର ପାଇ ଆରପିଏଫ୍ ଟିମ୍ ଗେଟ୍ ନିକଟରେ ପହଞ୍ଚି ଶ୍ରମିକଙ୍କୁ ଅଟକ ରଖିଥିଲା। ଅଟକ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନର ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ନନ୍ଦନକାନନର ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ନାୟକ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବନ କରିଛନ୍ତି । DGP has placed Inspector Parmanand Nayak ex IIC Nandankanan under suspension for gross…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ଯାଜପୁର: ବେଆଇନ୍ ଭାବେ ଅଟକ ଥିବା ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ଯଖପୁରା ରେଳବାଇ କଲୋନୀର ଜଣେ କର୍ମଚାରୀଙ୍କ କ୍ବାଟରରୁ ଉଦ୍ଧାର ହେଲା ଶିଶୁକନ୍ୟା। ସଂନ୍ଧ୍ୟାରେ ସିଡବ୍ଲ୍ୟୁସି ନିକଟରେ ହାଜର କରାଗଲା, ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପଙ୍କୁ ଭାରତର ଜବାବ, ମଧ୍ୟସ୍ଥି ହେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ବୁଧବାର ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ | ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବ ଉପରେ ଭାରତ ଏବେ ପ୍ରତିକ୍ରିୟା ରଖିଛି। କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ପଇଡ଼ ପାଣି ଓ ଘୋଳଦହି ପିଇଲେ ବିଜୟ ମହାନ୍ତି, ସୂଚନା ଦେଲେ ଶ୍ରୀତମ ଦାସ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସଂପର୍କରେ ଏକ ସଦ୍ୟ ସୂଚନା ମିଳିଛି । ତାହ ଅନୁଯାୟୀ ଏବେ ବିଜୟ ମହାନ୍ତିଙ୍କୁ ଭେଣ୍ଟିଲେଟରୁ କଢ଼ାଯାଇ ଆଇସିୟୁରେ ରଖାଯାଇଛି । ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ତଥା ଲୋକପ୍ରିୟ ଅଭିନେତା-ନିର୍ଦେଶକ ଶ୍ରୀତମ ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ଏତିକି ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଲ୍ଲୀରେ ପହଞ୍ଚିବା ଲାଗି ବାପା ଝିଅ ପାଇଁ ବୁକ୍‌ କଲେ ୧୮୦ଟି ସିଟ୍‌ ଥିବା ବିମାନ

ଭୋପାଳ: ପ୍ରବାସୀ ଶ୍ରମିକମାନେ ନିଜ ଗୃହ ରାଜ୍ୟକୁ ଫେରିବା ପାଇଁ କୌଣସି ସାଧାନ ପାଉ ନ ଥବାରୁ ଶହଶହ କିିଲୋମିଟର ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଜଣେ ମଦ ବ୍ୟବସାୟୀ ଚାରିଜଣ ଲୋକଙ୍କ ଯାତ୍ରା ପାଇଁ ବୁଧବାର ୧୮୦ଟି ସିଟ୍‌ ଥିବା ଏୟାରବସ୍‌ ଏ-୩୨୦…
ଅଧିକ ଖବର ଦେଖନ୍ତୁ...

ମେ ୩୧ରେ ମୁକ୍ତିଲାଭ କରିବ ଲକଡାଉନ ଉପରେ ଦେଶର ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଉଠେଙ୍ଗ ହମ’

ମୁମ୍ବାଇ : ଗତ ମାର୍ଚ୍ଚ ୨୫ରୁ ସମଗ୍ର ଦେଶରେ ଲକଡାଉନ ଘୋଷିତ ହୋଇଛି । ଦେଶବାସୀଙ୍କ ପାଇଁ ଏପରି ଅନୁଭୂତି ଥିଲା ଅଭୁତପୂର୍ବ । ଏକ ଅଦୃଶ୍ୟ ଶକ୍ତି ବିରୁଦ୍ଧରେ ଭାରତର ୧୩୦ କୋଟି ଜନତା ଲଢୁଛନ୍ତି । ଏହି ଲଢେଇର ଆଗଧାଡ଼ିରେ ରହିଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ସଫାଇକର୍ମଚାରୀ ଆଦି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ। ଆର୍ଥିକ ଲାଭର ଭଲ ସୁଯୋଗ ମିଳିବ। ସ˚ପର୍କିୟଙ୍କ ସହିତ ମିଶିବାର ଯୋଗ ରହିଛି। ବୃଷ: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ମିଥୁନ: ମହତ୍ତ୍ବପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ତିନି ଶିଶୁଙ୍କୁ ଛାଡି ମା’ର ଆତ୍ମହତ୍ୟା ତିନି ଦିନ ପୂର୍ବରୁ ହୋଇଥିଲା ସ୍ୱାମୀ ସହ କଳି

ରାଉରକେଲା: ସ୍ୱାମୀ-ସ୍ତ୍ରୀଙ୍କ କଳି ଆଗରେ ତିନିଟି ଛୁଆର ଭବିଷ୍ୟତ ଅର୍ଥହୀନ ହୋଇଯାଇଛି । ସ୍ୱାମୀଙ୍କ ସହିତ ପାରିବାରିକ କଳହ ଯୋଗୁଁ ଜଣେ ତିନିଟି ପିଲାର ମା’ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମା’ର ଆତ୍ମହତ୍ୟା ପରେ…
ଅଧିକ ଖବର ଦେଖନ୍ତୁ...

ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ

ବାରିପଦା: ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ସ୍ଥାନୀୟ ଗୁରୁଦ୍ବାର ନିକଟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଟ୍ରକ୍, ବସରେ ନାହିଁନଥିବା ହଇରାଣ ହୋଇ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ସହାୟତା ଯୋଗାଇ…
ଅଧିକ ଖବର ଦେଖନ୍ତୁ...