Daily Archives

May 29, 2020

ବାଲି ମାଫିଆ ପୁଣି ସକ୍ରିୟ: ଲିଜ୍‌ ବାହାରେ ଖୋଳି ନେଉଛନ୍ତି କୋଟି କୋଟି

ଝାରସୁଗୁଡ଼ା: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍ କରାଯାଇଥିଲା। ଏଥି ପାଇଁ ବ୍ୟବସାୟୀକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ, ଦୋକାନ, ବଜାର ଆଦି ବନ୍ଦ ରହିଥିଲା। ଯାହାର ସିଧାସଳଖ ପ୍ରଭାବ ଦେଶ ତଥା ରାଜ୍ୟର ଅର୍ଥନୀତି ଉପରେ ପଡ଼ିଛି । ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୧୦ହଜାର ପୂଜକଙ୍କୁ ସହାୟତା ଦେବ ସୋଏମଆଇ ସଂଗଠନ, ବାରିପଦାରୁ ହେଲା ଶୁଭାରମ୍ଭ

ବାରିପଦା: କରୋନାଜନିତ ଲକ୍‌ଡାଉନ୍‌ କାରଣରୁ ସମାଜର ବିଭିନ୍ନ ବର୍ଗ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂଜକ ଗୋଷ୍ଠୀ। ମଠ ମନ୍ଦିରରେ ପୂଜାର୍ଚ୍ଚନା କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ପୂଜକମାନେ ଅଗତ୍ୟା ଅନ୍ୟ କୌଣସି ବେଉସା କରିପାରିବେ ନାହିଁ। ତେଣୁ ଏହି ଲକ୍‌ଡାଉନ୍‌…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଦୀପିକାଙ୍କ ଶାଢ଼ି ବିଜ୍ଞାପନର ପୁରୁଣା ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଅନେକ ବଛା ବଛା ନାୟିକାଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଅନ୍ୟତମ। ବଲିଉଡ୍‌ରେ ଲୋକପ୍ରିୟ ସାଜିବା ପରେ ଦୀପିକା ଶାଢ଼ି, ଅଳଙ୍କାର ଆଦି ବିଭିନ୍ନ ବିଜ୍ଞାପନରେ ନଜର ଆସିଛନ୍ତି। ନିକଟରେ ଦୀପିକାଙ୍କର ଦୁଇଟି ବିଜ୍ଞାପନର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ତାହା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଟିକ୍ ଟକ୍ ଉପରେ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ

କଟକ: ‘ଟିକ୍ ଟକ୍’କୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ କରାଯିବା ଉଚିତ। ଅନେକ ସମୟରେ ସଂସ୍କୃତି ଅପକ୍ଷୟର ସୂଚକ ହେଉଥିବା ତଥା ଯୌନଚିତ୍ର ପ୍ରସାରଣ ବୃଦ୍ଧି କରୁଥିବା ‘ଟିକ୍ ଟକ୍’ ମୋବାଇଲ ଆପ୍‌ର କିଶୋରଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବାରୁ ରୋକିବା ପାଇଁ ଯଥାର୍ଥ ଭାବେ ଏହାକୁ ନିୟନ୍ତ୍ରିତ…
ଅଧିକ ଖବର ଦେଖନ୍ତୁ...

ମଲାଇକାଙ୍କ ଯୁବା ତ୍ବଚାର ରହସ୍ୟ ଜାଣନ୍ତୁ, ଦୈନିକ ସକାଳୁ କରିଥାନ୍ତି ଏହି କାମ

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଅରୋରାଙ୍କ ଫିଟ୍‌ନେସ୍ ଯେକେହିଙ୍କୁ ବି ଚକିତ କରାଇପାରେ। ସବୁବେଳେ ଯୁବା ଯୁବା ଦିଶୁଥିବା ଏହି ଅଭିନେତ୍ରୀ କିପରି ନିଜ ବୟସର ଛାପକୁ ଚେହେରାରେ ଆଣିବାକୁ ଦିଅନ୍ତି ନାହିଁ ତାହା ଜାଣିବାକୁ ଇଚ୍ଛା ସଭିଙ୍କ ପାଖ‌ରେ ଥାଏ। ମାତ୍ର ଜାଣିରଖନ୍ତୁ ଯେ ମଲାଇକାଙ୍କ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି ବ୍ଲକ ଅଧ୍ୟକ୍ଷାଙ୍କୁ ମାରଣାତ୍ମକ ଆକ୍ରମଣ, ଗହଣା ଲୁଟ ଅଭିଯୋଗ, ଥାନାରେ ୩ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଧ୍ୟକ୍ଷା ଜାନକି ସିଂ ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଜାମୁଡିହା ପଂଚାୟତ ଅନ୍ତର୍ଗତ ବାଘମରା ଗାଁ ମୁଣ୍ଡ ଫୁଟବଲ ପଡିଆରେ ୧୦/୧୫ ଯୁବକ ତାଙ୍କୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ ବନାମ ମିତ୍ରୋଁ: ଜାଣନ୍ତୁ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ଆପ୍‌ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଟିକ୍‌ଟକ୍‌ ଆପ୍‌ର ଜଣେ ଫ୍ୟାନ୍‌ ହୋଇଥିବେ ତେବେ ମିତ୍ରୋଁ ଆପ୍‌କୁ ବି ଅଳ୍ପବହୁତ ଜାଣିଥିବେ। କାରଣ ଏହି ଆପ୍‌ର ଟିକ୍‌ଟକ୍‌ ସହ ଅନେକ ସାମଞ୍ଜସ୍ୟ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଟିକ୍‌ଟକ୍‌ର ପ୍ରତିଦ୍ବନ୍ଦ୍ବୀ ଏହି ଆପ୍‌ଟି ଗତ ଏକ ମାସ ମଧ୍ୟରେ ୫୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷୀୟା ବାଳିକାର କଣ୍ଠସ୍ବରରେ ମୁଗ୍ଧ ହେଲେ ଏ ଆର୍‌‌ ରହମାନ୍‌, ଟ୍ବିଟ୍‌ରରେ ସେୟାର୍‌ କଲେ ଭିଡିଓ

ମୁମ୍ବାଇ: ଜଣେ ୧୦ ବର୍ଷୀୟା ବାଳିକାର କଣ୍ଠସ୍ବରରେ ମୁଗ୍ଧ ହୋଇଛନ୍ତି ସଂଗୀତ ନିର୍ଦ୍ଦେଶକ ଏ ଆର୍‌ ‌ରହମାନ୍‌। ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଗୀତ ଗାଉଥିବା ଏହି ବାଳିକାରଟିର ପ୍ରଶଂସା କରି ଟ୍ବିଟ୍‌ କରିଛନ୍ତି ରହମାନ। ବାଳିକା ଜଣକ ହେଉଛନ୍ତି ସୁପର୍ଣ୍ଣିକା ନାୟର। ୧୦ ବର୍ଷୀୟା ନାୟର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୫୪

ରାଉରକେଲା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି। ସମାନ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ପ୍ରଥମଥର ପାଇଁ ଗୋଟିଏ ଦିନରେ ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...