Daily Archives

May 29, 2020

ମାଗଣା ଟ୍ରେନ ସତ୍ତ୍ୱେ ଟିକେଟ ଦଲାଲି: ସୁରତରେ ୨୫୦ ପ୍ରବାସୀ ଶୋଷଣର ଶିକାର, ପୁଲିସକୁ ବୁଝାଇ ଟ୍ରେନରେ ଆସିଲେ

ବ୍ରହ୍ମପୁର: ଲକ୍‌ଡାଉନ୍‌ କଟକଣା କୋହଳ ପରେ ସୁରତରୁ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଫେରୁଛନ୍ତି। ଟ୍ରେନ୍‌ ଟିକେଟକୁ‌ ନେଇ ଜୁଲମ୍‌ର ଶିକାର ହେବା ପରେ ସୁରତର ପ୍ରବାସୀ ଓଡ଼ିଆଙ୍କ ଲାଗି ଓଡ଼ିଶା ସରକାର ମାଗଣା ଟିକେଟ ବ୍ୟବସ୍ଥା କରିଛନ୍ତି। ଏସବୁ ସତ୍ତ୍ୱେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ରେ ଯେଉଁଠି ଥିଲେ ବି ଗାଆନ୍ତୁ ‘ବନ୍ଦେ ଉତ୍କଳ ଜନନୀ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ଯେଉଁଠି ଥିଲେବି ‘ବନ୍ଦେ ଉତ୍କଳ ଜନନୀ’ ଗାଆନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ୱାନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଓ ଅନ୍ୟ ଦେଶରେ ଥିଲେ ବି ଓଡ଼ିଆମାନେ ଏହି ଗୀତ ଗାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଫେସ୍‌ ମାସ୍କ ପିନ୍ଧିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ କି? ଜାଣନ୍ତୁ ସତ କ’ଣ?

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ଫେସ୍‌ ମାସ୍କ ପିନ୍ଧିବା ଏବେ ସଭିଙ୍କ ପାଇଁ ଯେପରି ବାଧ୍ୟତାମୂଳକ ହୋଇଯାଇଛି। କେହି କେହି ମାସ୍କ ପିନ୍ଧିବାକୁ ଅତି ଗମ୍ଭୀରତାର ସହ ନେଉଥିବା ବେଳେ ଆଉ କେହି ସେପରି ଗ୍ରହଣ କରୁନାହାନ୍ତି। ତେବେ, ପ୍ରଶ୍ନ ଉଠୁଛି କି ବାସ୍ତବରେ ମାସ୍କ…
ଅଧିକ ଖବର ଦେଖନ୍ତୁ...

ସୋନୁ ସୁଦ୍‌ଙ୍କ ପଥରେ ସ୍ବରା ଭାସ୍କର, ଶ୍ରମିକଙ୍କ ପାଇଁ କିଛି ନ କରିପାରିଲେ ଲାଜ ଲାଗୁଛି କହି ବଢ଼ାଇଲେ ସହାୟତାର ହାତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପଥ ଅନୁସରଣ କରିଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ସୋନୁଙ୍କ ପରି ସ୍ବରା ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇବା ଅଭିଯାନରେ ନିଜକୁ ସାମିଲ୍‌ କରିବାର ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି କି ପ୍ରବାସୀ ଶ୍ରମିକମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଯୌତୁକ ପାଇଁ ବୋହୁକୁ ମାରିଦେଲେ!

ପାଟପୁର: ଗଂଜାମ ଜିଲ୍ଲାର ପାଟପୁର ଥାନା ଅଧୀନ ଟି.ଗୋବିନ୍ଦପୁର ପଞ୍ଚାୟତ ବତାଗଡ଼ରେ ଯୌତୁକଜନତ ବଧୂହତ୍ୟା ଅଭିଯୋଗ ହୋଇଛି। ଏନେଇ  ମୃତକଙ୍କ ବାପା  ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସ୍ବାମୀ ଓ ଶ୍ବଶୂରଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ପ୍ରକାରେ ୪ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣା ସଦର ଥାନା ଡ଼କାୟତି ମାମଲା: ୪ ଡ଼କାୟତ ଗିରଫ, ଜଣେ ଜୁଭେନାଇଲ କୋର୍ଟରେ ହାଜର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପକ୍ଷରୁ ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରାଯାଇଛି । ଏହି ଗ୍ୟାଙ୍ଗରେ ୫ ଜଣ ଥିବା ବେଳେ ୪ ଜଣ ଗିରଫ ହୋଇଥିବା ବେଳେ ଆଉ ଜଣେ ନାବାଳକ ଥିବା ଯୋଗୁଁ ତାଙ୍କୁ ଜୁଭେନ୍ନାଇଲ କୋର୍ଟରେ ହାଜର କରାଯାଇଛି । ସେମାନଙ୍କ ଠାରୁ ବିଭିନ୍ନ ଚୋରି…
ଅଧିକ ଖବର ଦେଖନ୍ତୁ...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯିବ, ଟିଭି ଚାନେଲ୍ ଓ…

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । କରୋନା ଭାଇରସ ପାଇଁ ଏଥର କିନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଗହଳି ହେବପାରିବ ନାହିଁ । ଏ ନେଇ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ଫଳରେ ଭକ୍ତମାନେ ଶ୍ରୀଜିଉଙ୍କୁ ସ୍ନାନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ, ହରିୟାଣା ଓ ପଂଜାବରେ ୪.୬ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାତି ୯ଟା ୮ ମିନିଟରେ ଏହି ଭୂମିକମ୍ପ ଦିଲ୍ଲୀ, ନୋଇଡା, ହରିୟାଣା, ପଞ୍ଜାବରେ ଭୂକମ୍ପ ଅନୁଭୂତ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରୁ ପୁଣି ୧୨ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୨୬

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି ପୁଣି ୧୨ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ନିକଟରେ ମୁମ୍ବାଇରେ ଫେରିଥିଲେ । ସେହିପରି ଅନ୍ୟ ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଆଇଏଏସ୍ ଅଧିକାରୀ ମୀରା ମହାନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ନିଯୁକ୍ତ

ନୂଆଦିଲ୍ଲୀ: ୨୦୨୧ ମେ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନର ରହିଥିବା ୨୦୦୫ର  ହିମାଚଳପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ମୀରା ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି | ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମୀରା ମହାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...