Monthly Archives

June 2020

ଭାରତରୁ ଟିକ୍‌ଟକ୍‌ ବ୍ୟାନ ହେବା ପରେ ସେଲିବ୍ରିଟିମାନେ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରୁ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ବ୍ୟାନ ହେବା ପରେ ଭିନ୍ନ ମହଲରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଟିକ୍‌ଟକ୍‌ ବ୍ୟାନ୍‌କୁ ସମର୍ଥନ କରୁଥିବା ବେଳେ ଆଉ କେହି ନାପସନ୍ଦ କରିଛନ୍ତି। ବିଶେଷ କରି ଟିକ୍‌ଟକ୍‌ ବ୍ୟବହାରକାରୀମାନେ ଏହି ଆପ୍‌କୁ ବ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲରେ ପୁଲିସ ଗାଡ଼ି ଭଙ୍ଗାରୁଜା, ଫାଣ୍ଡି ଅଧିକାରୀଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଜଗତସିଂହପୁର : କୋଭିଡ୍ ଆଇନକୁ ନ ମାନି ସମୂହ ନମାଜ ପାଠ କରାଯାଉଥିବା ସମୟରେ ପୁଲିସ ହସ୍ତକ୍ଷେପ କରିବାରୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀଙ୍କ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସ୍ଥାନୀୟ ଆଖୁନ୍ ମହଲା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ତଦନ୍ତ ପାଇଁ ଟ୍ବିଟର୍‌ ଇଣ୍ଡିଆକୁ ତାଙ୍କ ଆକାଉଣ୍ଟ୍‌ ସଂପର୍କିତ ତଥ୍ୟ ମାଗିଲା ପୁଲିସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ କରିି ପୁଲିସ୍‌ ଟ୍ବିଟର୍‌ ଇଣ୍ଡିଆକୁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ସଂପର୍କିତ ସମସ୍ତ ତଥ୍ୟ ମାଗିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରି ଟ୍ବିଟର୍‌ ଇଣ୍ଡିଆକୁ ଏକ ପତ୍ର ଜରିଆରେ ସୁଶାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ରେଡ଼ିଓ ଚକଲେଟର ‘ରଜ ରାଜକୁମାରୀ’ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ଭୁବନେଶ୍ୱର: ରେଡ଼ିଓ ଚକଲେଟ ୧୦୪ ଏଫଏମ ଧୁମ ମିଠା ପକ୍ଷରୁ ଆୟୋଜିତ ରଜ ରାଜକୁମାରୀ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ଦେଇ ସମ୍ମାନିତ କରାଯାଇଛି | ଜୁନ ୧୦ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ  ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ | ପ୍ରତିଯୋଗିତାର…
ଅଧିକ ଖବର ଦେଖନ୍ତୁ...

ଭାରତକୁ ବିରୋଧ କରିଥିବା ନେପାଳ ସରକାରରେ ତୀବ୍ର କ୍ଷମତା କନ୍ଦଳ

କାଠମାଣ୍ଡୁ: ଭାରତ ସହିତ ସୀମା ବିବାଦ ଏବଂ ସଂସଦରେ ଏକ ନୂତନ ମାନଚିତ୍ର ପାରିତ ହେବା ପରେ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟିରେ ପାରସ୍ପରିକ କଳହ ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ଦଳର ଉପ-ସଭାପତି ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମୁହାଁମୁହିଁ…
ଅଧିକ ଖବର ଦେଖନ୍ତୁ...

ଆଲିଆ ଭଟ୍ଟଙ୍କ ସହ ଏହି ସବୁ ଅଭିନେତ୍ରୀଙ୍କର ନାହିଁ ଭାରତୀୟ ନାଗରିକତା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାବେ ଏମାନେ ଖୁବ ପରିଚିତ | ଏମାନଙ୍କ ଅଭିନୀତ ଫିଲ୍ମ ଭାରତରେ ଖୁବ ଭଲ ବ୍ୟବସାୟ କରେ, କିନ୍ତୁ ଏମାନଙ୍କ ପାଖରେ ନାହିଁ ଭାରତୀୟ ନାଗରିକତା | ଆଜି ଆମେ ବଲିଉଡର ଏହି ସବୁ ଅଭିନେତ୍ରୀଙ୍କ ବାବଦରେ କହିବୁ ଯେଉଁମାନେ ଆମ ଦେଶର ନୁହେଁ ବରଂ ଅନ୍ୟ ଦେଶର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ଜୁଲାଇ ୧୦ ଯାଏ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ମନା

ବ୍ରହ୍ମପୁର : ଜୁଲାଇ ମାସରେ କରୋନା ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ କଟକଣା ଜାରି କରିଛି। ଜୁଲାଇ ୧୦ ତାରିଖ ଯାଏ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ବାରଣ କରାଯାଇଛି। ସେହିପରି ଶନିବାର ଓ ରବିବାର ସଟଡାଉନ୍ ବଳବତ୍ତର ରଖାଯାଇଛି ।   ଆସନ୍ତାକାଲି ଠାରୁ…
ଅଧିକ ଖବର ଦେଖନ୍ତୁ...

ହ୍ୟୁଣ୍ଡାଇ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ ବସ

ସିଓଲ: କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ଏହାର ପ୍ରଥମ ଇଲେକ୍ଟ୍ରିକ ମିନି ବସ୍ ଲଞ୍ଚ କରିଛି। କମ୍ପାନୀ ଏହି ବସର ନାମ 'କଣ୍ଟ୍ରି ଇଲେକ୍ଟ୍ରିକ୍' ରଖିଛି। ଡିଜେଲ ବସ୍ ଅପେକ୍ଷା ହ୍ୟୁଣ୍ଡାଇର ଏହି ମିନିବସ୍ ଅଧିକ ଅର୍ଥନୈତିକ ଏବଂ ଇକୋ-ଫ୍ରେଣ୍ଡଲି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ଅନଲାଇନ ଠକେଇର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ବୀମା, ମିଳିବ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏଁ…

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟାର ଦୁନିଆରେ ଆଜିକାଲି ଅନଲାଇନ ଠକେଇର ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଅସାବଧାନତା ଯୋଗୁଁ ଚୁଟକିରେ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକମାନେ ଲୁଟିନେଉଛନ୍ତି | ଯାହାକୁ ନେଇ ସାଇବର ଥାନାରେ ଅନେକ ଅଭିଯୋଗ ମଧ୍ୟ ହେଉଛି | ତେବେ ଅନଲାଇନ ଠକେଇର ଶିକାର ହେଉଥିବା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଟକ୍କର ଦେଲେ ମମତା, ୨୦୨୧ ଯାଏଁ ଦେବେ ମାଗଣା ରାସନ

ନୂଆଦିଲ୍ଲୀ/କୋଲକାତା: ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରି ଅନଲକ-୨ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି | ମୋଦୀ କହିଥିଲେ ଯେ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...