Daily Archives

June 1, 2020

କୃଷି ଲାଗି ବ୍ୟାଙ୍କରୁ ନିଆଯାଇଥିବା ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ରିହାତି…
ଅଧିକ ଖବର ଦେଖନ୍ତୁ...

ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର: କମିଲା ସୁନା ଦର

ମୁମ୍ବାଇ: ପଞ୍ଚମ ଥରର ଲକ୍‌ଡାଉନ୍‌ରେ ଅନେକ କିଛି କୋହଳ ହୋଇଥିବା ବେଳେ ସୁନା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ସୁନା ଦରରେ ୦.୨୧ ପ୍ରତିଶତ ହାସ୍ର ଘଟି ଦର ଏବେ ୧୦ ଗ୍ରାମ୍‌ ପିଛା ୪୭୦୦୭ ଟଙ୍କାରେ ପହଞ୍ଚିଛି। ମାତ୍ର ରୁପା ଦର ବୃଦ୍ଧି ପାଇଥିବା ସୂଚନା ରହିଛି। ରୌପ୍ୟ ଦର ୦.୬ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ପରିବହନ କର୍ମଚାରୀ ସଂଘର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲା ପରିବହନ କର୍ମଚାରୀ ସଂଘ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ପରିବହନ କର୍ମଚାରୀଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କା କ୍ଷତି…
ଅଧିକ ଖବର ଦେଖନ୍ତୁ...

ମୋ ସ୍ବାମୀଙ୍କୁ ତାଙ୍କ ଘରକୁ କିମ୍ବା ମୋତେ ଆମ ଘରକୁ ପଠାଇ ଦିଅ ବୋଲି ଟ୍ବିଟ୍‌ କଲେ ମହିଳା, ଏପରି ଉତ୍ତର ରଖିଲେ…

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ଘରକୁ ଫେରିବାକୁ ଚାତକ ପରି ଅନେଇ ବସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜର ଗସ୍ତବ୍ୟ ସ୍ଥଳକୁ ପଠାଇବାର ବନ୍ଦୋବସ୍ତ କରି ମାନବରୁ ଦେବଦୂତ ସାଜିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ସୋନୁ ତାଙ୍କର ଏହି ଗୁଣ ପାଇଁ ଏବେ ଘରେ ଘରେ ପରିଚିତ। ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ମଦ ନ ମିଳିବାରୁ ସାନିଟାଇଜର୍‌ ପିଇ ଦେଲେ ମାଆ ପୁଅ, ଦୁହେଁ ମୃତ

‌ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୨୪ ବର୍ଷିଅ ଯୁବକ ଓ ତାଙ୍କ ୫୨ ବର୍ଷୀୟା ବୃଦ୍ଧା ମାଆ ସାନିଟାଇଜର୍‌ ପିଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ସେ ଦୁହେଁ ଯାକ ମଦ୍ୟପ। ସେମାନେ ମଦ ନପାଇବାରୁ ସାନିଟାଇଜର୍‌ ପିଇ ଦେଇଥିଲେ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ୱାଜିଦ୍‌: ଏହା ଥିଲା ୱାଜିଦ୍‌ଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ସଂଗୀତକାର ୱାଜିଦ୍ ଖାନଙ୍କର ପରଲୋକରେ ସାରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକଙ୍କ ପ୍ରିୟ ସଂଗୀତ ନିର୍ଦ୍ଦେଶକ ପାଲଟି ପାରିଥିବା ୱାଜିଦ୍‌ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଆପଣଙ୍କର ଜାଣିବାର ଆଗ୍ରହ ନିଶ୍ଚୟ ଥିବ ଯେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସ୍ନାନଯାତ୍ରାକୁ ନିମନ୍ତ୍ରଣ କଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ,୧/୬(ଇମିସ): ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ସହ ନୀତି ସଂପୃକ୍ତ ସେବାୟତ ଆଜି ସଂଧ୍ୟାରେ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି। ସ୍ନାନଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହ ଏ…
ଅଧିକ ଖବର ଦେଖନ୍ତୁ...

ଚୋରି କରି ନେଇ ବାଇକ୍‌କୁ ୧୫ ଦିନ ଚଳାଇ ପୁଣି କୋରିୟର କରି ମାଲିକ ନିକଟକୁ ପଠାଇ ଦେଲା ଚୋର

ଚେନ୍ନାଇ: ପୂର୍ବରୁ ବି ଅନେକ ଥର ଏପରି ଘଟଣାମାନ ଘଟିଛି। ତାମିଲ୍‌ନାଡୁର କୋଏମ୍ବାଟୋର୍‌ସ୍ଥିତ ପଲାପଲାୟମଠାରେ ଘଟିଛି ଏକ ମଜାଦାର୍‌ ଘଟଣା। ଜଣେ ଚୋର ଏକ ବାଇକ୍‌ ଚୋରାଇ ନେଇ ତାହାକୁ ୧୫ ଦିନ ବ୍ୟବହାର କରି ପୁଣି ଥରେ କୋରିୟର୍‌ ଜରିଆରେ ବାଇକ୍‌ ମାଲିକଙ୍କୁ ଫେରାଇ ଦେଇଥିବା ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ଅମ୍ଫାନ କ୍ଷୟକ୍ଷତି ଆକଳନ

ବାଲେଶ୍ବର: ସାମୁଦ୍ରିକ ମହାବାତ୍ୟା ଅମ୍ଫାନରେ ବାଲେଶ୍ବର ଜିଲ୍ଲାର କ୍ଷୟକ୍ଷତିକୁ ନେଇ ରିପୋର୍ଟ ଆସିଛି। ବର୍ଷା ପବନରେ ଜିଲ୍ଲାର ୧୨ ବ୍ଲକ ଏବଂ ୪ ସହରାଞ୍ଚଳର ପ୍ରଭାବିତ ହୋଇଥିବାବେଳେ ୪କୋଟି ୩ଲକ୍ଷ ୨୦, ୭୧୦ଟଙ୍କାର କୃଷିକ୍ଷେତ୍ର, ୮୩ହଜାର ଟଙ୍କାର ପଶୁସମ୍ପଦ, ୬୯ଲକ୍ଷ ୬୭ ହଜାର ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଟାଟା ପାୱାର ହାତକୁ ଗଲା ସେସୁର ପରିଚାଳନା , ସେସୁର ସବୁ କର୍ମଚାରୀଙ୍କୁ ନିଯୁକ୍ତି ଦେବ

ଭୁବନେଶ୍ୱର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ୫ଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ  ନିୟାମକ ଆୟୋଗ (ଓଇଆରସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିବା ବେଳେ…
ଅଧିକ ଖବର ଦେଖନ୍ତୁ...