Daily Archives

June 1, 2020

ଆରମ୍ଭ ହେଲାନି ସ୍ବାବ ଟେଷ୍ଟିଂ, ଅଧାରେ ଅଟକିଛି ଭେଣ୍ଟିଲେଟର୍ କାମ

ରାୟଗଡ଼ା: ଆରମ୍ଭ ହୋଇପାରୁନି ସ୍ବାବ ଟେଷ୍ଟିଂ। ଅଧାରେ ଅଟକିଛି ଆଇସିୟୁ, ଭେଣ୍ଟିଲେଟର୍ କାମ। ନିର୍ଧାରିତ ସମୟ ସୀମା ଭିତରେ ଉଭୟ କାମ ସରିନଥିବାରୁ ଗ୍ରୀନ ଜୋନ୍ ରାୟଗଡ଼ା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜିଲ୍ଲାକୁ ପ୍ରତିଦିନ ପ୍ରବାସୀଙ୍କ ସୁଅ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ଗବେଷକ

ମୁମ୍ବାଇ: ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ଗବେଷକ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି। ଆଇସିଏମ୍‌ଆର୍‌ର ଏହି ବରିଷ୍ଠ ଗବେଷକ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ପୂରା ବିଲ୍ଡିଂକୁ ବିଶୋଧନ କରାଯବ ଓ ୨ ଦିନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ମୁସ୍‌ଲମାନ ଯୁବକଙ୍କୁ ଯୋଗାଇଛି ପେଟ ପୋଷିବାର ପନ୍ଥା

କରାଚି: ପାକିସ୍ତାନରେ ଥିବା ଏକ ମନ୍ଦିର ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ହିନ୍ଦୁମାନଙ୍କର ଏହି ମନ୍ଦିରଟି ‌ହେତୁ ଅନେକ ମୁସ୍‌ଲମାନ ଯୁବକ ନିଜର ପେଟ ପୋଷିବାର ପନ୍ଥା ପାଇ ଯାଇଛନ୍ତି। ମନ୍ଦିରଟି ୨୦୦ ବର୍ଷ ତଳର ପୁରୁଣା। କରାଚି ପୋର୍ଟ ନିକଟରେ ଥିବା ଜେଟି ବ୍ରିଜ୍‌ରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ଚାକିରିର ଶେଷ ଦିନରେ କାର୍ଯ୍ୟାଳୟର ଚଟାଣରେ ଶୋଇଲେ ଏହି ଅଧିକାରୀ

ମୁମ୍ବାଇ: କେରଳର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଚାକିରି ଜୀବନ ଶେଷ ହୋଇଥିଲା। ସେ ତାଙ୍କ ଚାକିରି ଜୀବନର ଶେଷ ଦିନରେ ଘରକୁ ନ ଯାଇ ନିଜ କାର୍ଯ୍ୟାଳୟରେ ବିତାଇବାକୁ ସ୍ଥିର କରିଥିଲେ। ତେଣୁ ସେ କାର୍ଯ୍ୟାଳୟ ଭିତରେ ଚଟାଣରେ ଚାଦର ବିଛାଇ ଶୋଇଥିଲେ, ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ମାଡ଼ି ଆସୁଛି  ସାମୁଦ୍ରିକ ବାତ୍ୟା ନିସର୍ଗ, ଗୁଜୁରାଟ, ମହାରାଷ୍ଟ୍ରରେ ଏନଡିଆରଏଫ ମୁତୟନ

ଗାନ୍ଧିନଗର : ଗୁଜୁରାଟ ଉପକୂଳ ଆଡ଼କୁ ମାଡ଼ିଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମହାରାଷ୍ଟ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆରବ ସାଗରରେ ସ୍‌ଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବାର…
ଅଧିକ ଖବର ଦେଖନ୍ତୁ...

ବିବାହ, ଅନ୍ତେଷ୍ଟି କ୍ରିୟା ଏବଂ ଜନ ସମାବେଶ ପାଇଁ ନିୟମ କଡାକଡି କଲେ ରାଜ୍ୟ ସରକାର, ନମାନିଲେ ହେବ କଡ଼ା…

ଭୁବନେଶ୍ୱର: ମେ ୩୦ତାରିଖରେ କେନ୍ଦ୍ର ସରକାର ଲକଡାଉନ ୫.୦ ପାଇଁ ବିଭିନ୍ନ ନିର୍ଦେଶାବଳୀ ଜାରି କରିବା ସହ ଲକଡାଉନ ଅବଧିକୁ ଜୁନ ୩୦ପର୍ଯ୍ୟନ୍ତ ବଢ଼ାଇଥିଲେ | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ ୫.୦ ନିର୍ଦେଶାବଳୀ କରିଛନ୍ତି | କେନ୍ଦ୍ର ସରକାର କିଛି ନିୟମକୁ କୋହଳ କରିଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଘରକୁ ଯିବା ଜିଦରେ ଉପାସରେ ଅଛନ୍ତି ୪୨ ପ୍ରବାସୀ

ନବରଙ୍ଗପୁର : ଘରକୁ ଯିବା ଜିଦ୍ ରେ ବଡମସିଗାଁ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୪୨ ଜଣ ପ୍ରବାସୀ ଖାଦ୍ୟ ନଖାଇ ଉପାସରେ ରହିଛନ୍ତି। ଏହି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୫ ଜଣ ପ୍ରବାସୀ ରହୁଛନ୍ତି। ସେଥିମଧ୍ୟରୁ ୪୨ ଜଣ ପ୍ରବାସୀ ଙ୍କ ୧୪ ଦିନ ପୂରଣ…
ଅଧିକ ଖବର ଦେଖନ୍ତୁ...

ସଞ୍ଚୟ କରିଥିବା ୪୮,୦୦୦ଟଙ୍କାରେ ୩ଜଣ ପ୍ରବାସୀଙ୍କୁ ବିମାନରେ ଘରକୁ ପଠାଇଲେ ୧୨ବର୍ଷୀୟା ନିହାରିକା

ରାଞ୍ଚି: କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି ପ୍ରବାସୀଙ୍କ ଦୁଃଖ | ଗାଡି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଚାଲି ଚାଲି ଆସିବା ଏବଂ ଆସିବା ବାଟରେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେବାର ଅନେକ ଚିତ୍ର ସାମ୍ନାକୁ ଆସିଛି | ତେବେ ଉତ୍ତରପ୍ରଦେଶର ନୋଏଡାରେ…
ଅଧିକ ଖବର ଦେଖନ୍ତୁ...

ଭିଏଲଡବ୍ଲୁ ସ୍ମିତାରାଣୀ ଆତ୍ମହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ମିଳିଲା ଜାମିନ

କଟକ: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି | ଜଷ୍ଟିସ ବିଭୂପ୍ରସାଦ ରାଉତରାୟ…
ଅଧିକ ଖବର ଦେଖନ୍ତୁ...

କମ୍ପାନି ଭିତରକୁ ଯିବା ପାଇଁ ବାଇକ୍‌କୁ ସାନିଟାଇଜ କରୁଥିବା ବେଳେ ଲାଗିଲା ନିଆଁ, ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ହ୍ରାସ କରିବା ପାଇଁ ପ୍ରଶାସନ ଓ ଡାକ୍ତର ସର୍ବଦା ଜନସାଧାରଣଙ୍କୁ ପରିସ୍କାର ଓ ପରିଚ୍ଛନ୍ନ ରହିବା ସହିତ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। କେବଳ ଏତିକି ନୁହେଁ, ବାରମ୍ବାର ହାତ ଧୋଇବା ସହିତ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବାକୁ…
ଅଧିକ ଖବର ଦେଖନ୍ତୁ...