Daily Archives

June 2, 2020

ଝିଣ୍ଟିକା ପ୍ରଜାତିର ପ୍ରାଣୀକୁ ନେଇ ମୟୂରଭଞ୍ଜରେ ପଙ୍ଗପାଳ ଆସିବା ଚର୍ଚ୍ଚା: ଖାଇଗଲେ ଅରଖ ଗଛ, ଉଡ଼ିଗଲା ପରେ ସଫା…

ବାରିପଦା: ମୟୂରଭଞ୍ଜଜିଲ୍ଲା ସଦରମହକୁମା ବାରିପଦାରୁ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରେ ଦେଉଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଚାଖାଳି ବନ୍ଧ ନିକଟରେ କିଛି ଝିଣ୍ଟିକା ଭଳି ଦିଶୁଥିବା ପ୍ରାଣୀଙ୍କୁ ନେଇ ଜିଲ୍ଲାକୁ ପଙ୍ଗପାଳ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶାଗୁଆ, ଧୂସର ଭଳି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲାକୁ ଫେରିଲେଣି ୧ଲକ୍ଷ ୩୬ହଜାର ପ୍ରବାସୀ: ଘରୋଇ ସଙ୍ଗରୋଧରେ ୯୮ହଜାର, ତଦାରଖ ପ୍ରଶାସନ ପାଇଁ ବଡ…

ବ୍ରହ୍ମପୁର: ଲକ୍‌ଡାଉନ୍‌ କଟକଣା କୋହଳ ପରେ ରାଜ୍ୟ ବାହାରୁ ଗଞ୍ଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୬ହଜାର ପ୍ରବାସୀ ଓଡ଼ିଆ ଫେରିଲେଣି। ଜୁନ ‌‌ଶେଷ ପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ଫେରିବା ପ୍ରକ୍ରିୟା ଜାରି ରହିବ। ବର୍ତ୍ତମାନ ଜିଲ୍ଲାରେ ୯୮ହଜାର ପ୍ରବାସୀ ୧୪ ଦିନିଆ ଘରୋଇ ସଙ୍ଗରୋଧରେ…
ଅଧିକ ଖବର ଦେଖନ୍ତୁ...

ମାସକ ଭିତରେ ୪୧୫୫ଟି ଟ୍ରେନରେ ଘରକୁ ଫେରିଲେଣି ୫୭ ଲକ୍ଷ ପ୍ରବାସୀ, ଓଡ଼ିଶାକୁ ଆସିଛି ୧୮୦ଟି ଟ୍ରେନ୍

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟସ୍ଥାନରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ  ଅନୁଯାୟୀ ଭାରତୀୟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ ମେ ପହିଲା, ୨୦୨୦ ଠାରୁ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ପ୍ରସ୍ତୁତି ଜୋରଦାର: ଏନଡିଆରଏଫର ୪୦ଟି ଟିମ୍ ନିୟୋଜିତ, ୩ ସେନାର ଉଦ୍ଧାରକାରୀ…

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ନିସର୍ଗ’ ୩ ଜୁନ ଦ୍ୱିପ୍ରହର/ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ର ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି । ଫଳରେ ମହାରାଷ୍ଟ୍ରର ଉପକୂଳ ଜିଲ୍ଲାରେ ଘଂଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହିବା ସହିତ ସ୍ଥଳବିଶେଷରେ ଏହା ଘଂଟାପ୍ରତି ୧୨୦ କିମି ପର୍ଯ୍ୟନ୍ତ ଯିବାର…
ଅଧିକ ଖବର ଦେଖନ୍ତୁ...

କାମ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନା ଦେଉଥିବା ଅକ୍ଷୟଙ୍କ ବିଜ୍ଞାପନ ଭିଡିଓ ଜାରି କଲେ କେନ୍ଦ୍ର ସରକାର

ମୁମ୍ବାଇ: କେନ୍ଦ୍ର ସରକାର ମଙ୍ଗଳବାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସଚେତନତାମୂଳକ ବିଜ୍ଞାପନ ଭିଡିଓକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଲକ୍‌ଡାଉନ୍‌ ପରେ କିପରି ପୂର୍ଣ୍ଣ ସଚେତନତାର ସହ କାମକୁ ଫେରିବା ଉଚିତ ‌ସେସଂପର୍କରେ କହୁଥିବାର…
ଅଧିକ ଖବର ଦେଖନ୍ତୁ...

ବିହାରର କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ ଛାଡୁଥିବା ପ୍ରବାସୀଙ୍କୁ କଣ୍ଡୋମ୍‌ ଓ ଗର୍ଭ ନିରୋଧକ ବଟିକା ଦିଆଯାଉଛି

ପାଟ୍‌ନା: ବିହାରର କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ ଛାଡୁଥିବା ହଜାର ହଜାର ମହିଳା ଓ ପୁରୁଷ ପ୍ରବାସୀମାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପକ୍ଷରୁ କଣ୍ଡମ୍‌ ଓ ଗର୍ଭ ନିରୋଧକ ବଟିକା ଯୋଗାଇ ଦିଆଯାଉଛି। ଦେଶ ମଧ୍ୟରେ ବିହାରର ଶିଶୁ ଜନ୍ମ ହାର ସବୁଠାରୁ ଅଧିକ ହୋଇଥିବା କାରଣରୁ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଟେଲିଫୋନ ଯୋଗେ ମୋଦୀଙ୍କ ସହ କଥା ହୋଇ ଜି-୭ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ସୂଚନାଯୋଗ୍ୟ, ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବ୍ୟପାରକୁ ନେଇ ପ୍ରେମିକଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳି ଦେଲେ ପ୍ରେମିକାଙ୍କ ଘରଲୋକ!

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାର ଫତନପୁର ପୁଲିସ୍‌ ଥାନା ଅଧୀନସ୍ଥ ଭଜଇନି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ଏକ ଗଛରେ ବାନ୍ଧି କିଛି ଲୋକ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ୨୫ ବର୍ଷିଅ ଏହି ପୀଡ଼ିତଙ୍କ…
ଅଧିକ ଖବର ଦେଖନ୍ତୁ...

ସିଡନୀ ୟୁନିଭରସିଟି ରିପୋର୍ଟ, ଶୀତ ଦିନରେ ଆହୁରି ବଢିପାରେ ସଂକ୍ରମଣ

ନୂଆଦିଲ୍ଲୀ: ପାଣିପାଗ ସହ କରୋନାର କଣ ସମ୍ପର୍କ ରହିପାରେ ସେନେଇ ବିଶେଷଜ୍ଞ ମାନେ ନିଜର ଗବେଷଣା ଜାରି ରଖିଛନ୍ତି । ଆଉ ଠିକ ଏତିକି ବେଳେ ସିଡନୀ ବିଶ୍ୱବିଦ୍ୟାଳୟ ରଖିଛି ଏକ ବଡ ତଥ୍ୟ । ଅଷ୍ଟ୍ରେଲିଆରେ କୋଭିଡ ୧୯ ସଂକ୍ରମଣକୁ ଅନୁଧ୍ୟାନ କରିବା ପରେ ସିଡନୀ ବିଶ୍ୱବିଦ୍ୟାଳୟ କହିଛି ଶୀତ ଦିନରେ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌ର ଦୁର୍ଦ୍ଦଶା ବଖାଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଲେ ଡାକ୍ତର, ସେୟାର୍‌ କଲେ ଭିଡିଓ

ମୁମ୍ବାଇ: କରୋନା ଭାଇରସ୍‌ ହେତୁ ସାରା ବିଶ୍ବବାସୀ ଆତଙ୍କିତ ଗ୍ରସ୍ତ ଅବସ୍ଥାରେ ଥିବାବେଳେ ଭାରତର ମୁମ୍ବାଇ ମହାନଗରୀ ପାଲଟିଛି କରୋନା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା କିଛି ମହାନଗରୀରୁ ମଧ୍ୟରୁ ଅନ୍ୟତମ। ଦିନକୁ ଦିନ ମୁମ୍ବାଇରେ କରୋନା ନିଜର କାୟା ବିସ୍ତାର କରି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...