Daily Archives

June 2, 2020

ସତ୍ୟଙ୍କ ସାଧନା: ନିର୍ମାଣ କଲେ ୧ମି.ମି. ଉଚ୍ଚର ରଥ 

ବ୍ରହ୍ମପୁର: ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ଯାହାର ଉଚ୍ଚତା ମାତ୍ର ୧ମି.ମି.। ଶିଳ୍ପୀ ସତ୍ୟ ମହାରଣା ଏଭଳି ଏକ କ୍ଷୁଦ୍ର ରଥ ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି। ସପ୍ତାହେ ହେଲା ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଥିଲେ। ଗତବର୍ଷ ବାହୁଡ଼ା ଯାତ୍ରା ଅବସରରେ ସେ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ମୁକୁଳିଲେ ବହୁଚର୍ଚ୍ଚିତ ଜେସିକା ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ: ଜେଲ୍‌ରୁ ମୁକୁଳିଛନ୍ତି ଦେଶର ଅନ୍ୟତମ ହାଇପ୍ରୋଫାଇଲ୍‌ ଅପରାଧ ଜେସିକା ଲାଲ ହତ୍ୟାକାଣ୍ଡର ହତ୍ୟାକାରୀ ମନୁ ଶର୍ମା। ଜେସିକା ଲାଲଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ମନୁ ମଙ୍ଗଳବାର ଦିଲ୍ଲୀର ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଏହି ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁଙ୍କ ନିକଟରୁ ଭଲ ଖବର ପାଇବେ। ବେପାରରେ ପ୍ରଗତି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ବୃଷ: ଆପଣଙ୍କ ମନରେ ନୂଆ ବିଚାର ଆସିବ। ଭୂ-ସ˚ପତ୍ତିର ସମସ୍ୟା ସମାପ୍ତ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ଘନିଷ୍ଠତା ବଢ଼ିବ। ମିଥୁନ: ଆତ୍ମବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ସତ୍ତ୍ବେ ଭାରତକୁ ରାଫେଲ ଯୋଗାଣ ବିଳମ୍ବ ହେବ ନାହିଁ : ଫ୍ରାନ୍ସ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ସତ୍ତ୍ବେ ଭାରତକୁ ଠିକ ସମୟରେ ରାଫେଲ ବିମାନ ଯୋଗାଣ ହେବ ବୋଲି ଫ୍ରାନ୍ସ କହିଛି । ଫ୍ରାନ୍ସର ସଶସ୍ତ୍ର ସେନା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାବେଳେ ଏହି ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ସଙ୍କଟ ସମୟରେ ସକରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ଅମିତାଭ ସେୟାର କଲେ ତାଙ୍କ ବାପାଙ୍କ…

ନୂଆଦିଲ୍ଲୀ: ଭାରତ ସହିତ ପୂରା ଦେଶ କରୋନା ଭାଇରସ୍‌ (କୋଭିଡ-୧୯)ସହିତ ଲଢ଼ୁଛି। ଅନେକ ଲୋକ ନିଜ ସମ୍ପର୍କୀୟଙ୍କୁ ଏହି ଭାଇରସ୍‌ କାରଣରୁ ହରାଇ ଦେଇଥିବା ବେଳେ ପ୍ରତିଦିନ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ବି କରୋନା ଭାଇରସ୍‌…
ଅଧିକ ଖବର ଦେଖନ୍ତୁ...

ପଙ୍ଗପାଳ ଆକ୍ରମଣ: ବାଟ ବଦଳିଛି, ବିପଦ ଟଳିନି

ସମ୍ବଲପୁର: ସପ୍ତାହ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା କୃଷି ମୁଖ୍ୟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲିଛି । ଏହି ପୋକର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ ପ୍ରକାର ଔଷଧ ମହଜୁଦ ରଖିବା ପାଇଁ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମ’କୁ ପର କଲେ ଜଗନ୍ନାଥ ! ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର:  ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ବ୍ୟକ୍ତଗତ କାରଣରୁ  ଦଳପାଇଁ ସମୟ ଦେଇପାରୁ ନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଛନ୍ତି ଜଗନ୍ନାଥ । ଗତ ୨୦୧୯ ସାଧାରଣ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ବୁଧବାରଦିନ ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ନିସର୍ଗ

ମୁମ୍ବାଇ : ସାମୁଦ୍ରିକ ବାତ୍ୟା ନିସର୍ଗ ଆସନ୍ତା କାଲି ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ । ଏହା ଫଳରେ ମୁମ୍ବାଇ ମହାନଗରୀ ପାଇଁ ବିପଦ ଆଶଙ୍କା ବଢିଯାଇଛି । ଏହା ଦୃଷ୍ଟିରେ ରଖି ମୁମ୍ବାଇରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଛି । ସମୁଦ୍ରକୂଳରେ ବୁଲାବୁଲି…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ରାଜ୍ୟ ଫେରନ୍ତା ଓ ମୌସୁମୀ ବଢାଇପାରେ ସଂକ୍ରମଣ, ଏହି କାରଣରୁ ସତର୍କ ସରକାର

ଭୁବନେଶ୍ବର: ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି । ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା । କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର । ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ପ୍ଲାଟଫର୍ମରେ ମୃତ ମା’କୁ ଡାକିଡାକି ଉଠାଉଥିବା ଶିଶୁକୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ; କହିଲେ, ‘ମା’କୁ ହରାଇବାର…

ନୂଆଦିଲ୍ଲୀ: କୋଭିଡ-୧୯ ଲକ୍‌ଡାଉନ୍‌ ଯୋଗୁଁ ସମଗ୍ର ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏବେ ବିଭିନ୍ନ ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ମାତ୍ର ଯାନବାହନ କଟକଣା ଯୋଗୁଁ ଶ୍ରମିକମାନେ ପାଦରେ ଚାଲିଚାଲି…
ଅଧିକ ଖବର ଦେଖନ୍ତୁ...