Daily Archives

June 3, 2020

ସ୍କୁଲ ଦେଇ କୋଭିଡ କେୟାର ସେଣ୍ଟର ଯାଉଛନ୍ତି ପରିବାର ଲୋକ: ଶିକ୍ଷକ ମାନଙ୍କ ଖାତା ଦେଖା ବର୍ଜନ ଧମକ, ଶିକ୍ଷକଙ୍କ ସହ…

ଭଞ୍ଜନଗର: ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଶିକ୍ଷକ ଏବଂ କୋଭିଡ କେୟାରରେ ଥିବା ଅନ୍ତେବାସୀଙ୍କ ପରିଜନ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ଏନେଇ ମାଟ୍ରିକ୍‌ ଖାତା ଦେଖାରେ ନିୟୋଜିତ ଥିବା ଶିକ୍ଷକ ମାନେ ଖାତା ଦେଖା ବନ୍ଦ କରି ସ୍କୁଲ ସାମ୍ନାକୁ ଆସି ଏହାର ସମାଧାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ କେଉଁଠୁ ଓ କେଉଁ ପ୍ରକାର କରୋନା ଭୂତାଣୁ ଆସିଛି ତାହାକୁ ନେଇ ଆଇଏଲଏସରେ ଚାଲିଛି ପରୀକ୍ଷା, ଖୁବଶୀଘ୍ର ଆସିବ…

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ସରକାର । ସାରା ଦେଶରେ ୪ଟି ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଓଡିଶାରେ ଜୁନ୍ ୩୦ ଯାଏଁ ଆହୁରି କଡାକଡି ହୋଇଛି କଟକଣା । କାରଣ ପ୍ରବାସୀ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାକୁ ଛୁଇଁଲା କରୋନା: ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀ

ରାୟଗଡ଼ା: ରାୟଗଡ଼ାକୁ ଛୁଇଁଛି କରୋନା। ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ରାୟଗଡ଼ା ସହର ରାମକୃଷ୍ଣ ନଗରରେ। ଦିଲ୍ଲୀରୁ ଫେରି ଭଡ଼ାରେ ରହୁଥିବା ୨୦ ବର୍ଷୀୟ ଯୁବତୀଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ଜୟପୁର କୋଭିଡ଼୍ ହସପିଟାଲକୁ ପଠାଇ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ବଢୁଛି ଚୋରା ମଦ କାରବାର, ନକଲି ଜର୍ଦ୍ଦାର ପେଣ୍ଠସ୍ଥଳ ଭଦ୍ରକର ପୁରୁଣାବଜାର 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସହରଠାରୁ ଆରମ୍ଭ କରି ଗାଁ  ପର୍ଯ୍ୟନ୍ତ ସବୁଠି ଚୋରା ମଦ କାରବାର ବୃଦ୍ଧି ପାଇଛି। ଚୋରା ମଦ କାରବାର ଏଭଳି ବୃଦ୍ଧି ପାଇଛି ଯେ, ଏହାକୁ ରୋକିବା ସହଜ ନୁହେଁ। ଅବକାରୀ ବିଭାଗ  ଚୋରା ମଦ ବେପାର ସଂପର୍କରେ ସବୁ କିଛି ଜାଣିଛି। କିନ୍ତୁ  ସେ ଜାଗାରେ ହାତ ମାରୁ…
ଅଧିକ ଖବର ଦେଖନ୍ତୁ...

ଚିକେନ, ଅଣ୍ଡାରୁ ହେଉନି କରୋନା : ନିରାପଦରେ ଚିକେନ ଖାଇପାରିବା ନେଇ ପରାମର୍ଶ ଦେଲେ ସରକାର, ମାଂସ ଖାଇଲେ କରୋନା ହେବା…

ଭୁବନେଶ୍ୱର : ‘ଚିକେନ, ଅଣ୍ଡାରୁ ହେଉନି କରୋନା’ । ନିରାପଦରେ ଅଣ୍ଡା, ମାଂସ ଖାଇବାକୁ ସରକାରଙ୍କ ପରାମର୍ଶ । କୁକୁଡା ଅଣ୍ଡା ଖାଇଲେ ହେବନି କରୋନା । ଭୟଭୀତ ନହୋଇ ବିନା ଆଶଙ୍କାରେ ଆରାମରେ ଖାଆନ୍ତୁ ଚିକେନ ଓ ଅଣ୍ଡା । କୁକୁଡା ମାଂସ ଖାଇଲେ କରୋନା ହେବାର ଯେଉଁ ଖବର ପ୍ରସାରଣ ହେଉଛି ତାହା…
ଅଧିକ ଖବର ଦେଖନ୍ତୁ...

ତ୍ୱଚା ମଳିନ ପଡ଼ି ଯାଇଛି କି! କଦଳୀ ଚୋପାର କରନ୍ତୁ ଏପରି ବ୍ୟବହାର, ଫେରି ପାଇବେ ଔଜ୍ଜଲ୍ୟ

ସାଧାରଣତଃ ଆମେ କୌଣସି ଫଳକୁ ଖାଇସାରିବା ପରେ ତାର ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଫୋପାଡ଼ି ଦେଉଥିବା କଦଳୀ ଚୋପା ଆମ ପାଇଁ କେତେ ଲାଭଦାୟକ ହୋଇଥାଏ। କଦଳୀ ଚୋପାରେ ଅନେକ ପ୍ରକାରର ଭିଟାମିନ୍‌ ତତ୍ତ୍ବ ରହିଥାଏ । ଯାହା ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ହେବ ତ ଏମିତି; ପେଟ୍ରୋଲ ଢ଼ାଳି ଜାଳି ଦେବା ପାଇଁ ଆସିଥିବା ସ୍ୱାମୀକୁ ଜଳି ଯାଉଥିବା ଦେଖି ସ୍ତ୍ରୀ ବଞ୍ଚାଇଲେ…

ନୂଆଦିଲ୍ଲୀ: ପ୍ରତି ଘରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବା ଏକ ସାଧାରଣ ଘଟଣା। କିନ୍ତୁ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରିବା ପାଇଁ ପେଟ୍ରୋଲ ଢ଼ାଳି ପୋଡ଼ି ଦେବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଆକାଉଣ୍ଟକୁ ଯିବ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା

ଭୁବନେଶ୍ୱର: ପିଲାଙ୍କ ମଧ୍ୟାହ୍ନ ଭୋଜନର ଟଙ୍କା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପିଲାମାଙ୍କର ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ଅଭିଭାବକଙ୍କୁ ଦେବା ପାଇଁ ରାଜ୍ୟ ନୋଡାଲ ଅଫିସର ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ୮୦ବର୍ଷର ବୃଦ୍ଧ ମାଗଣାରେ ବୋହୁଛନ୍ତି ପ୍ରବାସୀ ଶ୍ରମିକଙ୍କ ଜିନିଷ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଲୋକଙ୍କ ସାହାଯ୍ୟ ପାଇଁ କିଛିଲୋକ ଆଗେଇ ଆସିଛନ୍ତି। ଏହି କ୍ରମରେ ଅଭିନେତା ସୋନୁ ସୁଦଙ୍କ ନାମ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଗତଃ ସଂଗୀତକାର ୱାଜିଦ୍‌ ଖାନଙ୍କ ମା’ କରୋନା ସଂକ୍ରମିତ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍‌ ଖାନଙ୍କର ଗତ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ପରେ ବଲିଉଡ୍‌ ଶୋକରେ ବୁଡିଯାଇଛି। ଏସବୁ ଭିତରେ ଓ୍ଵାଜିଦ୍‌ ଖାନ୍‌ଙ୍କ ମା’ କରୋନା ସଂକ୍ରମିତ ବୋଲି…
ଅଧିକ ଖବର ଦେଖନ୍ତୁ...