Daily Archives

June 3, 2020

ଘରକୁ ଫେରିବା ପାଇଁ କୌଣସି ସାଧନ ନମିଳିବାରୁ ସ୍ୱାମୀଙ୍କୁ କାନ୍ଧରେ ବସାଇ ଟାଣ ଖରାରେ ଚାଲିଚାଲି ଷ୍ଟେସନ୍‌ରେ ପହଞ୍ଚିଲେ…

ଲକ୍ଷ୍ମୌ: ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅନେକ ଘଟଣା-ଦୁର୍ଘଟଣାର ସାମ୍ନା କରୁଛନ୍ତି। ଯାହାର ଲୋମଟାଙ୍କୁରା ଦୃଶ୍ୟ ଆମେ ଦେଖିବାକୁ ପାଉଛେ। ଏଭଳି ସଙ୍କଟ ସମୟରେ ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନରେ ଗତ ମଙ୍ଗଳବାର ଘରକୁ ଫେରିଥିବା…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା ନୀତି ଆରମ୍ଭ: ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବାୟତ

ପୁରୀ: ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଗୁପ୍ତ ନୀତି ସମ୍ପାଦନ କରିବେ। ଆଜି ରାତି ପହୁଡ ଆଳତି ପରେ ୧୧ଟାରେ ଶ୍ରୀମୁଖ ଖଣ୍ଡୁଆ ଓ ରାତି ସାଢ଼େ ୧୧ଟାରେ ବାହୁଟ କଣ୍ଟ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାଁ ସୁପାରିସ କଲା ଏଏଫ୍‌ଆଇ

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍‌ ଦୂତି ଚାନ୍ଦଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛି ଏଏଫ୍‌ଆଇ। ଆଥ୍‌ଲେଟିକ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଦୂତିଙ୍କ ନାଁ ସୁପାରିଶ କରିଥିବା ଜଣାଯାଇଛି। ପୂର୍ବରୁ ଏହି ପୁରସ୍କାର ପାଇଁ ରାଜ୍ୟ ସରକାର ଦୂତିଙ୍କ ନାଁ ସୁପାରିସ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ୮ଜଣ ଗ୍ରାମବାସୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ଚାଳକ ହରାଇ ଥିଲେ ନିୟନ୍ତ୍ରଣ

ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲା ସରାୟରଞ୍ଜନ ଥାନାରେ ଗତ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ନିୟନ୍ତ୍ରଣ ହରାଇ ଦେବାରୁ ରାସ୍ତାପାର୍ଶ୍ୱରେ ଛିଡା ହୋଇଥିବା ଆଠଜଣଙ୍କ ଉପରେ ଆଖି ପିଛୁଆଳେ ଟ୍ରକ୍‌ଟି ଚଢ଼ି ଚାଲି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଏଣିକି କୃଷକମାନେ ରାଜ୍ୟ ବାହାରେ ନିଜର ସାମଗ୍ରୀ ବିକ୍ରି କରିପାରିବେ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦କୁ ମଞ୍ଜୁରି ଦେଇଛନ୍ତି । ଏହି ଅଧ୍ୟାଦେଶ ଲାଗୁ ହେବା ଫଳରେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ…
ଅଧିକ ଖବର ଦେଖନ୍ତୁ...

ମୌସୁମୀରେ କରୋନା ସଂକ୍ରମଣ ବଢ଼ିବ କି ନାହିଁ ତାହା ଏବେଠୁ କହିବା ଅସମ୍ଭବ : ଆଇଏଲ୍ଏସର ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବାକୁ ହେଲେ ଜୁନ୍ ମାସରେ ସବୁଠୁ ଅଧିକ ସତର୍କ ରହିବାକୁ ପଡ଼ିବ। ଆଗାମୀ ୨୧ ଦିନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟ ସରକାର ଚିନ୍ତା କରୁଛନ୍ତି।  ଓଡ଼ିଶାରେ ମୌସୁମୀର ପ୍ରଭାବ ଧୀରେ ଧୀରେ ପଡ଼ିବା ଆରମ୍ଭ ହୋଇସାରିଥିବା ବେଳେ ବର୍ଷା ହେଲେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୧୮୯

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୧୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏହି ସୂଚନା ଦେଇଛନ୍ତି। ତେବେ ଆଜି ସକାଳେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କୋଲକାତା ପୋର୍ଟ ଟ୍ରଷ୍ଟର ନାମ ବଦଳିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ନୂଆଦିଲ୍ଲୀ:  ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାର ନୂତନ ନାମ ହେବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ । ଶ୍ୟାମା ପ୍ରସାଦ ମୁଖାର୍ଜୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ପ୍ରେମରେ ସଫଳତା ମିଳିବ। ବୃଷ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ। ମିଥୁନ: କିଛି…
ଅଧିକ ଖବର ଦେଖନ୍ତୁ...

ପଡୋଶୀଙ୍କ ପୁଅକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତ ମହିଳା?

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଜଣେ ମହିଳା ପଡୋଶୀଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ତନୁଶ୍ରୀ ପଟ୍ଟନାୟକ ନାମରେ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...