Daily Archives

June 4, 2020

ଜୀବନୀ କଷଟି ପଥରରେ ହଜିଛି ବାପ ମାଁ ଛେଉଣ୍ଡ ହଜାରୀର ଭାଗ୍ୟ, ସାହି ବାସିନ୍ଦାଙ୍କ ସହାୟତାରେ କେତେ ଦିନ ଚାଲିବ ଜୀବନ…

ଭଞ୍ଜନଗର: ଜୀବନର କଷଟି ପଥରରେ ସମସ୍ତଙ୍କ ଲେଖା‌ ହୋଇଛି ଭାଗ୍ୟ ଆଉ ଭବିଷ୍ୟତ। ଦୁଃଖ ଆଉ ସୁଖକୁ ପାଥେୟ କରି ଜୀବନ ସଂଗ୍ରାମରେ ମଣିଷ ଆଗକୁ ବଢିଥାଏ। ସେଥିପାଇଁ ଲୋଡିଥ‌ାଏ ନିଜର ବୋଲି ଗୋଟିଏ ପରିବାର। କିନ୍ତୁ ଜନ୍ମରୁ ନିଜର ବୋଲି କାହାକୁ କହିନପାରିବା କେତେ ଯେ କଷ୍ଟ ତାହା ଜରେ ଅନୁଭବି…
ଅଧିକ ଖବର ଦେଖନ୍ତୁ...

ଏଭଳି ଲକ୍ଷଣ ଦେଖାଗଲେ ହୋଇପାରେ ଲିଭର ସିରୋସିସ୍

ନୂଆଦିଲ୍ଲୀ: ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଥରେ ଯକୃତ ସଂକ୍ରମିତ ହେଲେ ଅନ୍ୟ ରୋଗର ସଂକ୍ରମଣ  ଆଶଙ୍କା ବଢ଼ିଯାଏ | ଯେଉଁମାନେ ଲିଭର ସିରୋସିସରେ ପୀଡିତ ସେମାନଙ୍କୁ କରୋନା ସଂକ୍ରମଣ ସମୟରେ ଅଧିକ ସତର୍କ ରହିବାକୁ ପଡିବ…
ଅଧିକ ଖବର ଦେଖନ୍ତୁ...

କେରଳ ହାତୀ ଟ୍ରାଜେଡି ପରେ କେତେ ସଜାଗ ଉତ୍ତର ଘୁମୁସର ବନଖଣ୍ଡ ?

ଭଞ୍ଜନଗର: କେରଳର ପାଲକଡ ଜିଲ୍ଲାରେ ଘଟିଥିବା ଗର୍ଭିଣୀ ହାତୀ ହତ୍ୟାର ଅମାନବୀୟ ବର୍ବରତା ଚରମ ସୀମା ଲଙ୍ଘିଥିବାକୁ ଦର୍ଶାଇଛି। ହାତୀଟି କାହାରିକୁ କ୍ଷତି ପହଞ୍ଚାଇ ନଥିବା ବେଳେ ଖାଦ୍ୟ ‌ଅନ୍ବେଷଣରେ ଆସିଥିବା ସମୟରେ ବାଣ ଭର୍ତ୍ତି ସପୁରୀ ଖୁଆଇ ଅତି ନୃଶଂସ ଭାବେ ହତ୍ୟା ଘଟଣା ସାରା ଦେଶରେ…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଦିବସରେ ଆଟଲାସ ସାଇକେଲରେ ଲାଗିଲା ବ୍ରେକ, ବନ୍ଦ ହୋଇଗଲା କମ୍ପାନୀ

ନୂଆଦିଲ୍ଲୀ: ପିଲାବେଳେ ଆଟଲାସ ସାଇକେଲ ଖଣ୍ଡେ ଆପଣଙ୍କର ଥିବ | ସ୍କୁଲ ଯିବାଠାରୁ ଆରମ୍ଭ କରି ଖେଳକୁଦ ହେଉ କି ସବୁ ପରିସ୍ଥିତିରେ ଆପଣଙ୍କ ସାଥିରେ ଥିବା ଆଟଲାସ ସାଇକେଲ କମ୍ପାନୀ ବନ୍ଦ ହୋଇଯାଇଛି | ବଡ କଥା ଯେ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶର ୬୯ ବର୍ଷର ସାଇକେଲ କମ୍ପାନୀ ଆଟଲାସ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ରାଜୀବ ବଜାଜ କିଏ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସ ମାଧ୍ୟମରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ବାର୍ତ୍ତାଳାପରେ ବିଶିଷ୍ଟ ଶିଳ୍ପପତି ରାଜୀବ ବଜାଜ ଆଜି ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ କରୋନା ସଙ୍କଟକୁ ମୁକାବିଲା କରିବା ଦିଗରେ ଭାରତ ପାଶ୍ଚାତ୍ୟ ଦେଶ…
ଅଧିକ ଖବର ଦେଖନ୍ତୁ...

୭୪ ବର୍ଷରେ ପାଦ ଦେଲେ ଏସପି ବାଲସୁବ୍ରମଣ୍ୟମ, ଓଡ଼ିଆ ସମେତ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ

ମୁମ୍ବାଇ: ଏସପି ବାଲସୁବ୍ରମଣ୍ୟମ, ଭାରତୀୟ ସଂଗୀତ ଜଗତର ଏମିତି ଏକ ସ୍ପର୍ଦ୍ଧିତ ନାମ ଯାହାଙ୍କ ସ୍ୱର ଭାରତୀୟ ସିନେମା ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା | ୧୬ ଟି ଭାରତୀୟ ଭାଷାରେ ପ୍ରାୟ ୪୦ ହଜାରରୁ ଅଧିକ ଗୀତ ଗାଇଥିବା ବାଲସୁବ୍ରମଣ୍ୟମ ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି | ସେ…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରେ ବାଲ୍ୟ ବିବାହ ବେଳେ ଉଦ୍ଧାର ହେଲେ ଜଣେ ୧୬ ବର୍ଷୀୟ ନାବାଳିକା

ହାଇଦ୍ରାବାଦ: ଲକଡାଉନ ବେଳେ ବିବାହକୁ ନେଇ କଟକଣା ଥିବାବେଳେ ଜଣେ ନାବାଳିକା ବିବାହ କରୁଥିବା ଘଟଣା ତେଲେଙ୍ଗାନାରେ ଘଟିଛି | ସ୍ବେଛାସେବୀମାନେ ବିବାହ ମଣ୍ଡପରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ମିଳିଥିବା ସୂଚନା ମୁତାବକ ଜୁନ ୧ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ, ଅନୁଗାମୀଙ୍କ ଭିଡ଼ ଆଶଙ୍କାରେ ଜାମିନ ନାମଞ୍ଜୁର କଲେ ବିଚାରପତି

ଅହମ୍ମଦାବାଦ: ନାବାଳିକାକୁ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ମିଳିନାହିଁ | ତାଙ୍କ ତରଫରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜାମିନ ଆବେଦନ ଖାରଜକୁ ନେଇ ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍…
ଅଧିକ ଖବର ଦେଖନ୍ତୁ...

ଭିମ୍ ଆପ୍ ତଥ୍ୟ ପ୍ରଘଟ ହୋଇ ନାହିଁ : ଏନସିପିଆଇ

ଭୁବନେଶ୍ୱର: ଭିମ ଆପର କୌଣସି ତଥ୍ୟ ପ୍ରଘଟ ହୋଇନାହିଁ । ତେଣୁ ଜନସାଧାରଣ ଏଭଳି  କୌଣସି ବିଭ୍ରାନ୍ତିକର ପ୍ରଚାରକୁ ବିଶ୍ବାସ ନକରିବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନସିପିଆଇ) ପକ୍ଷରୁ କୁହାଯାଇଛି । ଭିମ୍ ଆପ୍ ତଥ୍ୟ ପ୍ରଘଟ ନେଇ ପ୍ରକାଶ ପାଇଥିବା ସମ୍ବାଦ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଆକାରରେ ୩୬,୪୦୦ କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସାମ୍ପ୍ରତିକ କୋଭିଡ-୧୯ ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ଅବଧି ପାଇଁ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ…
ଅଧିକ ଖବର ଦେଖନ୍ତୁ...