Daily Archives

June 4, 2020

କରୋନାରୁ ବଞ୍ଚିବାକୁ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ଦେଲେ ପଞ୍ଚସୂତ୍ରୀ ମନ୍ତ୍ର

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଦ୍ଧରେ ଚଳିତ ଜୁନ୍‌ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ, ଏହି ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ,…
ଅଧିକ ଖବର ଦେଖନ୍ତୁ...

ବାଣ ଭର୍ତ୍ତି ସପୁରୀ ଖାଇ ମୃତ୍ୟୁ ହୋଇଥିବା ଅନ୍ତଃସତ୍ତ୍ୱା ହାତୀକୁ ନେଇ କେରଳର ବରିଷ୍ଠ ବନ୍ୟପ୍ରାଣୀ ଅଧିକାରୀ ଦେଲେ…

ନୂଆଦିଲ୍ଲୀ: କରେଳରେ  ଖାଦ୍ୟ ଅନ୍ୱେଷଣରେ ବୁଲୁ ଥିବା ବେଳେ ଗର୍ଭିଣୀ  ହାତୀକୁ କେତେକ ଲୋକେ ବାଣ ଭରାଯାଇଥିବା ସପୁରୀଟିଏ  ଖାଇବାକୁ ଦେଇଥିଲେ। ସପୁରୀ ଖାଇବା ବେଳେ ପାଟିରେ ବାଣ ଫୁଟି ଉକ୍ତ ଗର୍ଭବତୀ ହାତୀର ମୃତ୍ୟୁ ହେବା ଘଟଣା ଏବେ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ; କରୋନା ଲଢ଼େଇ ନେଇ ଆଗାମୀ ୨୫ ଦିନ ଆମ ପାଇଁ ଖୁବ୍…

ଭୁବନେଶ୍ୱର: କରୋନା ଭାଇରସ୍‌ ମୁକାବିଲା ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କରୋନା ଳଢ଼େଇ ଦୃଷ୍ଟିରୁ ଜୁନ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ତେଣୁ ଆସନ୍ତା ୨୫ଦିନ ଆମକୁ ଅତ୍ୟନ୍ତ ସତର୍କତାର ସହ ରହିବାକୁ ପଡ଼ିବ। ଆଜି ସଂଧ୍ୟ‌ାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମରେ ଯୋଗ ଦେବେ। ବ୍ୟବସାୟରେ ସବୁ ଭଲ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ବୃଷ: ଅଧୁରା କାମ ପୂରା ହେବ। ଭୂସ˚ପତ୍ତି କିଣିବାର ଯୋଗ ରହିଛି। ଚାକିରିଜୀବୀଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ମିଥୁନ: ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ଗତ ୮ ବର୍ଷରେ ଦେଶରେ ୭୫୦ଟି ବାଘ ମରିଛନ୍ତି, ଏହା ମଧ୍ୟରେ ଓଡ଼ିଶାର ୭ ବାଘ ରହିଛନ୍ତି

ଭୁବନେଶ୍ୱର : ଦେଶରେ ହାତୀ ମୃତ୍ୟୁକୁ ନେଇ ଚର୍ଚା ଚାଲିଥିବାବେଳେ ବାଘଙ୍କ ସମ୍ପର୍କରେ ଏକ ତଥ୍ୟ ଆସିଛି । ଗତ ୮ ବର୍ଷ ଅର୍ଥାତ ୨୦୧୨ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରାୟ ୭୫୦ଟି ବାଘ ମୃତ୍ୟୁବରଣ କରିଛନ୍ତି । ମୁଖ୍ୟତଃ ପ୍ରାକୃତିକ ଓ ଶିକାର ଜନିତ କାରଣରୁ ଅଧିକାଂଶ ବାଘଙ୍କ ମୃତ୍ୟୁ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଦେଶକୁ କେବେ ଆସିଲା କରୋନା? ଜାନୁୟାରୀ ପୂର୍ବରୁ ଚୀନରୁ ଭାରତ ଆସୁଥିବା ଯାତ୍ରୀଙ୍କ ଜରିଆରେ ଆରମ୍ଭ ହୋଇଥିଲା କି…

ନୂଆଦିଲ୍ଲୀ:  କରୋନା ପାଇଁ ଲଢେଇ କରୁଛି ଦେଶ । ଦେଶରେ ଜାନୁଆରୀ ୩୦ ତାରିଖରେ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା । ଜାତୀୟ ଗଣମାଧ୍ୟମ ଅନୁସାରେ,  କରୋନା ଭୂତାଣୁ ନେଇ ଗବେଷଣା କରୁଥିବା ଦେଶର  ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଭାରତରେ ନଭେମ୍ବର ଡିସେମ୍ବରରେ ହିଁ କରୋନା…
ଅଧିକ ଖବର ଦେଖନ୍ତୁ...

ଆଇଏନକ୍ସ ମିଡିଆ ମାମଲା: ପି ଚିଦାମ୍ବରମଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସିବିଆଇ କରିଥିବା ପୁନର୍ବିଚାର ଆବେଦନକୁ ଖାରଜ…

ନୂଆଦିଲ୍ଲୀ: ଆଇଏନକ୍ସ ମିଡିଆ ମାମଲାରେ ଜାମିନରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ସପକ୍ଷରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଗୁରୁବାର ଦିନ ପି ଚିଦାମ୍ବରମଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସିବିଆଇ କରିଥିବା ସମୀକ୍ଷା ଆବେଦନକୁ…
ଅଧିକ ଖବର ଦେଖନ୍ତୁ...

ଚାଲୁଥିବା ଟ୍ରେନ୍‌ ପଛରେ ଦୌଡ଼ିଦୌଡ଼ି ଭୋକରେ ଆଉଟୁ ପାଉଟୁ ହେଉଥିବା ଶିଶୁ ପାଖରେ କ୍ଷୀର ପହଞ୍ଚାଇଥିଲେ ଏହି ଯବାନ

ଗୋରଖପୁର: ଆରପିଏଫ୍‌ର ଜଣେ ଯବାନ ଭୋକରେ ଆଉଟୁ ପାଉଟୁ ହେଉଥିବା ଶିଶୁର ମା’ ପାଖରେ ଦୌଡ଼ିଦୌଡ଼ି କ୍ଷୀର ପହଞ୍ଚାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦୃଶ୍ୟ ଭାଇରାଲ ହେବ ପରେ ଉକ୍ତ ଆରପିଏଫ୍‌ ଯବାନଙ୍କୁ ‘ବାସ୍ତବ ହିରୋ’ ବୋଲି କୁହାଯିବା ସହିତ ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଅମ୍ଫାନ କ୍ଷୟକ୍ଷତିର ଆକଳନ ନେଇ ଭଦ୍ରକ ଆସିବେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ଅମ୍ଫାନ କ୍ଷୟକ୍ଷତିର ଆକଳନ କରିବାକୁ ଆସନ୍ତାକାଲି ଭଦ୍ରକ ଆସିବେ କେନ୍ଦ୍ରୀୟ ଟିମ୍ । ଆଜି ଏଇ ଟିମ୍ ବାଲେଶ୍ବର ଜିଲ୍ଲା ଗ୍ରସ୍ତକରିଥିବା ବେଳେ ଆସନ୍ତାକାଲି ସକାଳେ ଭଦ୍ରକ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ଧାମରା, ବାସୁଦେବପୁର, ଚାନ୍ଦବାଲି, ତିହିଡି ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ଉପରେ ବିଜୟ ପାଇବାକୁ ଯାଉଛି ଏହି ଦେଶ

ୱେଲିଂଟନ : କରୋନା ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ମେଲାଇଚାଲିଥିବାବେଳେ ଗୋଟିଏ ଦେଶ ଏହା ଉପରେ ବିଜୟ ପାଇବାକୁ ଯାଉଛି । ସେହି ଦେଶଟି ହେଉଛି ନ୍ୟୁଜିଲାଣ୍ଡ । ପ୍ରାୟ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡରେ ଏବେ ଜଣେ ମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତି ରହିଛନ୍ତି । ଏହି ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...