Daily Archives

June 5, 2020

ରାୟଗଡ଼ାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ କୁଜେନ୍ଦ୍ରୀକୁ ନିଷିଦ୍ଧାଞ୍ଚଳ ଘୋଷଣା

ରାୟଗଡ଼ା/ରାମନାଗୁଡ଼ା: ରାୟଗଡ଼ାରେ ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ୨୨ ବର୍ଷିୟ ମହିଳା ହୋଇଥିବା ବେଳେ କର୍ଣ୍ଣାଟକରୁ ସ୍ବାମୀଙ୍କ ସହ ଫେରିବା ପରେ ରାମନାଗୁଡ଼ା ବ୍ଲକ୍ କୁଜେନ୍ଦ୍ରୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ। ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ…
ଅଧିକ ଖବର ଦେଖନ୍ତୁ...

ଜୀବିତ ଝିଅକୁ ମୃତ ଭାବି ପରିବାର କରୁଥିଲେ କ୍ରିୟାକର୍ମ, ସୂଚନା ଦେଲା ସିଡବ୍ଲ୍ୟୁସି

ରାଉରକେଲା: ବର୍ଷକ ତଳେ ଘରୁ ନିଖୋଜ ଝିଅକୁ ଖୋଜି ଖୋଜି ପାଇଲେନି ବାପା ମା’। ଗତ କିଛି ଦିନ ତଳେ ଖବର ପାଇଲେ ଝିଅ ମରାଯାଇଛି। ସମ୍ପର୍କୀୟ ,ସାହିପଡିଶାଙ୍କୁ ନେଇ ଝିଅର ମୃତାହ କର୍ମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଠିକ୍‌ ସେହି ସମୟରେ ଗାଁରେ ପହଞ୍ଚିଥିଲା ଚାନ୍ଦିପୋଷ ପୁଲିସ…
ଅଧିକ ଖବର ଦେଖନ୍ତୁ...

୨୫ ଲକ୍ଷ ଟଙ୍କାର ଖଇନି ଜବତ, ୩ ଗିରଫ ଓ ୨ ଫେରାର୍ 

ଭଞ୍ଜନଗର: ମହାମାରୀ କରୋନା ପାଇଁ ହୋଇଥିବା କଟକଣା ପାଇଁ ବିଭିନ୍ନ ନିଶାଦ୍ରବ୍ୟ ପ୍ରସ୍ତୁତି ଏବଂ ବିକ୍ରି ଉପରେ ନିଷେଧାଦେଶ ଜାରି ରହିଛି। ଏହାସତ୍ତ୍ବେ ମଧ୍ୟ ଅନେକ ଯାଗାରେ ଖୁଲମ ଖୁଲା ଭାବରେ ଗୁଟଖା ଓ ଖଇନି ଅବାଧରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଆଉ ଏଭଳି ବେଆଇନ…
ଅଧିକ ଖବର ଦେଖନ୍ତୁ...

ଅଧିକ ପାରିଶ୍ରମିକ ନେଉଥିବା ୧୦୦ ସେଲିବ୍ରେଟିଙ୍କ ଭିତରେ ଅକ୍ଷୟ, ଫୋର୍ବସ ପ୍ରକାଶ କଲା ତାଲିକା

ମୁମ୍ବାଇ: ବିଶ୍ବର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ୧୦୦ ସେଲିବ୍ରେଟିମାନଙ୍କ ମଧ୍ୟରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ସ୍ଥାନ ଦେଇଛି ଫୋର୍ବସ ପତ୍ରିକା। ୨୦୧୯ ଜୁନ୍‌ ମାସରୁ ୨୦୨୦ ମେ ସୁଦ୍ଧା ଅକ୍ଷୟ ପ୍ରାୟ ୩୬୬ କୋଟି ଟଙ୍କା ରୋଜଗାର କରିଥିବା ଜାଣିବାକୁ ମିଳିଛି। ୧୦୦ ଜଣଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦେଲେ ବାଗଚୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ତଥା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ.ସୁବ୍ରତ ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ ସେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉପଯୋଗ ଲାଗି ପ୍ରଦାନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ, ଦୁଇ କ‌‌ନେଷ୍ଟବଳ ନିଲମ୍ବିତ

ଅନୁଗୁଳ: ଆଜି ରାତି ସାଢ଼େ ୮ଟାରେ ଅନୁଗୁଳ କୋର୍ଟ ପରିସରରେ ପୁଲିସକୁ ଚକ୍‌ମା ଦେଇ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡ଼ିଛି। କାର୍ଯ୍ୟରେ ଅବହେଳା ଯୋଗୁଁ ଡ୍ୟୁଟିରେ ଥିବା ଦୁଇ ଜଣ କନେଷ୍ଟବଳଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାସିକଧର୍ମରେ ଅନିୟମିତତା ହେଉଛି କି? ହୋଇପାରନ୍ତି ଅନେକ ରୋଗର ଶିକାର, ତୁରନ୍ତ କରନ୍ତୁ ଉପଚାର

ନୂଆଦିଲ୍ଲୀ:  ମାସିକଧର୍ମକୁ ନେଇ ମହିଳାମାନଙ୍କର ଅନେକ ପ୍ରକାରର ସମସ୍ୟା ହୋଇଥାଏ। ଦୀର୍ଘ ଦିନ ଧରି ଏଥିରେ ଅନିୟମିତତା ଦେଖା ଗଲେ ମହିଳାମାନେ ଅନେକ ବଡ଼ ବଡ଼ ରୋଗର ଶିକାର ହୋଇପାରନ୍ତି। ବିଶେଷ କରି ଗର୍ଭଧାରଣ ପାଇଁ ଏହା ଆଦୌ ବି ଶୁଭଙ୍କର ହୋଇ ନଥାଏ। ମାତ୍ର ଚିନ୍ତା କରିବାର କୌଣସି…
ଅଧିକ ଖବର ଦେଖନ୍ତୁ...

ଲକ୍‌‌ଡାଉନ୍‌ରେ ଦୁନିଆ ବେରୋଜଗାର କିନ୍ତୁ ବିରାଟଙ୍କର ଅଧିକ ରୋଜଗାର, ଜାଣନ୍ତୁ କିପରି?

ମୁମ୍ବାଇ: ଲକ୍‌ଡାଉନ୍‌ ହେତୁ ଲୋକ ବେରୋଜଗାର୍‌ ହେଉଛନ୍ତି। ମାତ୍ର ଲୋକପ୍ରିୟ କ୍ରିକେଟ୍‌ ତାରକା ବିରାଟ କୋହଲି ଅଧିକ ରୋଜଗାର କରୁଛନ୍ତି। ଆପଣ ଜ‌ାଣିଲେ ଆଶ୍ଚର୍ଯ୍ୟ ହେବେ ‌ଯେ ଲକ୍‌ଡାଉନ୍‌ ସମୟରେ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍‌ରୁ ଟଙ୍କା ରୋଜଗାର କରୁଥିବା ସେଲିବ୍ରେଟିମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଶିକୁଳିରେ ବନ୍ଧା ମା’ର ମମତା, ଲକଡାଉନ୍ ଯୋଗୁ ହୋଇ ପାରିଲାନି ଚିକିତ୍ସା

ରାୟଗଡ଼ା: ଯେଉଁ ମା’ର ହାତରେ ଦିନେ ପିଲାଙ୍କ ପେଟ ପୁରୁଥିଲା, ଆଜି ସେହି ହାତ ଶିକୁଳିରେ ବନ୍ଧା ପଡ଼ିଛି। ଆବଦ୍ଧ କୋଠରୀ ଭିତରେ ହାତ ବନ୍ଧା ଅବସ୍ଥାରେ ଥିବା ମା’ କେତେବେଳେ ହସୁଛି ତ, କେତେବେଳେ କାନ୍ଦୁଛି। କେତେବେଳେ ପୁଣି ଗାଳି କରି ମାଡ଼ ମାରିବାକୁ ଗୋଡ଼ାଉଛି। ଜୀବନ ହାରିବାକୁ ବି ପଛ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ଚିନ୍ତା ବଢ଼ାଇଲେଣି ପ୍ରବାସୀ, ୫ ମାସ ଓ ୨ ବର୍ଷର ଶିଶୁ ବି ଆକ୍ରାନ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚିନ୍ତା ବଢ଼ାଉଛନ୍ତି ପ୍ରବାସୀ ଫେରନ୍ତା। ଆଜି ପୁଣିଥରେ କଳାହାଣ୍ଡି ଜିଲ୍ଲାରେ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ…
ଅଧିକ ଖବର ଦେଖନ୍ତୁ...