Daily Archives

June 6, 2020

ବିଶ୍ୱ ପରିବେଶ ଦିବସ ନାରାବାଜି ପ୍ରହସନ: ବେଲଘରରେ ହେକ୍ଟର ହେକ୍ଟର ଜଙ୍ଗଲ ପାହାଡ଼ ପଡୁ, ବନ ବିଭାଗ ନିରବ

ତୁମୁଡିବନ୍ଧ: ସାରା ବିଶ୍ୱରେ ପରିବେଶକୁ ନେଇ ଚିନ୍ତା ପ୍ରକଟ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶକୁ ସନ୍ତୁଳନ ରଖିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏ ନେଇ ସବୁସ୍ତରରେ ବିଶ୍ୱ ପରିବେଶ ଦିବସ ପାଳନ କରାଗଲା। କିନ୍ତୁ ଏହା କେବଳ ନାରା ବାଜିରେ ସୀମିତ।ତାହା…
ଅଧିକ ଖବର ଦେଖନ୍ତୁ...

କରୋନା ବଦଳାଇ ଦେଲା ଜୀବନଶୈଳୀ: ମହିଳା ସଶକ୍ତିକରଣ କ୍ଷେତ୍ର‌ରେ ନୂଆ ଦିଶା

ରାୟଗଡ଼ା: ବଢ଼ି, ପାମ୍ପଡ଼, ଆଚାର ତିଆରି କରୁଥିବା ହାତ ଏବେ ଧରିଛି କୋଡ଼ି, କୋଦାଳ। ଡ୍ରେନରୁ ଉଠାଉଛି ମାଟି। ପୋତି ହୋଇଥିବା ଡ୍ରେନରୁ ମଇଳା ହଟିବା ସହ ଦୂର ହେଉଛି ଦୁର୍ଗନ୍ଧ। କେବଳ ଏତିକି ନୁହେଁ, ଗଛ ଚର୍ତୁପାର୍ଶ୍ବରେ ଚାନ୍ଦିନୀ ନିର୍ମାଣ ସହ ଆବଶ୍ୟକ ସ୍ଥାନରେ ତିଆରି ହେଉଛି ମାଇକ୍ରୋ…
ଅଧିକ ଖବର ଦେଖନ୍ତୁ...

ଜଳ ପାଲଟିଛି ଜହର: ଫ୍ଲୋରାଇଡ଼ ପାଣି ଯୋଗୁଁ ଶତାଧିକ ମଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାନୀୟଜଳ ଲୋକଙ୍କ ପାଇଁ ସାତସପନ ହୋଇପଡିଛି । ଫ୍ଲୋରାଇଡ଼ ପାଣି ଯୋଗୁଁ ଜଳ ପାଳିଟିଛି ଜହର । ଫ୍ଲୋରାଇଡ଼ ପାଣି ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୧୦୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଫ୍ଲୋରାଇଡ଼ ଥିବା ୧୪ ରୁ ଉର୍ଦ୍ଧ୍ବ ଗାଁ ରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଠାରୁ ବଳିଗଲା ସଟ୍‌ ଡାଉନ୍‌ ଯନ୍ତ୍ରଣା, ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଫସି ରହିଛନ୍ତି ୧୭ ଯାତ୍ରୀ

ଭଞ୍ଜନଗର: ଦୀର୍ଘ ଦେଢମାସ ହେବ ବନ୍ଦ ରହିଥିଲା ବସ୍‌ ଚଳାଚଳ। କଟକଣା କୋହଳ ପରେ ବସ୍‌ସେବା ଆରମ୍ଭ କରିବା ପାଇଁ ସରକାର ଅନୁମତି ଦେବା ପରେ ଧିରେ ଧିରେ ସ୍ବଭାବିକ ହେବାକୁ ଲାଗିଛି ବସ ଚଳାଚଳ। ଗତକାଲି ପ୍ରଥମ କରି ୩୪ ଜଣ ଯାତ୍ରୀଙ୍କ ନେଇ ପାଇକମାଳ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାର…
ଅଧିକ ଖବର ଦେଖନ୍ତୁ...

ଏକା ସାଥିରେ ୨୫ ସ୍କୁଲ୍‌ରେ ପାଠ ପଢ଼ାଇ ୧ କୋଟି ଆୟ କରିଥିବା ଶିକ୍ଷୟିତ୍ରୀ ଗିରଫ

ଲ‌କ୍ଷ୍ନୌ: ଏକା ସାଥିରେ ୨୫ଟା ସ୍କୁଲ୍‌ରେ ପାଠ ପଢ଼େଇ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ୟୁପିର ଜନୈକା ଶିକ୍ଷୟିତ୍ରୀଙ୍କୁ ଉତ୍ତରପ୍ରଦେଶ ପୁଲିସ୍‌ ଶନିବାର ଗିରଫ କରିଛି। ଅନାମିକା ଶୁକ୍ଳା ନାମ୍ନୀ ଏହି ଶିକ୍ଷୟିତ୍ରୀ ଏକା ସାଥିରେ ୨୫ଟା ସ୍କୁଲ୍‌ରେ ପାଠ ପଢ଼େଇ ୧ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ପ୍ରତିପକ୍ଷ ଗ୍ରୁପ୍‌ ସଦସ୍ୟଙ୍କ ହତ୍ୟା ଅଭିଯୋଗରେ ୨୬ ବର୍ଷିଅ ଯୁବକ ଗିରଫ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଦାବରି ଅଞ୍ଚଳରେ ଗତ ମେ ମାସରେ ପ୍ରତିପକ୍ଷ‌ ଗ୍ରୁପ୍‌ର ଜଣେ ସଦ୍ୟସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୬ ବର୍ଷିଅ ଯୁବକଙ୍କୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ଜଣେ କିଶୋରଙ୍କୁ ବି ଧରାଯାଇଛି ବୋଲି ଶନିବାର ପୁଲିସ୍‌ ସୂଚନା ଦେଇଛି। ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ପରିବେଶ ଦିବସ ଅବସରରେ ପାନ୍‌ଭେଲ୍‌ ଫାର୍ମହାଉସ୍‌କୁ ସଫା କଲେ ସଲମାନ, ଲୁଲିଆଙ୍କ ସମେତ ଆହୁରି ଅନେକ ଅଭିନେତ୍ରୀ…

ମୁମ୍ବାଇ: ବିଶ୍ବ ପରିବେଶ ଦିବସ(୫ ଜୁନ୍‌) ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ସଫେଇ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେ ପାନ୍‌ଭେଲ୍‌ ଫାର୍ମହାଉସ୍‌କୁ ସଫା କରୁଥିବା ଭିଡିଓରେ ଦେଖିବାକୁ ମିଳିଛନ୍ତି। ଭିଡିଓରେ ସଲମାନଙ୍କ ତଥାକଥିତ…
ଅଧିକ ଖବର ଦେଖନ୍ତୁ...

ଚେକ୍‌-ଅପ୍‌ ସମୟରେ ଯୁବତୀଙ୍କୁ ଡାକ୍ତରଙ୍କ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୁଲିସ୍‌

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଭିଯୋଗ ହୋଇଛି ଯେ ଜଣେ ୨୫ ବର୍ଷୀୟା ଯୁବତୀ ତାଙ୍କର ସ୍ବାସ୍ଥ୍ୟ ଚେକ୍‌-ଅପ୍‌ ପାଇଁ ୟୁପିର ଏକ କ୍ଲିନିକ୍‌କୁ ଯାଇଥିବା ବେଳେ ୨ ଜଣ ଡାକ୍ତର ତାଙ୍କୁ ଯୌନ ନିର୍ଯାତନା‌ ଦେଇଛନ୍ତି। ଘଟଣାଟି ଶୁକ୍ରବାର ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ପାଠପଢ଼ା ପାଇଁ ରଖିଥିବା ନିଜର ସମସ୍ତ ସଞ୍ଚିତ ଧନକୁ ଗରିବମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଶଂସା ସାଉଁଟିଲେ…

ଚେନ୍ନାଇ: ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା ଶକ୍ତି ଆଗରେ ଅର୍ଥ କେବେ ବାଧକ ସାଜେନା। ଏପରି ପ୍ରମାଣ କରି ଦେଖେଇଛନ୍ତି ତାମିଲ୍‌ନାଡୁସ୍ଥିତ ମଦୁରାଇର ଜଣେ ସେଲୁନ୍ ମାଲିକଙ୍କ ଝିଅ ଏମ୍‌ ନେଥ୍‌ରା। ଏହି ଲକ୍‌ଡାଉନ୍‌ ସମୟରେ ଗରିବମାନଙ୍କ ପ୍ରତି ତାଙ୍କ ସାହାଯ୍ୟ ଓ ସହାନଭୂତି ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ହେଲା ୮୬

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ଥରେ ୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ନୂଆ ୫ ଜଣଙ୍କ ମଧ୍ୟରୁ ବାହାର ରାଜ୍ୟରୁ ୪ ଜଣ ଫେରିଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...