Daily Archives

June 6, 2020

ଜାମସେଦପୁର ନିକଟରେ ସୁନା ଖଣିର ସନ୍ଧାନ, ୨୫୦ କିଲୋ ସୁନା ଗଚ୍ଛିତ ରହିଛି

କୋଲକତା : କରୋନା ମହାମାରୀ ଯୋଗୁଁ ଦେଶର ସ୍ଥିତି ଏବେ ସମସ୍ୟା ଦେଇ ଗତିକରୁଛି । ଅର୍ଥନୀତି ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥ#ବାବେଳେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇବଢିଚାଲିଛି । ଏପରି ସମୟରେ ଏକ ଭଲ ଖବର ପହଞ୍ଚିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଝାଡ଼ଖଣ୍ଡର…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇ ମୃତ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ରାଉତି ପଞ୍ଚାୟତ ଜଗନ୍ନାଥପାଟଣା ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପଙ୍କ ସଫା କରିବା ଓ ଉଝାଳିବାକୁ କୂଅ ଭିତରେ ପଶିଥିବା ଦୁଇ ଭାଇଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, କୈଳାସ ପ୍ରଧାନ (୪୮) ଓ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଗାନ୍ଧୀଙ୍କ ନାମ ବଦଳାଇଲେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ

ଆଗ୍ରା: ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆଜି କଡା ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଜଣେ ପ୍ରଭାବଶାଳୀ ନେତା ଭାବରେ ଗ୍ରହଣ କରନ୍ତି ନାହିଁ। ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ବଜ୍ରଘାତରେ ଛେଳି ଚରାଳିର ମୃତ୍ୟୁ

ଭଞ୍ଜନଗର: ଆଜି ଅପରାହ୍ନରେ ତାରିସିଂ ଥାନା ଅର୍ନ୍ତଗତ ବଦାଙ୍ଗି ଗ୍ରାମରେ ବଜ୍ରପାତ ଘଟି ଜଣେ ଛେଳି ଚରାଳିର ମୃତ୍ୟୁ ଘଟିଛି। ବଦାଙ୍ଗି ଗ୍ରାମର ଶରତ ନାୟକ(୫୮) ଆଜି ମଧ୍ୟାହ୍ନ ସମୟରେ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଅପରାହ୍ନ ସମୟରେ ଛେଳି ଚରାଉଥିବା ବେଳେ ବଜ୍ରପାତ ଘଟିବାରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟ ପାଇଁ ନୂଆ ସୁଯୋଗ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ଶନିବାର ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ରବି ଓ ସୋମବାର: ଜୀବନରେ ସ୍ଥିରତା ଆସିବ। ମଙ୍ଗଳ ଓ ବୁଧବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ। ଗୁରୁ, ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

ଭୁବନେଶ୍ୱର: ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜେଲ୍‌ ସେଲ୍‌ରେ ବ୍ରାଉନସୁଗର କାରବାର ଘଟଣା: ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚଢ଼ାଉ

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲରେ ଆଜି ସନ୍ଧ୍ୟାରେ ଚଢ଼ାଉ ହୋଇଛି। ଜେଲ ପରିସରରେ ବ୍ରାଉନସୁଗାର କାରବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଉପଜିଲ୍ଲାପାଳ, ଏସଡିପିଓ, ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏଥି…
ଅଧିକ ଖବର ଦେଖନ୍ତୁ...

ନୌସେନା ଗୁପ୍ତଚର ବୃତ୍ତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ : ଗତ ବର୍ଷ ବିଶାଖାପାଟଣାସ୍ଥିତ ଭାରତୀୟ ନୌସେନା ଘାଟିରେ ହୋଇଥିବା ଗୁପ୍ତଚରବୃତ୍ତି ଘଟଣାର ଚେର ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଲମ୍ବିଥ#ବା ଏନଆଇଏ ଜାଣିପାରିଛି । ଏହି ଘଟଣାରେ ଏକ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଆଜି ଏନଆଇଏ ମୁମ୍ବାଇରୁ ଗିରଫ କରିଛି । ତା ନାଁ ହେଉଛି ଅବଦୁଲ ରେହେମାନ…
ଅଧିକ ଖବର ଦେଖନ୍ତୁ...

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଫି ନ ବଢାଇବାକୁ କଲେଜମାନଙ୍କୁ କହିଲା ଏଆଇସିଟିଇ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE)କୁ କରୋନା ମହାମାରୀ ସମୟରେ ପରୀକ୍ଷା କରିବା ନେଇ ବହୁ ଅଭିଯୋଗ ଆସିବାରେ ଲାଗିଛି |ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ଡ. ରାଜୀବ କୁମାର କହିଛନ୍ତି ଯେ ଏହି ସମୟରେ ଲୋକମାନେ ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...