Daily Archives

June 7, 2020

ଏଏସଆଇ ଭିଜିଲାନ୍‌ସ ଜାଲରେ ପଡିବା ଘଟଣା: ମାମଲାରେ ନୂଆ ଟୁଇଷ୍ଟ, ଟଙ୍କାକୁ ନେଇ ଭାଇ ଭାଇ ମଧ୍ୟରେ ଝଗଡା ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ଜଣେ ପୁଲିସ ବାବୁ ବଜ୍ରାଘାତ ସହାୟତା ଟଙ୍କାରେ ଭାଗ ବସାଇବା ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍‌ସ ଜାଲ ବିଛାଇ ଟଙ୍କା ସହ ଥୁଆମୁଳରାମପୁର ଏଏସଆଇ ଓ କନେଷ୍ଟେବଲକୁ ଆଟକ ରଖିଥିବା ବେଳେ ତଦନ୍ତରେ ଏବେ ନୂଆ ମୋଡ଼ ନେଇଛି । ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ପରିଣତ ବୟସରେ ପ୍ରବାସୀଙ୍କ ସୁଃଖଦୁଃଖର ସାଥି ସରପଞ୍ଚ ବିଜୟ, ସାବାସୀ ଦେଲେ ଜିଲ୍ଲାପାଳ, କହିଲେ ଅନ୍ୟ ପାଇଁ ଉଦାହରଣ

ବ୍ରହ୍ମପୁର: ୬୦ବର୍ଷ ବୟସ୍କ ବ୍ୟକ୍ତି ଓ ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ ଘରୁ ବାହାରକୁ ନ ବାହାରିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। ସମାଜିକ ଦ୍ବରତ୍ବ, ସ୍ବଚ୍ଛତା ଓ ସଚେତନତା ଦ୍ବାରା କରୋନାକୁ ରୋକାଯାଇପାରିବ ବୋଲି କୁହାଯାଉଛି। ଗଞ୍ଜାମ ଜିଲ୍ଲା‌ରେ କରୋନା କାୟା ମେଲି ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଏଣିକି କାୟୋସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ ଆରୋଗ୍ୟ ସେତୁ ଆପ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଆଇଟି) ରବିବାର ଦିନ କାୟୋସ୍ ପ୍ଲାଟଫର୍ମରେ ଆରୋଗ୍ୟ ସେତୁ ଆପ ଉପଲବ୍ଧ ହେବ ବୋଲି ଘୋଷଣା କରିଛି। ଏହି ଆପ୍ଲିକେସନ୍ ପୂର୍ବରୁ କେବଳ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଦ୍ୱାରା ପରିଚାଳିତ ମୋବାଇଲ୍ ଫୋନ୍ ପାଇଁ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ରେଳଧାରଣାରେ ଶୋଇଥିବାବେଳେ ଜୀବନ ବଞ୍ଚାଇଲେ ଟ୍ରେନ ଚାଳକ

ବିଜୟନଗରମ: ଟ୍ରେନ ଡ୍ରାଇଭରଙ୍କ ଯୋଗୁଁ ବଞ୍ଚିଗଲା ଆତ୍ମହତ୍ୟା କରିବାକୁ ଆସିଥିବା ଯୁବକଙ୍କ ଜୀବନ | ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଜଣେ ରେଳ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା ହୋଇପାରିଛି । ମିଳିଥିବା ସୂଚନା ମୁତାବକ ବିଜୟନଗରମର…
ଅଧିକ ଖବର ଦେଖନ୍ତୁ...

ଦୋଷ ଲୁଚାଇବାକୁ ସୋନୁଙ୍କୁ ଟାର୍ଗେଟ କଲା ଶିବସେନା!

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତୁଥିବାବେଳେ ଏହାକୁ ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନାକୁ ପସନ୍ଦ ଆସିନାହିଁ | ଶିବସେନା, ଅଭିନେତା ସୋନୁ ସୁଦଙ୍କୁ ବିଜେପିର ମୋହରା ବୋଲି କହିଛି । ଶିବସେନା ମୁଖପତ୍ର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ଘୋଷଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା : ଓଡ଼ିଶାରେ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ମନ୍ଦିର ଓ…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି ପ୍ରାଚୀନ ମନ୍ଦିର ଖୋଲିବ ବୋଲି ଘୋଷଣା ହେବା ପରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା…
ଅଧିକ ଖବର ଦେଖନ୍ତୁ...

ମାରୁତିକୁ ହରାଇ ୧ ନମ୍ବର ସ୍ଥାନ ହାସଲ କଲା ହ୍ୟୁଣ୍ଡାଇ

ମୁମ୍ବାଇ: ତାଲାବନ୍ଦରେ ବାଜି ମାରିଲା ହ୍ୟୁଣ୍ଡାଇ । ଟପ୍ ସେଲିଙ୍ଗ୍ କାର ତାଲିକାର ପ୍ରଥମ ସ୍ଥାନ ଅଧିକାର କରୁଥିବା ମାରୁତି କମ୍ପାନୀକୁ ମାତ୍ ଦେଇ ପ୍ରଥମରେ ରହିଛି ହ୍ୟୁଣ୍ଡାଇ । ସବୁଠୁ ବଡ କଥା ହେଉଛି ତାଲାବନ୍ଦ ସମୟରେ ଯେତେବେଳେ ସବୁ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି, ସେହି ସମୟ ଅବଧି…
ଅଧିକ ଖବର ଦେଖନ୍ତୁ...

ଗୁଳି ମାଡ ସହ ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ରାଉରକେଲା: ଆଜି ରାତି ପ୍ରାୟ ସାଢ଼େ ୮ଟାରେ ରେଳବାଇ କଲୋନି ବଡ ପାର୍କ ନିକଟରେ ଜଣେ ଯୁବକକୁ ଗୁଳି ମାଡ କରି, ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ଦିଲ୍‌ସାଦ୍‌ ଖାନ୍‌ (୪୫)। ହତ୍ୟା ଘଟଣାର କାରଣ ଅସ୍ପଷ୍ଟ ରହିଛି। ପ୍ଲାଣ୍ଟସାଇଟ୍‌ ପୁଲିସ ମୃତକ ଶବ ଜବତ କରି…
ଅଧିକ ଖବର ଦେଖନ୍ତୁ...

ଚାକିରି ପାଇବା ପାଇଁ ବାପାଙ୍କୁ ହତ୍ୟା କଲା ପୁଅ, ସାଥ ଦେଲେ ମା ଓ ଭାଇ

ସାଙ୍ଗରେଣି: ତେଲେଙ୍ଗାନାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଚାକିରି ପାଇବା ପାଇଁ ତାଙ୍କ ବାପାଙ୍କୁ ହତ୍ୟା କରିଛି | ପୁଲିସ କହିଛି ଯେ ଯୁବକ ଜଣକ ତାଙ୍କ ପିତାଙ୍କ ସ୍ଥାନରେ ଚାକିରି ପାଇବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ତାଙ୍କ ୫୫ ବର୍ଷିୟ ପିତାଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ହୋମ କ୍ୱାରେଣ୍ଟାଇନରେ ରଖିଲେ ବିନିକା ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌

ବିନିକା: ଜଙ୍ଗଲରେ ରହୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ଆଣି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ ଜଗଦୀଶ ଚନ୍ଦ୍ର ଜେନା । ପଂଚାୟତରେ ବ୍ୟବସ୍ଥା ହୋଇଥିବା ସରକାରୀ କ୍ୱାରେଣ୍ଟାଇନ ଅବଧି ଶେଷ କରି ବେଙ୍ଗାଲୁର…
ଅଧିକ ଖବର ଦେଖନ୍ତୁ...