Daily Archives

June 7, 2020

ଲକଡାଉନକୁ ନେଇ ଇମ୍ରାନ ଖାନଙ୍କ ବୟାନ, ଭାରତରେ ଗରିବ ଭୋକରେ ମରୁଛନ୍ତି

କରାଚୀ: କରୋନା ଭାଇରସ ମହାମାରୀ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ବନ୍ଦକୁ ବିରୋଧ କରିଆସୁଛନ୍ତି। ସେ କହିଛନ୍ତି ଯେ ଲକଡାଉନ ଯୋଗୁଁ ଗରିବ ଦେଶର ଅର୍ଥନୀତି ନଷ୍ଟ ହୋଇଯିବ। ବର୍ତ୍ତମାନ ସେ ସ୍ମାର୍ଟ ଲକଡାଉନ୍ ବିଷୟରେ କହିଛନ୍ତି ଯେଉଁଥିରେ ଶିଳ୍ପଗୁଡିକୁ ନୂତନ…
ଅଧିକ ଖବର ଦେଖନ୍ତୁ...

ମାଳଦ୍ବୀପରେ ଫସିରହିଥିବା ୭୦୦ଭାରତୀୟ ଫେରିଲେ

ନୂଆଦିଲ୍ଲୀ : ମାଳଦୀପରେ ଫସି ରହିଥିବା ୭୦୦ ଭାରତୀୟଙ୍କୁ ଭାରତ ଫେରାଇ ଆଣିଛି ଭାରତୀୟ ନୌସେନା । ଏମାନଙ୍କୁ ମିଶାଇ ଏବେ ସୁଦ୍ଧା ମୋଟ ୨୬୭୨ ଭାରତୀୟଙ୍କୁ ମାଳଦ୍ପୀପ ଓ ଶ୍ରୀଲଙ୍କାରୁ ଅଣାଯାଇଛି । ମିଳିଥିବା ସୂଚନା ଅନୁସାରେ “ଅପରେସନ ସମୁଦ୍ର ସେତୁ ପାଇଁ ନିୟୋଜିତ ଭାରତୀୟ ନୌସେନା ଜାହାଜ…
ଅଧିକ ଖବର ଦେଖନ୍ତୁ...

କାଲିଠୁ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଖୋଲିବ ବୋଲି କେନ୍ଦ୍ରର ଘୋଷଣା ପରେ ରାଜ୍ୟ ଲଗାଇଲା…

ଭୁବନେଶ୍ୱର:  ଆସନ୍ତାକାଲି (ସୋମବାର)ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମଣ କମିବ : ଗବେଷଣା

ଭୁବନେଶ୍ୱର : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଭାରତରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୮ ହଜାରରେ ପହଞ୍ଚିଛି ଓ ଭାରତ ବିଶ୍ୱର ୫ମ ସର୍ବାଧିକ ପ୍ରଭାବିତ ଦେଶରେ ପହଞ୍ଚିଛି । କିନ୍ତୁ ଏହା ମଧ୍ୟରେ ଏକ ଆଶାର କିରଣ ଦେଖାଦେଇଛି । କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନକଲି ବିଦେଶୀ ମଦ କାରଖାନା ଠାବ: ମହିଳା ସମେତ ୨ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ରାଉରକେଲା: ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ନୁହେଁ ବରଂ ରାଉରକେଲାର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ବିଦେଶୀ ମଦ କାରଖାନା। ସ୍ଥାନୀୟ ପୁଲିସ, ଅବକାରୀ ବିଭାଗ ଚକ୍‌ମା ଦେଇ ବର୍ଷ ବର୍ଷ ଧରି ଚାଳିଛି ନକଲି ମଦ ତିଆରି। ଅବକାରୀ ପୁଲିସ ବାରମ୍ବାର ଚଢ଼ଉ କରୁଥିଲେ ସେମାନଙ୍କ ଉପରେ କୌଣସି ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତି ମାର୍ଗରେ ଲାଗିରହିଥିବା ବାଧା ଦୂର ହେବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ। ବୃଷ: ଭାଗ୍ୟ ଉପରେ ସ˚ପୂର୍ଣ୍ଣରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ, ସୁଫଳ ପାଇବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।…
ଅଧିକ ଖବର ଦେଖନ୍ତୁ...

ହାଇପ୍ରୋଫାଇଲ ସେକ୍ସ ରାକେଟ ପର୍ଦ୍ଦାଫାଶ, ରାଣୀ ମହୁମାଛି ସମେତ ୫ ଯୁବକ ଗିରଫ, ୩ ଯୁବତୀ ଉଦ୍ଧାର

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲିରେ ସେକ୍ସ ରାକେଟ ଠାବ ହୋଇଛି। ଏଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ପଛପାର୍ଶ୍ଵରେ ଚାଲିଥିବା ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟକୁ ଠାବ କରିଛି ପୁଲିସ୍‌। ଏଠାରେ ଦୀର୍ଘ ୧ ବର୍ଷ ହେବ ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଛି।…
ଅଧିକ ଖବର ଦେଖନ୍ତୁ...

ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଲା

ନ୍ୟୁୟର୍କ : ବିଶ୍ୱରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଦିନକୁ ଦିନ ଏହାର ଆତଙ୍କ କମିବ କଣ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଯାଇଛି । ସର୍ବାଧିକ ୧ ଲକ୍ଷରୁ ଅଧିକ ମୃତ୍ୟୁ ଆମେରିକାରେ ହିଁ ହୋଇଛି । ଆମେରିକାର ଜନ ହପକିନ୍ସ ବିଶ୍ୱ ବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଭୋର ୩ଟା ପର୍ଯ୍ୟନ୍ତ ପବଜି ଖେଳିବା ପରେ ଆତ୍ମହତ୍ୟା କଲା ୧୪ବର୍ଷର ବାଳକ

କୋଟା: ପୁଣି ବିବାଦ ଘେରକୁ ଆସିଛି ଅନଲାଇନ ଗେମ ଆପ ପବଜି | ପୂର୍ବରୁ ଏହି ଅନଲାଇନ ଗେମ ପାଇଁ ଅନେକ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ଘଟିଥିବା ବେଳେ ଏବେ ଜଣେ ୧୪ବର୍ଷର ବାଳକ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ଶନିବାର ସକାଳେ ବାଳକର ମୃତଦେହ ଶୋଇବା ଘରେ ଝୁଲୁଥିବା…
ଅଧିକ ଖବର ଦେଖନ୍ତୁ...

କାଲିଠୁ ଗଡ଼ିବ ସରକାରୀ ବସ୍‌: ପ୍ରଥମ ପର୍ଯ୍ୟାୟରେ ଭଞ୍ଜନଗରରୁ ଯିବ ୨ଟି

ଭଞ୍ଜନଗର: ସରକାର ଏବଂ ଓଏସ୍‌ଆରଟିସି ଆସନ୍ତାକାଲି ଠାରୁ ବସ୍‌ ଚଳାଚଳ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଅଢେଇ ମାସରୁ ଅଧିକ ସମୟ ଧରି କରୋନା କଟକଣା ପାଇଁ ସମସ୍ତ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ କଟକଣା କୋହଳ ହେବାପରେ ସରକାର ବସ୍‌ ଚଳାଚଳ ପାଇଁ…
ଅଧିକ ଖବର ଦେଖନ୍ତୁ...