Daily Archives

June 29, 2020

ଚିଲ୍ଲିଗୁଡା ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଟାଉନ ଥାନାର ଦ୍ଵାରସ୍ଥ ହେଲେ ରେଞ୍ଜର 

ଜୟପୁର: ଚିଲ୍ଲିଗୁଡା ବେଆଇନ କାଠ ଓ ବେଆଇନ ମଦ ତିଆରିର ମୁଖ୍ୟ ଅଭିଯୁକ୍ତ ଖସି ପଳାଇବା ଘଟଣାକୁ ୨୪ ଘଣ୍ଟା ବିତିଛି। ଆଜି ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଜୟପୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ। କିପରି ଅଭିଯୁକ୍ତ ମହେନ୍ଦ୍ର ସାହୁ ଓ ତାଙ୍କ ଭାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଉତ୍ତରଘୁମୁସର ବନଖଣ୍ଡରେ ବାଘ ଆତଙ୍କ!ବାଇବାଲିରେ ବାଛୁରୀକୁ ମାରିଲା କଲରାପତରିଆ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ। ଗତ ସେପ୍ଟମ୍ବର ମାସରେ ଏହି ବନଖଣ୍ଡ ଅର୍ନ୍ତଗତ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଗୃହ ପାଳିତ ପଶୁ ମାନଙ୍କୁ ବାଘ ଆକ୍ରମଣ କରି ବନ ବିଭାଗର ନିଦ ହଜାଇ ଦେଇଥିବା ବେଳେ ପୁଣି ଏହି ବନଖଣ୍ଡ ଅର୍ନ୍ତଗତ ବାଇବାଲିରେ ଏକ ବାଛୁରୀକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପୁଞ୍ଜି ନିବେଶ ପାଇଁ ଭଲ ପରାମର୍ଶ ପାଇବେ। ଜୀବନସାଥୀଙ୍କ ଠାରୁ ଢେର୍ ପ୍ରେମ ପାଇବେ। ବୃଷ: ବିଶେଷ କାର୍ଯ୍ୟ ଅତିଶୀଘ୍ର ପୂରା କରିଦେବେ। ଧନଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ଣ ୪ ଘଟିକା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିବେ । ଅନ୍‌ଲକ୍‌-୨ର ଗାଇଡଲାଇନ୍‌ ଆଜି ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଯାଇଛି । ଠିକ୍‌ ଏହାର…
ଅଧିକ ଖବର ଦେଖନ୍ତୁ...

ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଁଥିଲେ ଏହି ବର୍ଷା ଋତୁରେ ଖାଆନ୍ତୁ ଏସବୁ ଫଳ

ବର୍ଷାଦିନରେ ଶରୀରରେ ସାମାନ୍ୟ ଅଳସୁଆ ପଣ ଆସିଥାଏ। ଆଉ ବର୍ଷାଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ। ଆପଣ ଯେତେ ପରିମାଣରେ ଫଳ ଖାଇବ‌େ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ। ବର୍ଷା ଦିନେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପ୍ରଶାସନିକ‌ ସ୍ତରରେ ଅଦଳବଦଳ: ୩ ଆଇଏଏସ୍‌ ଓ ୧୦ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ରାଜ୍ୟ ସରକାର ଆଇଏଏସ୍‌ ଓ ଓଏଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନି ଜଣ ଆଇଏଏସ୍‌ ଓ ୧୦ ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଥିବା ଜାଣିବାକୁ ମିଳିଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ପାଟ୍‌ନା ଯିବେ ଶେଖର ସୁମନ

ମୁମ୍ବାଇ: ଟେଲିଭିଜନ ହୋଷ୍ଟ୍‌ ତଥା ଅଭିନେତା ଶେଖର ସୁମନ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ପାଟ୍‌ନା ଯିବେ। ସେ ସେଠାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରିବାକୁ ଚାପ ପକାଇବେ। ଶେଖର…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୩୧ ଯାଏଁ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୦ରୁ ସକାଳ ୫ ଘରୁ ବାହାରିବା ମନା

ନୂଆଦିଲ୍ଲୀ: ଆଜି ଗୃହ ମନ୍ତ୍ରାଳୟ ଅନଲକ-୨ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ବିଭିନ୍ନ କଟକଣା ସମୟସୀମାକୁ ଜୁଲାଇ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। କରୋନା ସଂକ୍ରମଣ ହ୍ରାସ ପାଉ ନ ଥିବାରୁ କେନ୍ଦ୍ର ସରକାର କଟକଣାରେ ବିଶେଷ କୋହଳ…
ଅଧିକ ଖବର ଦେଖନ୍ତୁ...

୧୨୯ ବର୍ଷ ପରେ ମିଳିଲା ହଜି ଯାଇଥିବା ସାପ ପ୍ରଜାତିର ସନ୍ଧାନ

ଡେରାଡୁନ୍‌: ଆସାମରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି। ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ଉଦ୍ଧାର କରିଥିବା ଏହି ସାପଟିକୁ ଶେଷ ଥର ପାଇଁ ୧୨୯ ବର୍ଷ ତଳେ ଦେଖିବାକୁ ମିିଳିଥିଲା। ହେବିୟସ୍‌ ପିଆଲି ପ୍ରଜାତିର ଏହି ସାପଟିକୁ ପ୍ରଥମ ଥର…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ଚାଲିଗଲା ଚାକିରି: ସମସ୍ୟାକୁ ବେଖାତିର୍‌ କରି ପରିବାର ଚଳାଇବାକୁ ଗାଡ଼ି ମେକାନିକ୍‌ ସାଜିଲେ…

ଖମାମ୍‌: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଲାଗୁ‌ ହୋଇଥିବା ଲକ୍‌ଡାଉନ୍‌ ହେତୁ ଅନେକ ଲୋକ ନିଜର ଜୀବିକା ଅର୍ଜନର ପନ୍ଥା ହରାଇଛନ୍ତି। ଅନେକ ଲୋକ କିଛି ଭିନ୍ନ କରି ଉଦାହରଣ ବି ସୃଷ୍ଟି କରିଛନ୍ତି। ଏହି ପରିସ୍ଥିତିରେ ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଏକ କଲେଜର…
ଅଧିକ ଖବର ଦେଖନ୍ତୁ...