Monthly Archives

June 2020

ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା : ୮ଟାରେ ପହଣ୍ଡି, ମଧ୍ୟହ୍ନ୧୨ଟାରୁ ରଥଟଣା

ପୁରୀ:  ଆସନ୍ତାକାଲି ବାହୁଡାଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବେ।  ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି।ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲ‌ା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ୯ କୋଭିଡ୍‌ ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ୍‌ର ୯ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସପି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କରିଥିବା ଟୁଇଟ ଅନୁସାରେ ପୁଲିସ୍‌ ବିଭାଗର ୯ ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏଥି ସହ ସେ ସୂଚନା…
ଅଧିକ ଖବର ଦେଖନ୍ତୁ...

ଜୁମ ଆପ୍ ବ୍ୟାନ୍ ନ କରିବାର ରହସ୍ୟ ବାବଦରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ସୋମବାର ଭାରତ ସରକାର ୫୯ ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିରେ ଲୋକପ୍ରିୟ ଆପ୍ ଟିକଟକ, ଲାଇକ୍ ଏବଂ କ୍ୟାମ ସ୍କାନର୍ ଅନ୍ତର୍ଭୁକ୍ତ ରହିଛି | ତେବେ ଏହି ତାଲିକାରେ ଜୁମ୍ ଆପର ନାମ ନଥିବା ଦେଖି ସୋସିଆଲ ମିଡିଆରେ ୟୁଜର୍ସ ମାନେ ମଧ୍ୟ ଏହା ଚୀନ ଆପ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଦେଶର ୮ ଟି ସହରରୁ କୋଲକାତାକୁ ବିମାନ ଉଡ଼ାଣ ବନ୍ଦ ରଖିବାକୁ କେନ୍ଦ୍ରକୁ ଲେଖିଲେ ମମତା

କୋଲକାତା: ରାଜ୍ୟରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ବର୍ତ୍ତମାନ ପାଇଁ ଦେଶର ୮ଟି ସହରରୁ ପଶ୍ଚିମବଙ୍ଗକୁ ବିମାନ ଉଡ଼ାଣକୁ ବନ୍ଦ ରଖିବା ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜଗୁଡ଼ିକ ଆଗାମୀ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ । ସେହିଭଳି ଶିକ୍ଷାଦାନ କରୁଥିବା କୋଚିଂ ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ପାଠ ପଢ଼ାହେବ ନାହିଁ । ଆଜି ରାତି ଅନଲକ-୧ ଅବଧି ଶେଷ ହେବା ପୂର୍ବରୁ ଜୁଲାଇରେ କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଭଉଣୀ ଉପରେ ହୋଇଥିବା ବଳାତ୍କାରର ପ୍ରତିଶୋଧ ନେବାକୁ ତିହାର ଜେଲ ଭିତରେ ବଳାତ୍କାରୀକୁ ହତ୍ୟାକଲା ଭାଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଜଣେ କଏଦୀ ଅନ୍ୟ ଜଣେ ଅନ୍ତେବାସୀ ବନ୍ଦୀକୁ ଆଜି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛଅ ବର୍ଷ ତଳେ ଘଟିଥିବା ଏକ ବଳାତ୍କାର ଘଟଣାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ତିହାର ଜେଲ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ମୃତ୍ୟୁ ଘଟିବା ପରେ ପତ୍ନୀ କହିଲେ, ସେ ଜଣେ ଯୋଦ୍ଧା ଭ‌ାବେ ମନେ ରହିବେ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଅନେକ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ନିକଟରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପତ୍ନୀଙ୍କ ସାହସିକତା ଏବେ ସମସ୍ତଙ୍କୁ ଚକିତ କରିଛି। କରୋନା ଭାଇରସ୍‌ର ଶିକାର ହୋଇ ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କର୍ମ ସାଧନ ଲାଗି ଭଲ ସୁଯୋଗ ଆସିବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: କାମକୁ ଠିକ୍‌ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ମଲ୍‌, ହଲ୍‌ ଓ ହୋଟେଲ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କ’ଣ କହୁଛି

ଭୁବନେଶ୍ୱର: ଅନଲକ-୧ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ଜାରି ହୋଇଥିବା ନୂତନ…
ଅଧିକ ଖବର ଦେଖନ୍ତୁ...

ପୁଣି ଚେତାଇଲେ ସରକାର : ଏଣିକି ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ନିୟମ ନ ମାନିଲେ ଆହୁରି କଡ଼ା ହେବ…

ଭୁବନେଶ୍ୱର: କରୋନା ସହ ଚାଲିବ ଏକ ଲମ୍ବା ଲଢ଼େଇ।  ମାର୍ଚ୍ଚ ୧୫ ତାରିଖଠାରୁ ଏଯାବତ୍  ରାଜ୍ୟ ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରି ଚାଲିଛି। ଏଥିରେ ସଫଳତା ମଧ୍ୟ ମିଳିଛି।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...