Monthly Archives

July 2020

କଳାହାଣ୍ଡି ଜିଲ୍ଲାରେ ପୁଣି ଆଜି ୩୩ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୫କୁ ଛୁଇଁଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୩୩ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ୮ ଜଣ, ଲାଞ୍ଜିଗଡ଼ ବ୍ଲକରେ ୪ ଜଣ, ପର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ ଜଣ, ଜୁନାଗଡ଼ ବ୍ଲକର ୫ ଜଣ, ୩ ଜଣ ପୁଲିସ, କଲମପୁର ବ୍ଲକରେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଅଭାବ: ଆଗେଇ ପାରୁନାହିଁ ଚାଷ କାର୍ଯ୍ୟ

ଭବାନୀପାଟଣା:: କଳାହାଣ୍ଡି ଜିଲ୍ଲାରେ ଗତ ତିନି ବର୍ଷ ମଧ୍ୟରେ ଚଳିତ ଜୁଲାଇ ମାସରେ ସବୁ ଠାରୁ ସର୍ବ ନିମ୍ନ ବର୍ଷା ହେବା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ରେ ବିଳମ୍ବ ନେଇ ଚାଷୀ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ଜିଲ୍ଲାରେ ଗତ…
ଅଧିକ ଖବର ଦେଖନ୍ତୁ...

ଶ୍ରାବଣରେ ଗ୍ରୀଷ୍ମର କଷଣ, ପଡ଼ିଆ ପଡ଼ିଛି ଜମି

ରାୟଗଡା: ଆଷାଢ଼-ଶ୍ରାବଣ ମେଘ ବରଷଇ ଘନ ଘନ । ରାୟଗଡ଼ାରେ କିନ୍ତୁ ଏହି ଦୁଇ ମାସରେ ବର୍ଷା ଉଭାନ୍ ହୋଇଯାଇଛି। ଶ୍ରାବଣରେ ଗ୍ରୀଷ୍ମର କଷଣ ଯୋଗୁ ଶହ ଶହ ଏକର ଜମି ପଡ଼ିଆ ପଡ଼ିଛି। ଉପର ମୁଣ୍ଡ ସମେତ ଖାଲୁଆ ଅଞ୍ଚଳରେ ପାଣି ନଥିବାରୁ ରୁଆ, ବେଉଷଣ ହୋଇପାରିନି। ଯାହାକୁ ନେଇ ଚାଷୀକୂଳ ସମେତ କୃଷି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଝଗଡା ଲାଗିଲେ ଚୀନ ଓ ଅଷ୍ଟ୍ରେଲିଆ ରାଜଦୂତ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରକୁ ନେଇ ଅଷ୍ଟ୍ରେଲିଆ ସହ ଚୀନ୍‌ର ବିବାଦ ବଢ଼ିବାରେ ଲାଗିଛି। ଭାରତରେ ଥିବା ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରୀ ଓ’ଫରେଲ ଚୀନ୍‌ର ଦକ୍ଷିଣ ଚୀନ୍ ସାଗର ଉପରେ ଅଧିକାରକୁ ମାନିବାକୁ ମନା କରି ଦେଇଛନ୍ତି। ଆଉ ବେରୀଙ୍କ ଏହି ବିବୃତ୍ତିକୁ ଭାରତରେ ଥିବା ଚୀନ୍…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ୍ ୩ରେ ହୋଟେଲ୍ ଓ ସାପ୍ତାହିକ ହାଟ ଖୋଲିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ…

 ନୂଆଦିଲ୍ଲୀ: ଅନ୍‌ଲକ୍ ୩.୦‌ରେ ହୋଟେଲ୍‌ ଓ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦେବା ନିମନ୍ତେ ଆମ୍ ଆଦ୍‌ମି ପାର୍ଟି ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ଲେଫ୍‌ଟନାଣ୍ଟ୍‌ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଅଗ୍ରାହ୍ୟ କରିଛନ୍ତି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ଲାଗି କେନ୍ଦୁଝର, କେନ୍ଦ୍ରାପଡ଼ା ଓ ମୟୂରଭଂଜରେ ସପ୍ତାହାନ୍ତ ସଟଡାଉନ 

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ମହାନଗର ନିଗମ ଅଂଚଳରେ ଅଗଷ୍ଟ ମାସରେ ପ୍ରତି ସପ୍ତାହର ଶେଷ ଦୁଇ ଦିନ (ଶନିବାର ଓ ରବିବାର) ସଟଡାଉନ ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ ଜୁଆ ଖେଳକୁ ପ୍ରୋତ୍ସାହିତ ପ୍ରସଙ୍ଗରେ କୋହଲିଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ପିଟିସନରେ ବିରାଟ ଅନଲାଇନ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରାଯାଇଥିବାବେଳେ ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି । ବିରାଟ କୋହଲିଙ୍କ ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

ଛାତିରେ ଗୁଳି ବାଜିଥିବା ଅବସ୍ଥାରେ ଥାନାକୁ ଆସିଲେ ଯୁବକ

ଆଗ୍ରା: ଛାତିରେ ଗୁଳି ବାଜିଥିବାବେଳେ ଥାନାକୁ ଆସିଲେ ଯୁବକ | ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଥାନା କର୍ମଚାରୀ | ଉତ୍ତରପ୍ରଦେଶର ମୁଜାଫରନଗରର ତିତାବି ପୁଲିସ ଷ୍ଟେସନରେ ଆଜି କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କିଛି ବାଇକ ଆରୋହୀ ଯୁବକଙ୍କୁ ଗୁଳି ଚଳାଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗାନ୍ଧୀ ବଦଳାଇଥିଲେ, ମୋଦୀ ଫେରାଇଦେଲେ

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାର ନୂତନ ଜାତୀୟ ଶିକ୍ଷା ନୀତିକୁ ଅନୁମୋଦନ ଦେଇଥିଲେ । ଏହା ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟକୁ ବଦଳାଇବା ପ୍ରସ୍ତାବକୁ ମଧ୍ୟ ମୋଦୀଙ୍କ କ୍ୟାବିନେଟ ଅନୁମୋଦନ କରିଛି। ତେବେ ଆପଣ ଜାଣିଛନ୍ତି କି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀର ପ୍ରଭାବ ଆଗାମୀ କିଛି ଦଶନ୍ଧି ଧରି ଅନୁଭୂତ ହେବ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ଶହେ ବର୍ଷରେ ଥରେ ଆସିଥାଏ । ଏହି ମହାମାରୀର ପ୍ରଭାବ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେୟସସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରିକାଳୀନ ବୈଠକ ଅବସରରେ ସେ…
ଅଧିକ ଖବର ଦେଖନ୍ତୁ...