Daily Archives

July 1, 2020

କଳାହାଣ୍ଡି ଜିଲ୍ଲାରେ ମଣ୍ଡିବନ୍ଦ ପାଇଁ ଚକ୍ରାନ୍ତ!, ୪ ଲକ୍ଷ ରୁ ଉର୍ଦ୍ଧ୍ଵ କୁଇଣ୍ଟାଲ ଧାନ କେବେ ଉଠିବ ?

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ବନ୍ଦ ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଛି। ଏବେ ମଧ୍ୟ ଜିଲ୍ଲାରେ ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି। ମୌସୁମୀ ବର୍ଷା ଯୋଗୁଁ ଏହି ଧାନ ଉଠାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା!

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରପୁରରେ ଆଜି ଦୁର୍ବୃତ୍ତମାନେ ବାଇକ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଛନ୍ତି ରାଧେ ପ୍ରଧାନ (୨୮)। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜିଲ୍ଲାର ଉଲୁଣ୍ଡା ବ୍ଲକ କଳାପଥର ଛକଠାରେ ଗ୍ରାହକ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ କାନ୍ଦୁଛି ଜନନୀ: ୧୦୨ ଗାଁକୁ ନାହିଁ ଆମ୍ବୁଲାନସ୍ ସେବା, ଦୋଳା ଭରସା

ରାୟଗଡ଼ା: ୧୦୨ ଗାଁକୁ ନାହିଁ ଆମ୍ବୁଲାନସ୍ ସେବା। ନିତିଦିନିଆ ରାସ୍ତା ନଥିବାରୁ ଗର୍ଭବତୀଙ୍କ ପାଇଁ ସାହା ଭରସା ପାଲଟିଛି ଦୋଳା ଓ ଷ୍ଟ୍ରେଚର୍। ସୁରକ୍ଷିତ ପ୍ରସବ ପାଇଁ ଗାଁ ନିକଟରେ ଥିବା ମା’ ଗୃହକୁ ପ୍ରସବ ତାରିଖ ପୂର୍ବରୁ ଆସିବାକୁ ରାଜି ହେଉ ନାହାନ୍ତି ପ୍ରସୂତୀ। ଶେଷ ମୁହୂର୍ତରେ ଛଟପଟ…
ଅଧିକ ଖବର ଦେଖନ୍ତୁ...

ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷକଙ୍କୁ ଚିଠି ଲେଖିଲେ ଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ସଚିବ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ଜୁଲାଇ ୧୩ ତାରିଖରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ କ୍ଲାସ ଆରମ୍ଭ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ହେଲ୍‌ପଲାଇନ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ଆତ୍ମହତ୍ୟା ପୂର୍ବରୁ ଗୁଗୁଲରେ କରିଥିଲେ ଏସବୁ ସର୍ଚ୍ଚ; ମୋବାଇଲର ଫରେନ୍‌ସିକ୍‌ ରିପୋର୍ଟ ସାମ୍ନାକୁ ଆସିଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଯେତେ ଆଗକୁ ବଢ଼ୁଛି ସେତିକି ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ମୋବାଇଲର ପ୍ରାଥମିକ ଫରେନସିକ୍‌ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରୁ ଅନୁମାନ କରାଯାଉଛି କି ସୁଶାନ୍ତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଏବଂ…
ଅଧିକ ଖବର ଦେଖନ୍ତୁ...

କୋରିଅର ବଏଙ୍କ ହାତରେ ଫାଟିଗଲା ପାର୍ସଲ; ସ୍ଥାନୀୟବାସିନ୍ଦା ଭୟଭୀତ

ମୋଗା: ପଞ୍ଜାବ ମୋଗା ଜିଲ୍ଲାରେ ଜଣେ କୋରିଅର ବଏଙ୍କ ହାତରେ ପାର୍ସଲ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ କୋରିଅର ଦୋକାନ ସାମ୍ନାରେ ହୋଇଥିବା ବିସ୍ଫୋରଣରେ ଜଣେ ଡେଲିଭରି ବଏ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ…
ଅଧିକ ଖବର ଦେଖନ୍ତୁ...

ଦୁଧଓ୍ୱା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଲା ଲାଲ ରଙ୍ଗର ଦୁର୍ଲଭ ସାପ

ଲଖିମପୁର : ଦୁର୍ଲଭ ସାପ ପ୍ରଜାତି ତାଲିକାରେ ଥିବା ରେଡ କୋରାଲ କୁକରୀର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅନ୍ତର୍ଗତ ଦୁଧଓ୍ୱା ଜାତୀୟ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏହି ସାପକୁ ଦେଖିବାକୁ ମିଳିଥିଲା । ସାପକୁ ଦେଖିବା ପରେ ଜଣେ କର୍ମଚାରୀ ତାହାର ଫଟୋ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ବିବାହର ପ୍ରତିଶ୍ରୁତି ଦେଇ ଅନୈତିକ ସଂପର୍କ, ଫେରାର ପ୍ରେମିକ ଗିରଫ

ବୀରମହାରାଜପୁର: ମୋବାଇଲ୍‌ରୁ କଥାବାର୍ତ୍ତା। ଏହାପରେ ପ୍ରେମ ଓ ଆଗକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ସହିତ ଅନୈତିକ ସମ୍ପର୍କ। କିନ୍ତୁ ମିଛଆ ପ୍ରେମିକ କଥା ରଖି ନପାରି ଫେରାର ହେବାର କିଛି ଦିନ ପରେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା କାର୍ତ୍ତିକ ଝାଙ୍କର (୨୪)। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ସମାଜବାଦୀ ପାର୍ଟିର ନେତା ରକ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଖକୁ ଲେଖିଲେ ଚିଠି

ଆଜମଗଡ଼: ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଆଜମଗଡ ଜିଲ୍ଲାର ସାଂସଦ ଅଖିଳେଶ ଯାଦବଙ୍କ ଦଳର କର୍ମକର୍ତ୍ତା ଲାଲଜୀ ଯାଦବ ରକ୍ତରେ ଚିଠି ଲେଖି ଭଉଣୀର ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି। ଏସପି ମୁଖ୍ୟଙ୍କ ପରେ ଲାଲଜୀ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳସ୍ତର ୧୫ ଫୁଟ୍‌ ଖସିଲା, ଆଉ ୪ ଗେଟ୍‌ ବନ୍ଦ

ସମ୍ବଲପୁର: ଗେଟ୍‌ ଖୋଲିବାର ୬ ଦିନ‌ ମଧ୍ୟରେ ହୀରାକୁଦ ଜଳସ୍ତର ଠିକ୍‌ ୧୫ ଫୁଟ୍ ଖସିଛି। ପରେ ବୁଧବାର ସକାଳେ ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ବନ୍ଦ କରା ଯାଇଛି। ଫଳରେ ବାମ ସ୍ପିଲ୍‌ୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ରହିଛି। ବୁଧବାର ରାତି…
ଅଧିକ ଖବର ଦେଖନ୍ତୁ...