Daily Archives

July 2, 2020

ଭାରତ ପରେ ଏବେ ଋଷିଆର ଏହି ସହରକୁ ନିଜର ବୋଲି ଦାବି କଲା ଚୀନ

ନୂଆଦିଲ୍ଲୀ: ଭାରତ ସହିତ ଲଦାଖରେ ସୀମା ବିବାଦ ବଢାଉଥିବା ଚୀନ୍ ବର୍ତ୍ତମାନ ଋଷିଆର ଭ୍ଲାଡିଭୋଷ୍ଟୋକ ସହରକୁ ନିଜର ବୋଲି ଦାବି କରିଛି। ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ ସମ୍ପାଦକ ଶେନ୍ ସିୱାଇ ଦାବି କରିଛନ୍ତି ଯେ ଋଷିଆର ଭ୍ଲାଡିଭୋଷ୍ଟୋକ ସହର ୧୮୬୦ ପୂର୍ବରୁ ଚୀନ୍‌ର ଥିଲା।…
ଅଧିକ ଖବର ଦେଖନ୍ତୁ...

ନା ସାଂସଦ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ! ତେବେ କାହିଁକି ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଦାମୀ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନୋଟିସ ଜାରି କରିଛନ୍ତି ସରକାର। କଂଗ୍ରେସ ନେତ୍ରୀ ତଥା ରାଜୀବ-ସୋନିଆଙ୍କ ଝିଅ ପ୍ରିୟଙ୍କାଙ୍କୁ ଆବଣ୍ଟିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସାମସଙ୍ଗ ଘୋଷଣା କଲା ଅଫର: ଟିଭି କିଣିଲେ ମିଳିବ ଦୁଇଟି ମୋବାଇଲ ଫୋନ

ନୂଆଦିଲ୍ଲୀ: ସାମସଙ୍ଗ ନିକଟରେ ୨୦୨୦ କ୍ୟୁଏଲଇଡ଼ି ୮କେ ଟିଭି ସିରିଜ୍ ଘୋଷଣା କରିଥିଲା | ସାମସଙ୍ଗର କ୍ୟୁଏଲଇଡ଼ି ୮କେ ଟିଭିର ମୂଲ୍ୟ ୪.୯୯ ଲକ୍ଷ ଟଙ୍କା ଥିବାବେଳେ ନିଜର ବିକ୍ରି ବଢାଇବାକୁ ଏବେ ଏହି କମ୍ପାନୀ ଆକର୍ଷଣୀୟ ଅଫର ଘୋଷଣା କରିଛି | ଗ୍ରାହକମାନେ ସାମସଙ୍ଗର ଏହି ସ୍ମାର୍ଟ ଟିଭି କ୍ରୟ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ଓଡ଼ିଶା ପାଇଁ ଆଶା ଦିଦିଙ୍କ ନିଆରା ସଂକଳ୍ପ: କୋଭିଡ ଲଢେଇରେ ଯୋଦ୍ଧା ସାଜିଛନ୍ତି ୪୬ ହଜାରରୁ ଅଧିକ ଆଶା କର୍ମୀ

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ପାଇଁ ସଂକଳ୍ପଟିଏ | କରୋନାର ଗୁଜବ ଓ ମନରେ ଥିବା ଭ୍ରାନ୍ତ ଧାରଣାରୁ ଦୂରେଇବା ସହ ଅବିରତ ସେବାରେ ଲାଗିପଡିଛନ୍ତି ୪୬ ହଜାରରୁ ଅଧିକ ଆଶାକର୍ମୀ | ଆଜି ଆମେ ଏମିତି ଜଣେ ଆଶା ଦିଦିଙ୍କ ବିଷୟରେ କହିବୁ ଯିଏ କି ଲୋକଙ୍କ ସହ ସବୁ ପରିସ୍ଥିତିରେ ରହିଛନ୍ତି, ଏହା ପାଇଁ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ମୁତୟନ ହେଲେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିବା ସ୍ପେଶାଲ ଫୋର୍ସ

ଲଦାଖ: ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ଲଦାଖରେ ସ୍ୱତନ୍ତ୍ର ବାହିନୀ ବା ସ୍ପେଶାଲ ଫୋର୍ସକୁ ମୁତୟନ କରିଛି। ସୂଚନାନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ପାରା ସ୍ପେଶାଲ ଫୋର୍ସର ୟୁନିଟକୁ ଲଦାଖକୁ ନିଆଯାଇଛି ଯେଉଁଠାରେ ସେମାନେ ଅଭ୍ୟାସ କରୁଛନ୍ତି। ୨୦୧୭ ରେ ପାକିସ୍ତାନ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଚାରି ଦିନିଆ ରିମାଣ୍ଡରେ ଗଲେ ଗିରଫ ଥାନା ଅଧିକାରୀ

ରାଉରକେଲା: ବହୁ ବର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଆଜି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟରେ ହଜାର କରାଯାଇଥିଲା। ରିମାଣ୍ଡ ପାଇଁ ସରକାରୀ ଓକିଲ ୭ ଦିନ ଆବେଦନ…
ଅଧିକ ଖବର ଦେଖନ୍ତୁ...

କଟକ: କ୍ୟାନସର ହସ୍‌ପିଟାଲ ଓ ଏସ୍‌ସିବିରୁ ୬୬ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକର ୨ଟି ହସ୍‌ପିଟାଲରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରୁ ୧୧ ଜଣ ଓ ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରେ ପୁଣି ୫୫ ଜଣ କରୋନା ଚିହ୍ନଟ ହୋଇଛନ୍ତି। କ୍ୟାନ୍‌ସର ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ ଓ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଓ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ ଚେକିଂ,ଜରିମାନା ଆଦାୟ

ଆଳି: ଆଜି ରାତିରେ ଆଳିର ପୁଲିସ,ପ୍ରଶାସନ ପକ୍ଷରୁ କଡାକଡି ଚେକିଂ କରାଯିବା ସହିତ କରୋନା କଟକଣା,ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଛି।ଆଳି ତହସିଲଦାର ତପନ କୁମାର ସେନାପତିଙ୍କ ଉପସ୍ଥିତିରେ ଆଳିଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ,…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ କନେଷ୍ଟବଳ ହାତରେ ଲେଖିଦେଲେ ଅପରାଧୀଙ୍କ ଗାଡି ନମ୍ବର, ଖୋଜି ଧରିଲା ପୁଲିସ

ଚଣ୍ଡୀଗଡ଼: ମୃତ୍ୟୁ ପୂର୍ବରୁ ଦେଇଗଲେ ଗୁରୁତ୍ୱପୂର୍ଣ୍ଣ ସୁରାକ | ହାତରେ ଲେଖିଦେଲେ ଅପରାଧୀଙ୍କ ଗାଡି ନମ୍ବର | ଆଉ ଏହି ନମ୍ବରରୁ ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ | ହରିୟାଣାର ସୋନିପତରେ ଏଭଳି ଏକ ଘଟଣା ଘଟିଛି | ଯେଉଁଠି ଦୁଇ ଜଣ ପୁଲିସ କନେଷ୍ଟବଳଙ୍କୁ ଅପରାଧୀ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହାଙ୍କୁ ସିସୋଦିଆଙ୍କ ଜବାବ: ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷ ଛୁଇଁବ…

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷ ଛୁଇଁବ, ଏ ଆକଳନ କେନ୍ଦ୍ର ସରକାରଙ୍କ ପାଖରୁ ଆସିଥିଲା । ମୁଁ କେବଳ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ଜନସାଧାରଣଙ୍କୁ…
ଅଧିକ ଖବର ଦେଖନ୍ତୁ...