Daily Archives

July 2, 2020

ଭଲ ଖବର: ରାଜ୍ୟରେ ଆରମ୍ଭ ହେବ ‘ବଳରାମ’ ଯୋଜନା, ଉପକୃତ ହେବେ ୭ ଲକ୍ଷ ଭୂମିହୀନ ଚାଷୀ

ଭୁବନେଶ୍ୱର: ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଭଲ ଖବର ଆଣିଛନ୍ତି। ‘କାଳିଆ’ ଯୋଜନା ପରେ ରାଜ୍ୟ ସରକାର ‘ବଳରାମ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ବଳରାମ ଯୋଜନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଇସୋଲେସ୍‌ନରେ ସ୍ୱାମୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତସିଂହପୁର: ଆଇସୋଲେସ୍‌ରେ ଚିକିତ୍ସାଧୀନ ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶ ପ୍ରସ୍ତୁତ ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ପାଇଁ ରାଜ୍ୟର ଆଇଏମ୍‌ଏସ୍‌ ସହ ସମ୍‌ ହସ୍ପିଟାଲକୁ ମନୋନୀତ କଲା…

ଭୁବନେଶ୍ୱର: ସ୍ୱଦେଶ ଭାରତରେ ପ୍ରସ୍ତୁତ ପ୍ରଥମ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଟିକାର ସର୍ବପ୍ରଥମ ମାନବ ପରୀକ୍ଷଣ (କ୍ଲିନିକାଲ ଟ୍ରାଏଲ) ପାଇଁ ଭୁବନେଶ୍ୱରର ଦି ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ (ଆଇଏମ୍‌ଏସ୍‌) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଖୁବ୍ ‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ସାମିଲ ହେବେ କିନ୍ନର

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ପୁରୁଷ ଓ  ମହିଳା ସହିତ ତୃତୀୟଲିଙ୍ଗ କିନ୍ନରଙ୍କୁ ବି ସ୍ଥାନ ମିଳିବ। ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି । ଗୃହମନ୍ତ୍ରାଳୟ ଅତିରିକ୍ତ କମାଣ୍ଡାଣ୍ଟ ପରୀକ୍ଷାରେ କିନ୍ନରଙ୍କୁ ସାମିଲ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଡିମିର୍ ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଦ୍ବିତୀୟ ବିଶ୍ବ ଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ସମାରୋହର ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟର ସଫଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପ୍ରଫେସରଙ୍କ ତତ୍ତ୍ୱାବଧାନରେ ଉତ୍ତର ପ୍ରଦେଶରେ ବିକଶିତ ହେଲା ଆଡଭାନ୍ସ ଭାଇରୋଲଜି ଲ୍ୟାବ୍, ଦୈନିକ ହେବ ୫୦୦…

ନୂଆଦିଲ୍ଲୀ: କରୋନା ଯାଞ୍ଚ ପାଇଁ ଲକ୍ଷ୍ନୗସ୍ଥିତ ନ୍ୟାସନାଲ୍‌ ବଟାନିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଏନ୍‌ବିଆର୍‌ଆଇ)ର ନିର୍ଦ୍ଦେଶକ ତଥା ଓଡ଼ିଆ ପ୍ରଫେସର ସରୋଜକାନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ବିକଶିତ ହୋଇଛି ଆଡଭାନ୍ସ ଭାଇରୋଲଜି ଲାବୋରୋଟୋରି । ଆସନ୍ତାକାଲିଠାରୁ ଲକ୍ଷ୍ନୗରେ ଏହି…
ଅଧିକ ଖବର ଦେଖନ୍ତୁ...

ସଶସ୍ତ୍ର ବାହିନୀର ଶକ୍ତି ବଢ଼ାଇବା ପାଇଁ ୨୧ଟି ମିଗ -୨୯ ଏବଂ ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କ୍ରୟ କରିବ ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଦିନ ୨୧ଟି ମିଗ -୨୯ କ୍ରୟ ପ୍ରସ୍ତାବ ସହିତ ଭାରତୀୟ ବାୟୁସେନାର ଥିବା ମିଗ -୨୯ବିମାନର ନବୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହ, ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କ୍ରୟ ପାଇଁ ସବୁଜ ସଙ୍କେତ ମଧ୍ୟ ଦେଇଛି | ରୁଷରୁ ମିଗ୍ -୨୯କ୍ରୟ ଏବଂ…
ଅଧିକ ଖବର ଦେଖନ୍ତୁ...

ସାପ୍ତାହିକ ସଟ୍‌ଡାଉନ୍‌ ତାଲିକାରେ ଯୋଡ଼ିହେଲା ପୁଣି ୩ ଜିଲ୍ଲା, ରାଜ୍ୟରେ ଏବେ ୧୩ଟି ଜିଲ୍ଲାରେ ହେବ ସଟ୍‌ଡାଉନ୍‌

ଭୁବନେଶ୍ୱର: କୋଭିଡ-୧୯ ପଜିଟିଭ ସଂଖ୍ୟା ବଢିଥିବାରୁ ରାଜ୍ୟର ଆହୁରି ୩ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ ଘୋଷଣା ହୋଇଛି। ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ଜୁଲାଇ ମାସରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ ହେବ। ଉପରୋକ୍ତ ୩ଟି ଜିଲ୍ଲାରେ ବାଣିଜ୍ୟିକ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ମାସରେ ସୁଶାନ୍ତ ସିଂ ରାଜପୁତ ପାଖାପାଖି ୫୦ଟି ସିମ୍‌ ବଦଳାଇଥିଲେ

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ବିହାର ଲୋକଗାୟକ ସୁନିଲ ଛେଲା ବିହାରୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ କୌଣସି ଗ୍ୟାଙ୍ଗ୍‌ ପକ୍ଷରୁ ଧମକ ଦିଆଯିବା କଥା ସାମ୍ନାକୁ ଆଣି ଗମ୍ଭୀର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...