Daily Archives

July 3, 2020

ମାସକରେ ଶତକ ଟପିଲା ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଶେଷଜ୍ଞ କରୋନା ସଂକ୍ରମିତ!

ରାୟଗଡ଼ା: ଜୁନ୍ ୩ରେ ରାୟଗଡ଼ାରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ଆକ୍ରାନ୍ତ। ଠିକ୍ ମାସକ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପି ୧୧୫ରେ ପହଞ୍ଚିଛି। ଜିଲ୍ଲାର ଗୁଣପୁର, ରାମନାଗୁଡ଼ା, ବିଷମକଟକ, କୋଲନରା, କାଶୀପୁର ବ୍ଲକ୍ ସମେତ ଗୁଣପୁର ଓ ରାୟଗଡ଼ା ପୌର ପରିଷଦରେ ଚିହ୍ନଟ ହୋଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନ ବିସ୍ଫୋରକ ସ୍ଥିତିରେ: ଦିନକରେ ୨ ମୃତ, ୨୮୩ ପଜିଟିଭ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି। ସ୍ଥିତି ଏଭଳି ହୋଇଛି, କୋରନାରେ ପ୍ରତ୍ୟହ ଜଣେ ଦୁଇ ଜଣଙ୍କ ଜୀବନ ଯାଉଛି। ଆଉ ଶତାଧିକ ସଂକ୍ରମିତ ହେଉଛନ୍ତି। ଆଜି ଜିଲ୍ଲାରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗି ଦେଇଛି। ଦିନକରେ ଜିଲ୍ଲାର ଦୁଇ ଜଣଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ: ବ୍ୟବହାର କରୁଥିବା ହ୍ୟାଣ୍ଡ ସାନିଟାଇଜର ଅସଲି ନା ନକଲି ଜାଣିବା ପାଇଁ ଆପଣାନ୍ତୁ ଏହି ତିନି…

ନୂଆଦିଲ୍ଲୀ: ସାଧାରଣଲୋକଙ୍କ ପକ୍ଷରେ ହ୍ୟାଣ୍ଡ ସାନିଟାଇଜର‌ ଅସଲି କି ନକଲି ତାହା ପରିଖିବା କଷ୍ଟକର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦେଶର ଦୁଇଜଣ ଡାକ୍ତର ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ କିପରି ସହଜରେ ଘରେ ବସି ହ୍ୟାଣ୍ଡ ସାନିଟାଇଜର ଅସଲି ନା ନକଲି ଜାଣି ହେବ ତାହା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଜୁଲାଇ ୬ ତାରିଖ ଦିନ ସଞ୍ଚୟ ଲୀଲା ଭନ୍‌ସାଲୀଙ୍କ ବୟାନ ରେକର୍ଡ କରିବ ପୁଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ପୁଲିସ ବର୍ତ୍ତମାନ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ନିକଟରେ ଯାଇ ପହଞ୍ଚି ଯାଇଛି। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ଆସନ୍ତା ସୋମବାର ସଞ୍ଚୟ ଲୀଲା ଭନସାଲୀଙ୍କ…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା ଜ୍ବର କାଶ ହେଲେ ଚିକିତ୍ସା ଲାଗି କୋଭିଡ୍ କେୟାରେ ସେଣ୍ଟର ଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଛତ୍ରପୁୂର: ଥଣ୍ଡା, କାଶ ଓ ଜ୍ବର ହେଲେ ଲୁଚାନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ ପରାସିଟାମଲ୍‌ ଖାଆନ୍ତୁ ନାହିଁ। ଥଣ୍ଡା, କାଶ, ଜ୍ବର ଥିଲେ ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାଇବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ଏକାଠି ହୋଇପାରିବ ୧୦୦ଜଣଙ୍କୁ ନେଇ ଭିଡିଓ କନଫରେନସିଂ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର। ଭିଡିଓ କଲିଂର ଚାହିଦା ବୃଦ୍ଧିକୁ ଦେଖି କମ୍ପାନି ନିଜର ଏକ ଭିଡିଓ କନଫରେନସିଂ ଆପ୍‌ ‘ଜିଓମିଟ୍‌’ ଲଞ୍ଚ କରିଛି। ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋର ସହିତ ଏହି ଆପ୍‌କୁ ଡେସ୍କଟପ୍‌ ବ୍ୟବହାରକାରୀଙ୍କ ପାଇଁ ବି ଲଞ୍ଚ…
ଅଧିକ ଖବର ଦେଖନ୍ତୁ...

କରୋନାର ପ୍ରଭାବ: ଉଜୁଡ଼ିଗଲା ପରିବାର, ପୁଅର ମୃତ୍ୟୁ ପରେ ବାପା-ମା’ଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର: କରୋନା ସମାଜ ପାଇଁ କିଭଳି କାଳ ସାଜିପାରେ ଓ ଏହି ମାରାତ୍ମକ ରୋଗ ଯୋଗୁଁ ଗୋଟିଏ ପରିବାର କେମିତି ନିଶ୍ଚିହ୍ନ ହୋଇଯାଏ, ତାହାର ଏକ ଦୁଃଖଦ ପରିଣତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦେଖିବାକୁ ମିଳିଛି। କବିସୂର୍ଯ୍ୟନଗରରେ ଗତକାଲି ମଧ୍ୟ ଏକ ଘଟଣାରେ ଏକମାତ୍ର ପୁଅର କରୋନା…
ଅଧିକ ଖବର ଦେଖନ୍ତୁ...

ଏସି ବ୍ୟବହାର ଦ୍ୱାରା ହୋଇପାରେ କରୋନା ସଂକ୍ରମଣ: ଚେତାବନୀ ଦେଲେ ହାର୍ଭାଡ ବୈଜ୍ଞାନିକ

ନ୍ୟୁୟର୍କ: ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ ସଂକ୍ରମଣ ସମୟରେ ହାର୍ଭାଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏସିର ବ୍ୟବହାରକୁ ନେଇ ଚେତାବନୀ ଦେଇଛନ୍ତି। ପ୍ରଫେସରଙ୍କ କହିବାନୁସାରେ, ଏୟାର କଣ୍ଡିସନିଂ ବା ଏସି କରୋନା ସଂକ୍ରମଣର ଏକ ପ୍ରମୁଖ ମାଧ୍ୟମ ହୋଇପାରେ । ଏହାପୂର୍ବରୁ ଅନେକ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ବଢ଼ାଉଛି ସାମାଜିକ ଦୂରତା, ମୃତକଙ୍କୁ କାନ୍ଧ ଦେଲେନି ଆତ୍ମୀୟ, ପ୍ରଶାସନ ନେଲା ଶବ

ବ୍ରହ୍ମପୁର: ମହାମାରୀ କରୋନା ଭାଇରସ ସାମାଜିକ ଦୂରତା ବଢ଼ାଉଛି। ମୃତ ବ୍ୟକ୍ତିଙ୍କୁ ପରିବାର ଲୋକେ ସ୍ପର୍ଶ କରିବାକୁ ଚାହୁଁନାହାନ୍ତି। ଫଳରେ ପ୍ରଶାସନର ହସ୍ତକ୍ଷେପର ଆବଶ୍ୟକତା ପଡୁଛି। ଗଞ୍ଜାମରେ କରୋନା ଭୂତାଣୁ ସଂକ୍ରମଣ ଯେମିତି ବ୍ୟାପିବାରେ ଲାଗିଛି, ଗାଁ ଗାଁରେ ସାମାଜିକ ଅସନ୍ତୁଳନ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ; ସମୁଦ୍ର ଭିତରୁ ସାର୍କ ମାଛକୁ ଧରି କିପରି ଆକାଶକୁ ଉଡ଼ିଗଲା ଚିଲ

ନୂଆଦିଲ୍ଲୀ: ଚଳିତ ବର୍ଷ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅଦ୍ଭୁତ ଫଟୋ ଓ ଭିଡିଓ ସବୁ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଭିଡିଓ ପକ୍ଷୀ ଓ ଏକ ସାର୍କର ଦେଖିବାକୁ ମିଳିଥିଲା। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ପକ୍ଷୀ ତାର ପନ୍‌ଝାରେ ସାର୍କ ମାଛକୁ ସମୁଦ୍ର ଭିତରୁ ଧରି…
ଅଧିକ ଖବର ଦେଖନ୍ତୁ...