Daily Archives

July 4, 2020

ପିଆରଏମରେ କାୟା ମେଲାଉଛି କରୋନା: ଦନ୍ତ ବିଭାଗର ଡାକ୍ତର ଆକ୍ରାନ୍ତ, ବନ୍ଦହେଲା ଦନ୍ତ ବିଭାଗ

ବାରିପଦା: ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଧୀରେ ଧୀରେ ପ୍ରବେଶ ମେଲୁଛି କରୋନା। ଗତକାଲି ପିଆରଏମର ଦନ୍ତ ବିଭାଗର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। କୌଣସି ରୋଗୀଙ୍କଠାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ପିଆରଏମରେ ଭୟର ବାତାବରଣ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ଯୋଗୁଁ ଦୁଇ ସପ୍ତାହରେ ବିହାରରେ ଗଲାଣି ୧୦୦ରୁ ଅଧିକ ଜୀବନ

ପାଟନା: ଶନିବାର ଦିନ ବିହାରରେ ବଜ୍ରପାତ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ୪ ଟି ଜିଲ୍ଲାରେ ଏହି ଅଘଟଣ ଘଟିଛି। ଭୋଜପୁରରେ ୪ଜଣ, ସରଣରେ ୪ ଜଣ, ପାଟନାରେ ଜଣେ ଏବଂ ବକ୍ସରରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ବିହାରର ୮ ଟି ଜିଲ୍ଲାରେ ବଜ୍ରପାତରେ ୨୬ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ଗାଲଭାନ୍ ଭ୍ୟାଲିରେ ସହିଦ ହୋଇଥିବା ୨୦ ଯବାନ ବୀରତ୍ୱ ଉପରେ ଅଜୟ ଦେବଗନ ନିର୍ମାଣ କରିବେ ଫିଲ୍ମ

ମୁମ୍ବାଇ: ପରଦାରେ ଦେଖିବାକୁ ମିଳିବ ୨୦ ସହିଦ ଯବାନଙ୍କ ବୀରତ୍ୱର କାହାଣୀ | ଆଉ ଏହାକୁ ପରଦାରେ ଦେଖାଇବେ ବଲିଉଡର ଚର୍ଚ୍ଚିତ ଅଭିନେତା ଅଜୟ ଦେବଗନ | ଅଜୟ ଦେବଗନ୍ ଗାଲଭାନ୍ ଭ୍ୟାଲିରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ବୀରତ୍ୱ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହାକୁ ନେଇ ସିନେ…
ଅଧିକ ଖବର ଦେଖନ୍ତୁ...

ଏଣିକି ରେଡ଼ିଓ ମାଧ୍ୟମରେ ସଂସ୍କୃତରେ ଶୁଣିବାକୁ ମିଳିବ ଖବର

ନୂଆଦିଲ୍ଲୀ: ଏଣିକି ସଂସ୍କୃତରେ ଆପଣ ଖବର ଶୁଣିପାରିବେ | ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି | ଅଲ ଇଣ୍ଡିଆ ରେଡିଓ (AIR) ଶନିବାରଠାରୁ ସଂସ୍କୃତରେ ଏହାର ପ୍ରଥମ 'ସମ୍ବାଦ ପତ୍ରିକା' ବୁଲେଟିନ୍ ପ୍ରସାରଣ ଆରମ୍ଭ କରିଛି। ଏହି ବୁଲେଟିନରେ ସଂସ୍କୃତ ଭାଷାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଚୀନକୁ ଝଟକା: ଏହି ମେଟ୍ରୋ ପ୍ରକଳ୍ପ ଟେଣ୍ଡରକୁ ବାତିଲ କଲେ ସରକାର

ଆଗ୍ରା: ଗାଲଭାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହେଵା ପରେ ଓ ୨୦ ଜଣ ଯବାନ ସହିଦ ହେଵା ପରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଚୀନ୍‌କୁ ଘେରିବା ଆରମ୍ଭ କରିଛି । ଏହି କାରଣରୁ ଭାରତ ସରକାର ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି। ଏବେ ଚୀନ୍‌କୁ ଭାରତ ଆଉ ଏକ ଝଟକା ଦେଇଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

କୋଭିଡ ମୁକାବିଲା ଲାଗି ଗଂଜାମ ଗଲେ ୪ ଜଣ ଡିଏସ୍‌ପି ଓ ୪ ପ୍ଲାଟୁନ ପୁଲିସ

ଭୁବନେଶ୍ୱର/ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜି ୪ ଜଣ ଯୁବ ଡିଏସ୍‌ପି ଓ ୪ ପ୍ଲାଟୁନ ପୁଲିସ ପଠାଇଛନ୍ତି। ଏମାନେ କୋଭିଡ-୧୯ ପରିଚାଳନା କାର୍ଯ୍ୟରେ ସହଯୋଗ କରିବେ। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଘରେ ରେହା କରିଥିବା ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୟା’ ଭିତରେ ୨୦ ଦିନ ବିତିଗଲାଣି। ମାତ୍ର ଆଜି ବି ତାଙ୍କ ପ୍ରଶଂସକଙ୍କ ମନରୁ ଲିଭୁନି ସୁଶାନ୍ତଙ୍କ ସ୍ମୃତି। ସୁଶାନ୍ତଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ସୁଶାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ତାକୁ ଏନ୍‌କାଉଣ୍ଟର୍‌ରେ ମାରି ଦିଆଯାଉ : ୮ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ଅପରାଧୀ ବିିକାଶ ଦୁବେର ମାଆଙ୍କ ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରସ୍ଥିତ ବିକ୍‌ରୁ ଗ୍ରାମରେ ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ କୁଖ୍ୟାତ ଅପରାଧୀ ବିକାଶ ଦୁବେ ସଂପର୍କରେ ତାଙ୍କ ନିଜ ମାଆ ଯେଉଁଭଳି ବୟାନ ଦେଇଛନ୍ତି ତାହା ଆପଣଙ୍କୁ ଚକିତ କରିବ। ‘ଏଭଳି ପୁଅର ବଞ୍ଚିବାର‌ କୌଣସି ଅଧିକାର ନାହିଁ,…
ଅଧିକ ଖବର ଦେଖନ୍ତୁ...

ନିଖେଜ ଯୁବକର ମୃତଦେହ ଠାବ, ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦେତାରିମୁଣ୍ଡା ଗାଁ ମୁଣ୍ଡରେ ଜଣେ ଯୁବକର ମୃତ ଦେହ ଠାବ କରା ଯାଇଥିବା ଜଣାପଡିଛି । ତେବେ କିଛି ଦିନ ହେଲା ଦୁନ୍ଦେଲ ଗ୍ରାମର କନ୍ଦର୍ପ ମାଝୀ ନାମକ ଜେନିକ ବ୍ୟକ୍ତି ନିଖୋଜ ଥିବା ନେଇ ଲରମ୍ଭା ଥାନାରେ ତାଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ପୁଣି ୧୦ ଜଣ କରୋନା ପଜିଟିଭ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦୬

ଅନୁଗୁଳ: ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି। ପୂର୍ବରୁ ୫୪ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି ଆଉ ୪ଜଣ ସୁସ୍ଥ ହୋଇ କୋଭିଡ୍‌ କେୟାର ସେଣ୍ଟରକୁ ନିରୀକ୍ଷଣ ପାଇଁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...