Daily Archives

July 4, 2020

କ୍ୟାନସର ହସ୍‌ପିଟାଲରୁ ପୁଣି ୩୮ ଜଣ କରୋନା ପଜିଟିଭ୍‌

କଟକ: ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରୁ ପୁଣି ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ କ୍ୟାନ୍‌ସର ହସ୍‌ପିଟାଲରୁ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏସ୍‌ସିବିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଏସ୍‌ସିବିରୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ବେଲଗାମ କରୋନା: ୭ ଦିନରେ ଚିହ୍ନଟ ହେଲେଣି ୭୨

ବାରିପଦା: ମୟୂରଭଞ୍ଜରେ ବେଲଗାମ ହେଉଛି କରୋନା। ଆଜି ଗୋଟିଏ ଦିନରେ କେବଳ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ସାତଦିନ ମଧ୍ୟରେ ଜିଲ୍ଲାରେ ୭୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣକୁ ନେଇ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଲୋକାଲ କଣ୍ଟାକ୍ଟ୍‌ରୁ ୨୩ ଜଣ…
ଅଧିକ ଖବର ଦେଖନ୍ତୁ...

‘କବାଟ ଖୋଲ, ମୋ ମାକୁ ଟିକେ ଦେଖ’ ବାରମ୍ବାର ନିବେଦନ ପରେ ବି ଖୋଲିଲାନି ମେଡିକାଲର ଦ୍ୱାର

ହରଦୋଇ: 'ହାତ ଯୋଡୁଛି, ମେଡିକାଲର କବାଟ ଖୋଲ, ମୋ ମାକୁ ଟିକେ ଦେଖ' କିଛି ଏଭଳି ଆକୁଳ ନିବେଦନ କରୁଥିଲେ ଜଣେ ପୁଅ | ତାଙ୍କ ଆଖିର ଲୁହରେ ହସ୍ପିଟାଲ ବାରଣ୍ଡା ଭିଜିଥିଲା ସତ, କିନ୍ତୁ ଖୋଲିନଥିଲା ମେଡିକାଲର ଦ୍ୱାର | ଯାହାଫଳରେ ପୁଅର କୋଳରେ ହିଁ ଗୁରୁତର ଆହତ ହୋଇଥିବା ମା ଶେଷ ନିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ଯାତ୍ରା ସାରି ରତ୍ନବେଦୀକୁ ଫେରିଲେ ଲୀଳାମୟ, କାଲିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ବର୍ଷାର ପୂର୍ବାନୁମାନ: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୭ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଆଜି ୫ଟି ଗେଟ ଖୋଲାଯାଇଛି। ଏଥିସହିତ ଖୋଲାଥିବା ଗେଟ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଜଳଭଣ୍ଡାରର ଜଳସ୍ତର ୬୦୨.୦୬…
ଅଧିକ ଖବର ଦେଖନ୍ତୁ...

‘ଆତ୍ମନିର୍ଭର ଭାରତ’ ଗଢ଼ିବା ପଥରେ ମୋଦୀ, ସ୍ବଦେଶୀ ଆପ୍‌ ବାହାର କରିବାକୁ ଆଇଟି କ୍ଷେତ୍ରକୁ ଆହ୍ବାନ

ନୂଆଦିଲ୍ଳୀ: ଭାରତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିବା ପରେ ‘ଆତ୍ମନିର୍ଭର ଭାରତ’ ଗଢ଼ିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ମୋଦୀ ଦେଶର ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ପେସାଦାରମାନଙ୍କୁ ସ୍ବଦେଶୀ ଆପ୍‌ ଲଞ୍ଚ୍‌ କରିବାର ଚ୍ୟାଲେଞ୍ଜ୍‌…
ଅଧିକ ଖବର ଦେଖନ୍ତୁ...

ଆଜି ଧୋନି-ସାକ୍ଷୀଙ୍କ ଦଶମ ବିବାହ ବାର୍ଷିକୀ, ସୋସିଆଲ୍‌ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଦଶମ ବିବାହ ବାର୍ଷିକୀ। ୨୦୧୦ ମସିହା ଠିକ୍‌ ଆଜିର ଦିନରେ ସାକ୍ଷୀ ରାୱତଙ୍କୁ ବିବାହ କରଥିଲେ ଧୋନି। ମାହି ଭାବେ ପରିଚିତ ଧୋନି ଡେରାଡୁନ୍‌ଠାରେ ୨୦୧୦ ମସିହା ଜୁଲଇ ୪ ତାରିଖରେ ସାକ୍ଷୀଙ୍କ ହାତ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଘଟିଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ପାକିସ୍ତାନ ସମର୍ଥିତ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।  ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଆରାହ ଅଞ୍ଚଳରେ ସଂଘଠିତ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ  ଆଉ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡାରେ ଯୁବକର ମୃତ୍ୟୁ, ମେଡିକାଲରୁ ଘରକୁ ନେଇ ଝଡାଫୁଙ୍କା କଲେ ପରିବାର ଲୋକ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମର ଜଣେ ଯୁବକର ସର୍ପ ଦଂଶନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ବି ପରିବାରବର୍ଗ ବିଶ୍ବାସକୁ କରିପାରିଲେ ନାହିଁ। ପରିବାରର ଭେଣ୍ଡା ପୁଅର ମୃତ୍ୟୁରେ…
ଅଧିକ ଖବର ଦେଖନ୍ତୁ...

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ରାଜସ୍ୱ ନିରୀକ୍ଷକ

ଖଡ଼ିଆଲ: ବାଲିଘାଟ କରାଇ ଦେବା ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ରାଜସ୍ୱ ନିରୀକ୍ଷକ ଦିନମଣି ରାଉତରାୟ ଭିଜିଲାନ୍ସ ବିଭାଗର ଅଧିକାରୀମାନଙ୍କ ହାତରେ ଧରାପଡ଼ିଛନ୍ତି। ଶ୍ରୀ ରାଉତରାୟଙ୍କୁ ଭବାନୀପାଟଣା ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...