Daily Archives

July 5, 2020

ଅବହେଳିତ ଐତିହାସିକ ସ୍ଥଳୀ: ବିକ୍ରମଖୋଲ ଗୁମ୍ଫାରୁ ଲିଭିଯାଉଛି ପ୍ରଚୀନ ଶିଳାଲିପି

ଝାରସୁଗୁଡା (ପ୍ରଶାନ୍ତ ମିଶ୍ର): ଶିଳ୍ପାୟନ ଓ ଖଣି ଖାଦାନକୁ ଝାରସୁଗୁଡ଼ା ଜିଲ୍ଲାରେ ଯେଭଳି ଗୁରୁତ୍ୱ ଦିଆଯାଉଛି ଅନ୍ୟକ୍ଷେତ୍ର ଗୁଡ଼ିକ ପ୍ରତି ସେତିକି ଯତ୍ନ ନିଆଯାଉ ନାହିଁ। ସରକାରୀ ଉଦାସୀନତା ଓ ଆନ୍ତରିକତାର ଅଭାବ ଫଳରେ ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନ ବିଭବ ଆଜି ଭୁଲୁଣ୍ଠିତ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: କୋଇଲା ଚୋରଙ୍କୁ ଧରିବାରେ ବିଫଳ ପୁଲିସ

ଭଦ୍ରକ: ଭଦ୍ରକ-ଧାମରା ରେଳପଥ କରିଡର ହୋଇଛି କୋଇଲା ଚୋରଙ୍କର ଚରାଭୂଇଁ। ଜିଲ୍ଲାରେ ଏବେ ବଡ ବଡ ଚୋରି ଡକାୟତି ହେଉନଥିବା ବେଳେ କୋଇଲା ଚୋର ମାତିଛନ୍ତି। ଏଇ କୋଇଲା ଚୋରି ରାକେଟର ଚେର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର ଠାରୁ ଆରମ୍ଭ କରି ଝାରଖଣ୍ଡର ଜାମସେଦପୁର ପର୍ଯ୍ୟନ୍ତ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ଅଚାନକ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ସୁଖ ଶାନ୍ତି…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଚାଷ କରି ଚମକିଲେ ଚକାପାଦ ବୋହୂ

ଫୁଲବାଣୀ:ସ୍ବାବଲମ୍ବୀ ହେବାକୁ ରୋଷେଇ ଘର ଛାଡି କୁକୁଡା ଫାର୍ମରେ ସସ୍ମିତା। କନ୍ଧମାଳରେ ପ୍ରଥମ କଡକନାଥ କୁକୁଡା ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି ଚକାପାଦ ବ୍ଳକ ଆରବାକା ଗାଁର ସସ୍ମିତା ପଟ୍ଟନାୟକ। କଡକନାଥ କୁକୁଡା ଚାଷ ମଧ୍ୟପ୍ରଦେଶରେ ହୁଏ। ଏହି କୁକୁଡାର ମାଂସ ସୁସ୍ବାଦ ଥିବା ବେଳେ ଏହା…
ଅଧିକ ଖବର ଦେଖନ୍ତୁ...

ଲଗାତାର ବର୍ଷାରେ ଉଛୁଳିଲା ହ୍ରଦର ପାଣି

ମୁମ୍ବାଇ: କରୋନା ସଂକ୍ରମଣରେ ମୁମ୍ବାଇରେ ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଲଗାତାର ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତାକୁ ବଢ଼ାଇଦେଇଛି | ଗତ ୩ ଦିନ ଧରି ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ପୋୱାଇ ଅଞ୍ଚଳରେ ଥିବା ପୋୱାଇ ହ୍ରଦ ସମ୍ପୂର୍ଣ୍ଣ ଭରି ଯାଇଛି ଏବଂ ରବିବାର ସକାଳେ ଡ୍ୟାମରୁ ପାଣି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ଜେଲରେ ଅଭାବନୀୟ ଘଟଣା: ବିଚାରାଧୀନ କଏଦୀଙ୍କ ଗଳାକାଟି ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ବାଲେଶ୍ୱର ଜେଲରେ ରବିବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଚାରାଧୀନ ବନ୍ଦୀ ଖାଇବା ଚାମଚରେ ନିଜ ଗଳା ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବନ୍ଦୀଜଣକ ବସ୍ତା ଥାନା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ବ୍ରଜରାଜନଗର: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ଅଛନ୍ତି। ତାଙ୍କୁ ଶନିବାର ରାତିରେ ବରଗଡ଼ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ ଡ଼ାଇବେଟିଜ୍‌ ଓ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ।…
ଅଧିକ ଖବର ଦେଖନ୍ତୁ...

୧ଲକ୍ଷ ଟଙ୍କାର ବିଦ୍ୟୁତ ବିଲକୁ ନେଇ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ବର୍ଷିଲେ ଅର୍ଶଦ

ମୁମ୍ବାଇ: ନିଜର ବର୍ଦ୍ଧିତ ବିଦ୍ୟୁତ୍ ବିଲକୁ ନେଇ ବଲିଉଡ ଅଭିନେତା ଅର୍ଶଦ ୱାର୍ସି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ଖୁବ ବର୍ଷିଛନ୍ତି | ଅର୍ଶଦ ତାଙ୍କୁ ଦିଆଯାଇଥିବା ଏକ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାବଦରେ ଟ୍ୱିଟ୍ କରିଛନ୍ତି। ଏହା ଉପରେ ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଜବାବ ଦେଇ…
ଅଧିକ ଖବର ଦେଖନ୍ତୁ...

କଟକ ଜିଲ୍ଲାରେ ପୁଣି ୨୩ ଜଣଙ୍କୁ କରୋନା: ଶିଶୁ ଭବନରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବିରୁ ୭ ଜଣ କର୍ମଚାରୀ ପଜିଟିଭ

କଟକ: ଆଜି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ଏସ୍‌ସିବିର କର୍ମଚାରୀ ଅଛନ୍ତି। ଏସ୍‌ସିବିର ଆଇସୋଲେସନ ଓ୍ଵାର୍ଡରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଚୌଦ୍ୱାର ଅଂଚଳରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଶିଶୁ ଭବନରେ ପ୍ରଥମ କରୋନା…
ଅଧିକ ଖବର ଦେଖନ୍ତୁ...

ରୋଷେଇ ଘରୁ ଉଦ୍ଧାର ହେଲେ ୧୪ ନାଗସାପ ଛୁଆ

ଯାଜପୁର: ୧୪ଟି ନାଗ ସାପ ଛୁଆ ଉଦ୍ଧାର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁଯାୟୀ, ସାରଙ୍ଗପୁର ଗ୍ରାମର ପଦ୍ମଲୋଚନଙ୍କ ଘରେ ବାରମ୍ବାର ଛୋଟ ନାଗ ସାପ ଛୁଆ ବାହାରିବାରୁ ସେ ସୁକିନ୍ଦାର…
ଅଧିକ ଖବର ଦେଖନ୍ତୁ...