Daily Archives

July 5, 2020

ଲେହ ଗସ୍ତ ପରେ ରାଷ୍ଟ୍ରପତିଙ୍କୁ ଭେଟି ସମ୍ପୂର୍ଣ୍ଣ ବିବରଣୀ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କିଭଳି ଅଛି ଲେହରେ ଭାରତୀୟ ସେନାର ସ୍ଥିତି, ଆଜି ଏ ବାବଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ପ୍ଲାଜମା କଳାବଜାରୀ: ହ୍ୱାଟ୍ସଆପରେ ବିକ୍ରି ହେଉଛି ରକ୍ତ ପ୍ଲାଜମା

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଣ୍ଡବ ରଚାଇବାରେ ଲାଗିଛି | ଭାରତର ପଡୋଶୀ ଦେଶ ପାକିସ୍ତାନରେ ଦୁଇ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନରେ ଏବେ ରକ୍ତ ପ୍ଲାଜମାର…
ଅଧିକ ଖବର ଦେଖନ୍ତୁ...

ତିରୁବନନ୍ତପୁରମ୍‌ସ୍ଥିତ ୟୁନାଇଟେଡ୍ ଆରବ ଏମିରେଟ୍‌ କନ୍‌ସୁଲେଟ୍‌କୁ ଯିବା ପାଇଁ ଆସିଥିବା ଲଗେଜ୍‌ରୁ ୩୦ କିଲୋ ସୁନା…

ତିରୁବନନ୍ତପୁରମ୍: ତିରୁବନନ୍ତପୁରମ୍‌ରେ ଥିବା ୟୁନାଇଟେଡ୍ ଆରବ ଏମିରେଟ୍‌ କନ୍‌ସୁଲେଟ୍‌କୁ ଯିବା ନିମନ୍ତେ ମାଲବାହୀ ବିମାନରେ ଆସିଥିବା ଏକ ଲଗେଜ୍‌ରୁ  ରବିବାର ଦିନ କଷ୍ଟମ୍‌ ଆଣ୍ଡ୍‌ ପ୍ରିଭେଣ୍ଟିଭ୍ ଡିପାର୍ଟମେଣ୍ଟ୍ ଅନ୍ୟୂନ ୩୦ କିଲୋ ସୁନା ଜବତ କରିଛି। ଡିପ୍ଲୋମାଟିକ୍ ମିସନ୍‌କୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀଙ୍କୁ ଟେକି ଆଣିଲେ ପରିବାର ଲୋକ, ରାସ୍ତା ଖରାପ ଯୋଗୁଁ ଯାଇ ପାରିଲାନି ୧୦୮

ରାଇଘର/ନବରଙ୍ଗପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗର୍ଭବତୀ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନନୀ ସୁରକ୍ଷା ଯୋଜନା ଏବଂ ତତ୍ତ୍ୱ ସହିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିକାଶ ଏଠି ଖାଲି କାଗଜ କଲମରେ ସୀମିତ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହର ୪ଦିନ ପରେ ନବଦମ୍ପତି କଲେ ଆତ୍ମହତ୍ୟା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ବିବାହର ୪ଦିନ ପରେ ନବଦମ୍ପତିଙ୍କ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ଜୁନ୍‌ ୨୯ରେ ପ୍ରେମ ବିବାହ କରିଥିଲେ ହେଁ ଜୁଲାଇ ତିନି ତାରିଖରେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ମିଳିଥିଲା ବେଳେ ଗୋଟିଏ ଦିନ ପରେ ମହିଳା ଫ୍ୟାନ୍‌ରେ ଦୌଡ଼ି ଦେଇ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ମୋବାଇଲ ଟାୱାର ଉପରକୁ ଚଢିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଫୁଲବାଣୀ: ସ୍ଥାନୀୟ ଅମଲାପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫୦ ଫୁଟ ଉଚ୍ଚତାର ଏକ ମୋବାଇଲ ଟାୱାର ଉପରକୁ ଜଣେ ମହିଳା ଚଢିଯାଇଥିଲେ। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଘଣ୍ଟାଏ କସରତ କରିବାକୁ ପଡିଥିଲା। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ବାପା ବହୁକଷ୍ଟରେ ସଞ୍ଚୟ କରି ରଖିଥିବା ୧୬ଲକ୍ଷ ଟଙ୍କାକୁ ପବଜି ଖେଳ ପାଇଁ ଉଠାଇନେଲା ପୁଅ

ନୂଆଦିଲ୍ଲୀ: ଅନଲାଇନ୍‌ ଗେମ୍‌ ପବଜି ନିଶାରେ ବାୟା ହୋଇ କେତେକ ପିଲାଙ୍କ ଜୀବନ ଅକାଳରେ ଛଡ଼ି ପଡ଼ିଛି। ଆଜିର କିଶୋରମାନଙ୍କ ଉପରେ ଏହି ଗେମ୍‌ର ପ୍ରଭାବ ଅଧିକମାତ୍ରାରେ ପଡ଼ିଥିବା ଦେଖିବାକୁ ମିଳୁଛି। ସବୁକିଛି ଭୁଲି ଯାଇ କିଶୋରମାନେ ଘଣ୍ଟାଘଣ୍ଟା ଧରି ଏହି ଖେଳରେ ମଜି ରହୁଛନ୍ତି।…
ଅଧିକ ଖବର ଦେଖନ୍ତୁ...