Daily Archives

July 6, 2020

ରାଜସ୍ୱ ବିଭାଗର ଦୁଇଟି ବୋର୍ଡର ମିଶ୍ରଣ ନେଇ କୌଣସି ପ୍ରସ୍ତାବ ନାହିଁ : ସରକାର

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଓ ବହିଃଶୁଳ୍କ ବୋର୍ଡର ମିଶ୍ରଣ ନେଇ ସରକାର ଚିନ୍ତା କରୁଥିବା ଏକ ଖବର ଆଜି (୦୬.୦୭.୨୦୨୦) କେତେକ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଏହି ଖବର ତଥ୍ୟ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ଓ କେନ୍ଦ୍ର ରାଜସ୍ୱ ବୋର୍ଡ ଆଇନ ୧୯୬୩ ବଳରେ…
ଅଧିକ ଖବର ଦେଖନ୍ତୁ...

ଏକ କୋଟି ଅତିକ୍ରମ କଲା କୋଭିଡ ପରୀକ୍ଷା ସଂଖ୍ୟା

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ ପରୀକ୍ଷଣ ସଂଖ୍ୟା ୧୦ ମିଲିୟନ (୧ କୋଟି) ମାଇଲଖୁଣ୍ଟ ଅତିକ୍ରମ କରିଛି । ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର…
ଅଧିକ ଖବର ଦେଖନ୍ତୁ...

ଦୈନିକ ୨୪ କିଲୋମିଟର ସାଇକେଲିଂ କରି ସ୍କୁଲ୍‌ ଯାଉଥିବା ଛାତ୍ରୀ ଦଶମ ପରୀକ୍ଷାରେ ରଖିଲେ ୯୮.୭୫ ପ୍ରତିଶତ ମାର୍କ

ଭୋପାଳ: ଶିକ୍ଷା ଏକ ପୂଜା। ତାହାର ମହତ୍ବ ଯିଏ ଜାଣିଛି ତା’ ପାଇଁ କିଛି ବି କଷ୍ଟସାଧ୍ୟ ନୁହେଁ। ଏପରି ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଜ‌ଣେ ଦଶମ ଶ୍ରେଣୀର ଝିଅ। ଏହି ୧୫ ବର୍ଷୀୟା ଝିଅ ଜଣକ ପାଠ ପଢ଼ିବାକୁ ଦୈନିକ ନିଜ ଘରୁ ସ୍କୁଲ୍‌କୁ ଯିବା ପାଇଁ ୨୪ କିଲୋମିଟର୍‌ ସାଇକେଲିଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସ˚ପର୍କରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଫିସ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ। ବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ। ଅଚାନକ…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନ‌େ ଏପରି ନିଅନ୍ତୁ ଶରୀରର ଯତ୍ନ, ନଚେତ ହୋଇପାରନ୍ତି ସଂକ୍ରମଣର ଶିକାର

ବର୍ଷାଦିନେ ଥଣ୍ଡା ଜ୍ବରରୁ ନେଇ ନେଇ ବିଭିନ୍ନ ପ୍ରକାରର ସଂକ୍ରମଣ ଓ  ଝାଡ଼ା ହେବା ଆଦି ନାନା ରୋଗ ହୋଇଥାଏ। ଏହି ଦିନେ ଶରୀରର ଉପଯୁକ୍ତ ଯତ୍ନ ନନେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଟିକିଏ ସଚେତନତା ଅବଲମ୍ବନ କଲେ ଆମେ ନିଜରକୁ ଏହି ବର୍ଷା ଋତୁରେ ସୁସ୍ଥ ରଖିପାରିବା। :…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଆଜି ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତଦନୁସାରେ ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ୟ୍ୟକ୍ରମ ବାବଦରେ ୭୫୦ ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ…
ଅଧିକ ଖବର ଦେଖନ୍ତୁ...

ସଲମାନ, ସୋହିଲ୍ ଓ ଅର୍ବାଜ ଭିତରକୁ କାହାକୁ ବାଛିବେ ବୋଲି ପ୍ରଶଂସକ ପଚାରିଥିବା ପ୍ରଶ୍ନର ଏହି ଉତ୍ତର ଦେଲେ ଲୁଲିଆ

ମୁମ୍ବାଇ: ଅଭିନେତ୍ରୀ-କଣ୍ଠଶିଳ୍ପୀ-ମଡେଲ୍‌ ଲୁଲିଆ ବନ୍ତୁର ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଯଦିଓ ଏହି ଦୁଇ ସେଲିବ୍ରେଟି ନିଜ ସଂପର୍କକୁ ନେଇ କେବେ ଖୁଲାସା କରିନାହାନ୍ତି ମାତ୍ର ଅନେକ ସମୟରେ ସେ ଦୁହିଁଙ୍କୁ ଏକଠି ଦେଖିବା ପରେ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌‌ ବେଚେରା’ର ଟ୍ରେଲର୍ ରିଲିଜ୍‌ ଆଜି, ଆଗ୍ରହ ଦେଖାଇଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌‌ ବେଚେରା’ର ଟ୍ରେଲର୍‌ ଆଜି ରିଲିଜ୍‌ ‌ହୋଇଛି। ସୁଶାନ୍ତଙ୍କ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌‌ ହେବାକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ଭିତରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଥିଲା। କେହି କେହି ଏହାକୁ ବହୁ ଦିନରୁ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ଚୀନ ସମଗ୍ର ବିଶ୍ୱକୁ ବଡ଼ କ୍ଷତି ପହଞ୍ଚାଇଛି : ଟ୍ରମ୍ପ

ଓ୍ଵାସିଂଟନ ଡିସି : କରୋନାକୁ ନେଇ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ଟ୍ଵିଟରରେ ଲେଖିଛନ୍ତି ଯେ ଚୀନ ଆମେରିକା ଓ ସମଗ୍ର ବିଶ୍ୱକୁ ବଡ଼ଧରଣର କ୍ଷତି ପହଞ୍ଚାଇଛି । ଦୁଇଦିନ ପୂର୍ବେ ଆମେରିକାର ସ୍ୱାଧୀନତା ଦିବସ ଉପଲକ୍ଷେ ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ସମୟରେ ଦେଖନ୍ତୁ କିପରି ଜଣେ ବ୍ୟକ୍ତି ଗୋଟିଏ ବାଇକ୍‌ରେ ୫ଜଣ ପିଲାଙ୍କୁ ଧରି ଯାତ୍ରା କରୁଛନ୍ତି

ଭରୁଚ: କରୋନା ସଂକ୍ରମଣ ସମୟରେ ଗୋଟିଏ ବାଇକରେ ଦୁଇରୁ ଅଧିକ ଲୋକ ବସି ଯାତ୍ରା କରି ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ ସୂଚିତ କରିଥିଲେ। ଯଦି ଗୋଟିଏ ବାଇକ୍‌ରେ ସ୍ୱାମୀ ଓ ସ୍ତ୍ରୀ ବ୍ୟତୀତ ପିଲା ବି ଯାତ୍ରା କରୁଥିବା ଦେଖିବାକୁ ମିଳେ ତେବେ ଜରିମାନା ଲାଗୁ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...