Daily Archives

July 7, 2020

କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡକୁ ୪ ବର୍ଷ, ସାର୍ବଜନୀନ ହେଲା ନାହିଁ ତଦନ୍ତ ରିପୋର୍ଟ

ଫୁଲବାଣୀ  :ବହୁ ଚର୍ଚ୍ଚିତ ଘଟଣା ବହୁଳ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡକୁ ୪ ବର୍ଷ ହେଲା। ପୁଲିସର ମିଥ୍ୟା ଏନକାଉଣ୍ଟରରେ ଗୁମୁଡୁମାହାର ଜଣେ ଦେଢ ବର୍ଷର ଶିଶୁ ସହ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଆରଟିଓ-୧ ଅଫିସ୍‌ ଓ ଆଇସିଆଇସିଆଇ ବ୍ୟାଙ୍କକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ‌ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ  ଶଖାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସିଲ୍‌ କରିଛି । ଆରଟିଓ-୧ ଅଫିସ୍‌ରୁ ୪ ଜଣ ଓ ଆଇସିଆଇସି ବ୍ୟାଙ୍କରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର : ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭଞ୍ଜନଗର : ଜୀବନକୁ ଭଲ ଭାବେ ଚିହ୍ନି ଜୀଇଁବା ଆଗରୁ ଲିଭିଗଲା ଦୁଇଟି କୋ୍ମଳ ମତି ଝିଅଙ୍କ ଜୀବନ ଦୀପ। ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବାପା ମାଁ ନିଜର ଦୁଇଟି ଝିଅଙ୍କ ଏକା ସଙ୍ଗରେ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ବାପା ମାଁଙ୍କ ଛାତି ଫଟା ଚିତ୍କାରରେ ଆଜି…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହୋଇ ପଡ଼ିଛି ପ୍ଲାନେଟୋରିୟମ୍‌; ପାଣିରେ ପଡ଼ିଲା ୫୫ ଲକ୍ଷ ଟଙ୍କା

ରାୟଗଡ଼ା: ବିଜ୍ଞାନ ପ୍ରତି ରୁଚି ବଢ଼ାଇବା ସହ ଗ୍ରହ, ନକ୍ଷତ୍ର ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିଲା ପ୍ଲାନେଟୋରିୟମ୍‌। ତେବେ ୨ ବର୍ଷ ହେଲା ପ୍ଲାନେଟୋରିୟମ୍‌ ତାଲା ଖୋଲୁ ନଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗର…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ବଜାରକୁ ଆସୁଛି ମହିନ୍ଦ୍ରା ‘ଆଟମ୍’

ମୁମ୍ବାଇ: ମହିନ୍ଦ୍ରା ଏବଂ ମହିନ୍ଦ୍ରା ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଚାରି ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି |  ଲଞ୍ଚ ହେବାକୁ ଥିବା ଗାଡି 'ଆଟମ'ର ଏକ ଟିଜର ଭିଡିଓ ଜାରି କରାଯାଇଛି । ଏହି ଭିଡିଓ ମାଧ୍ୟମରେ କମ୍ପାନୀ ଏହାର ଆଗାମୀ ୪ ସିଟ୍ ବିଶିଷ୍ଟ ଯାନର ଅନେକ ବୈଶିଷ୍ଟ୍ୟ ବାବଦରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ କରିବାକୁ ସୁଶାନ୍ତଙ୍କ ପାଖରେ ସମୟ ନ ଥିଲା: ସଞ୍ଜୟ ଲୀଲା ଭନସାଲୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ପୁଲିସ ପଚରାଉଚୁରା କରିଛି | ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଚାରୋଟି ଚଳଚ୍ଚିତ୍ର ନିର୍ମାଣ କରିବାକୁ କଥା ଦେଇଥିବା ସଞ୍ଜୟ କାହିଁକି ତାଙ୍କୁ ସୁଯୋଗ ଦେଇନଥିଲେ ତାହାକୁ ନେଇ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ପେଟକୁ ପେଟ ଲାଗିଥିବା ବିଶ୍ୱର ସବୁଠାରୁ ବୟସ୍କ ଦୁଇ ଭାଇଙ୍କର ମୃତ୍ୟୁ

କାଲିଫର୍ଣ୍ଣିଆ: ଦୁନିଆର ସବୁଠାରୁ ବୟସ୍କ ଦୁଇଟି ଶରୀର ଯୋଡି ହୋଇରହିଥିବା ଦୁଇ ଯାଆଁଳା ଭାଇ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଅକ୍ଟୋବର ୨୮, ୧୯୫୧ ରେ ରୋନି ଏବଂ ଡୋନି ଗେଲାୟାନ୍ ଜନ୍ମଗ୍ରହଣ କରିଥିଲେ | ଓହିଓ (ଯୁକ୍ତରାଷ୍ଟ୍ର ଆମେରିକାର) ର ଏକ ଡାକ୍ତରଖାନାରେ ଉଭୟ ଶେଷ ନିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଆସିଲେ ପ୍ଳାଟଫର୍ମରେ ଜଳିବ ଆଲୁଅ, ଚାଲିଗଲେ ଲିଭିଯିବ ବତୀ

ଭୋପାଳ: ପ୍ଳାଟଫର୍ମକୁ ଟ୍ରେନ ଆସିଲେ ହଠାତ ଜଳିଉଠିବ ଆଲୁଅ ଓ ଟ୍ରେନ ଚାଲିଗଲେ ଲିଭିଯିବ ଆଲୁଅ ବତୀ | ବିଦ୍ୟୁତ ସଂରକ୍ଷଣ କରିବା ପାଇଁ କିଛି ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି | ପଶ୍ଚିମ ମଧ୍ୟ ରେଳବାଇର ଭୋପାଳ ଡିଭିଜନରେ ରେଳ ମନ୍ତ୍ରାଳୟ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

୧୦୦ ବର୍ଷ ପୁରୁଣା ବତୀଘରଗୁଡ଼ିକରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ, କେନ୍ଦ୍ରାପଡ଼ାର ବତୀଘର ସାମିଲ ତ !

ନୂଆଦିଲ୍ଲୀ: କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଦେଶରେ ଥିବା ୧୯୪ଟି ବତୀଘର ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଛି । ଏହା ଫଳରେ ବତୀଘର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ କାର୍ଯ୍ୟକଳାପ…
ଅଧିକ ଖବର ଦେଖନ୍ତୁ...

ସମାଜସେବୀ ଆଦିତ୍ୟଦାସଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ: ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କହିଲା ପୁଲିସ

ଭୁବନେଶ୍ବର: ଆଜି ରେଳଧାରଣାରୁ ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଯେ, ଟ୍ରେନ୍ ଆଗକୁ ଡେଇଁ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି । ତେବେ ଖୁସିର ସୁତ୍ର ଖୋଜୁଥିବା ମଣିଷ ଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ପ୍ରଶ୍ନ ଉଠୁଛି…
ଅଧିକ ଖବର ଦେଖନ୍ତୁ...