Daily Archives

July 7, 2020

ସୁପର ଆନାକୋଣ୍ଡା ପରେ ଗଡ଼ିଲା ଶେଷନାଗ

ନୂଆଦିଲ୍ଲୀ: ମାଲ ପରିବହନରେ ସମୟ ବଞ୍ଚାଇବା ଦିଗରେ ଭାରତୀୟ ରେଳ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି | ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଗୁରୁବାର ଦିନ ଟ୍ରାକରେ ୨୫୧ ୱାଗନ୍ ବିଶିଷ୍ଟ 'ଶେଷନାଗ' ଟ୍ରେନକୁ ନିୟୋଜିତ କରିଛି । ଏହି ଟ୍ରେନ୍ ନାଗପୁର ଡିଭିଜନରୁ ଛତିଶଗଡ଼ର କୋରବା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଚାକିରି ସମ୍ବନ୍ଧୀୟ ପ୍ରସଙ୍ଗ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ନିଜ ଚାକିରି ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ବାରଣ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ବିଭାଗର ସଚିବମାନଙ୍କୁ  ଏକ ପତ୍ରରେ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧୨ ପର୍ଯ୍ୟନ୍ତ ସଟଡାଉନ ରହିବ କଟକ ସହର

ଭୁବନେଶ୍ୱର : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ ରବିବାର ମଧ୍ୟ କଟକରେ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ତିନିଟି ବାଘ ସହିତ କିଭଳି ଆରାମରେ ଏହି ବ୍ୟକ୍ତି ବିଶ୍ରାମ ନେଉଛନ୍ତି, ଟୁଇଟ୍ କଲେ ଆଇଏଫଏସ୍ ଅଧିକାରୀ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ ହୋଇଥାଏ। ଏହି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହା ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି, ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ସମାଜରେ ଲୋକପ୍ରିୟତା ବଢ଼ିବ। ବୃଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ସମାଜରେ ପ୍ରତିପତ୍ତି…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ସଂକଟରେ ରାଜ୍ୟ ଅର୍ଥନୀତି, ବ୍ୟାପକ ଖର୍ଚ୍ଚକାଟ ଘୋଷଣା କଲେ ରାଜ୍ୟ ସରକାର, ନୂଆ ନିଯୁକ୍ତି ଉପରେ କଟକଣା,…

ଭୁବନେଶ୍ୱର : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ରାଜ୍ୟର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଫଳରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଚିନ୍ତାଜନକଭାବେ ହ୍ରାସ ପାଇଛି ଓ ରାଜ୍ୟ ଏକ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବ୍ୟାପକ ଖର୍ଚ୍ଚକାଟ ଘୋଷଣା…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ଅନେକ ଝଡ଼ ସୃଷ୍ଟି କରିପାରିବ’; ଏଭଳି କାହିଁକି କହିଲେ ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ମୁମ୍ବାଇ: ଓଡ଼ିଆ ଝିଅ ଅପସରା ରାଣୀଙ୍କ ପ୍ରଶଂସାରେ ଶତମୁଖ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା | ରାମ ଗୋପାଳ ଓଡ଼ିଆ ଝିଅ ଅପସରାଙ୍କୁ ପ୍ରଶଂସା କରି ଟ୍ୱିଟରରେ ଲେଖିଛନ୍ତି ଯେ ୧୯୯୯ ମହାବାତ୍ୟା ପୂର୍ବରୁ  ମୁଁ  ଓଡିଶା ବିଷୟରେ ପ୍ରଥମ କରି ଜାଣିବାକୁ ପାଇଥିଲି | କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ନିୟୁତ ପିଛା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱ ତୁଳନାରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ୧୬୮ ତମ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଭାରତରେ ନିୟୁତ ପିଛା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱ ତୁଳନାରେ ସବୁଠାରୁ କମ୍‌ ରହିଥିବା ଜାଣିବାକୁ ମିଳିଛି। ସେହିପରି, ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ,…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ବର୍ଗଦ୍ବାର, ଦେଖନ୍ତୁ କ’ଣ କହୁଛନ୍ତି ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ବର୍ଗଦ୍ବାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଏଭଳି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି କେବଳ ପୁରୀ ଜିଲ୍ଲାବାସୀ ହିଁ ନିଜ ଆତ୍ମୀୟଙ୍କ ଶବସତ୍କାର ସ୍ବର୍ଗଦ୍ବାରକୁ ଯାଇ କରି ପାରିବେ । ଅନ୍ୟ କ‌ୌଣସି…
ଅଧିକ ଖବର ଦେଖନ୍ତୁ...

ଚୀନର ଆପତ୍ତି ସତ୍ତ୍ବେ ଏଲଏସି ନିକଟରେ ସଡ଼କ ନିର୍ମାଣ ଜାରି ରଖିବ ଭାରତ

ନୂଆଦିଲ୍ଲୀ : ଚୀନର ଆପତ୍ତି ସତ୍ତ୍ବେ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିଜର ସଡ଼କ ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ଆଗେଇ ନେବାକୁ ଭାରତ ନିଷ୍ପତ୍ତି ନେଇଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସବୁ ସଡ଼କ ପ୍ରକଳ୍ପର ସମୀକ୍ଷା କରି …
ଅଧିକ ଖବର ଦେଖନ୍ତୁ...