Daily Archives

July 8, 2020

୧୫ ବିଜେଡ଼ି ନେତାଙ୍କୁ ବରିଷ୍ଠ ମହାସଚିବ ନିଯୁକ୍ତି ସହ ନୂଆ ଦାୟିତ୍ବ

ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ନିଜର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ ଅଣାଯାଇଛି । ୧୫ ଜଣ ନେତାଙ୍କୁ ଦଳର ବରିଷ୍ଠ ମହାସଚିବ ନିଯୁକ୍ତ କରାଯାଇଛି । ଏହି ୧୫ ଜଣ ହେଲେ ନୃସିଂହ ଚରଣ ସାହୁ, କଳିକେଶ ନାରାୟଣ ସିଂଦେଓ, ଅଶୋକ ପଣ୍ଡା, ପ୍ରିତିରଂଜନ ଘଡ଼ାଇ, ଅରୁଣ ସାହୁ,ରୋହିତ ପୂଜାରୀ,…
ଅଧିକ ଖବର ଦେଖନ୍ତୁ...

ଉଜ୍ଜ୍ବଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମା’-ଭଉଣୀଙ୍କୁ ଲାଭ ଦେବ : ଧର୍ମେନ୍ଦ୍ର…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦେଶର ଗରିବ ମାଆ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ। ରାଜନୀତିରେ ଲାଭ ପାଇବେ। ବୃଷ: ଆପଣଙ୍କ ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ ଏବ˚ ସଫଳ ହେବେ। ବ୍ୟବସାୟରେ ଧନଲାଭ ହେବ। ଶୁଭ ଖବର ପାଇବେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଥରକରେ ୯୯.୮ ପ୍ରତିଶତ କରୋନା ଭୂତାଣୁକୁ ନିଷ୍କ୍ରିୟ କରି ବାୟୁକୁ ବିଶୁଦ୍ଧ କରିବ ‘କ୍ୟାଚ ଆଣ୍ଡ କିଲ୍’…

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଏବଂ ଔଷଧ ତିୖଆରି କରିବାରେ ଲାଗି ପଡ଼ିଥିବା ବେଳେ କିଛି  ବୈଜ୍ଞାନିକମାନେ “କ୍ୟାଚ ଆଣ୍ଡ କିଲ୍” ନାମକ ଏକ ଏୟାର ଫିଲ୍ଟର ଡିଜାଇନ୍ କରିଛନ୍ତି । ଏହି ଏୟାର ଫିଲ୍ଟର ବାୟୁରେ ଥିବା କ‌ରୋନା ଭୂତାଣୁକୁ…
ଅଧିକ ଖବର ଦେଖନ୍ତୁ...

ନିରବ ମୋଦୀର ୩୨୯ କୋଟିର ସଂପତ୍ତି ଜବତ କଲା ଇଡି, ଜବତ ସଂପତ୍ତି ମଧ୍ୟରେ ରହିଛି ୫ଟି ଫ୍ଲାଟ, ଜମି ଓ ଫାର୍ମହାଉସ

ନୂଆଦିଲ୍ଲୀ : ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଜି ଇଡି ପକ୍ଷରୁ ନିରବ ମୋଦୀର ୩୨୯.୬୬ କୋଟିର ସଂପତ୍ତିକୁ ଜବତ କରାଯାଇଛି । ପଳାତକ ଆର୍ଥିକ ଅପରାଧୀ ଆଇନ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ସରକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ, ସମସ୍ତ ସେବା ଅକ୍ଟୋବର ୨ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ :…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା  ଆରମ୍ଭ କରିଛନ୍ତି। ଏହି ସେବା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର…
ଅଧିକ ଖବର ଦେଖନ୍ତୁ...

୨୦ ହଜାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା

କଟକ: ବୁଧବାର ଆଉ ୨୦ହଜାର ରାପିଡ଼ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ରାଜ୍ୟରେ ପହଞ୍ଚିଛି। ଏହି କିଟ କଟକ ବଡ଼ ମେଡିକାଲ(ଏସ୍‌ସିବି)ସହ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଦିଆଯିବ ବୋଲି ଆରଏମ୍‌ଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି। କଟକ କ୍ୟାନସର ହସ୍‌ପିଟାଲ ସହ…
ଅଧିକ ଖବର ଦେଖନ୍ତୁ...

ଇସଲାମାବାଦରେ କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ମୌଲାନାଙ୍କ ଧମକ : ମନ୍ଦିର ତିଆରି ହେଲେ ଗଡ଼ିବ ମୁଣ୍ଡ, କୁକୁର ଖାଇବେ…

ଇସଲାମାବାଦ: ପାକିସ୍ତାନ ଇସଲାମାବାଦରେ ପ୍ରଥମଥର ପାଇଁ ହିନ୍ଦୁ ମନ୍ଦିର ତିଆରିକୁ ନେଇ ଏବେ ଖୋଲାଖୋଲି ଧମକ ଦେବା ଆରମ୍ଭ କରିଦେଇଛନ୍ତି ମୌଳବାଦୀ । ପାକିସ୍ତାନ ଧାର୍ମିକ ସଭାରେ କିଛି ମୌଲାନା କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ଲୋକଙ୍କ ମଧ୍ୟରେ ହିଂସାଭାବ ଜାଗ୍ରତ କରୁଥିବା ଦେଖାଯାଉଛି ।…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଓଜେଇଇ ଅନ୍‌ଲାଇନ୍‌ ଆବେଦନ ଓ ଫି ଦାଖଲ ଅବଧି ବଢ଼ିଲା

ଭୁବନେଶ୍ୱର: ବି.ଟେକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଥିବା ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି। ରାଜ୍ୟରେ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପାଇଁ ଆବେଦନ ଓ ଫି ଦାଖଲ ଅବଧିକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଟ୍ରେନ୍‌

ବ୍ରହ୍ମପୁର: କରୋନା ସଂକ୍ରମଣ ଜନିତ ସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ରେଳ ଷ୍ଟପେଜରେ ଯ‌ାତ୍ରୀବାହୀ ଟ୍ରେନ୍‌ର ରହଣିକୁ ତୁରନ୍ତ ରଦ୍ଦ କରିବାକୁ କୁହାଯାଇଛି । ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏକ ଚିଠି ଜରିଆରେ ପୂର୍ବ ତଟ ରେଳପଥର ସାଧାରଣ…
ଅଧିକ ଖବର ଦେଖନ୍ତୁ...