Daily Archives

July 9, 2020

ଗୁରୁଜଙ୍ଗରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ 

ଖୋର୍ଦ୍ଧା  : ଆଜି ଗୁରୁଜଙ୍ଗର ୧୬ ନମ୍ବର ୱାର୍ଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ସେଠାରେ ବେଆଇନ ଘର ନିର୍ମାଣ କରି ରହୁଥିବା ଲୋକଙ୍କୁ ଘର ଛାଡ଼ିଚାଲିଯିବାକୁ  ପ୍ରଶାସନ ପକ୍ଷରୁ  ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାନୁସାରେ, ଗୁରୁଜଙ୍ଗ ୧୬ ନମ୍ବର ୱାର୍ଡରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କରତ କଳରେ ଚଢ଼ଉ, ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଓ ମେସିନ୍‌ ଜବତ

ସମ୍ବଲପୁର: କ୍ଷେତରାଜପୁର ବଙ୍ଗାଳିପଡ଼ାରେ ବେଆଇନ୍‌ କରତ କଳ ଚାଲିଥିବା ନେଇ ସୂଚନା ମିଳିବା ପରେ ଗୁରୁବାର ସକାଳୁ ବନବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ଏହି ଘଟଣାରେ ବନବିଭାଗ ୫୦ ସିଏଫ୍‌ଟି ଶାଗୁଆନ କାଠ ସମେତ ଅନ୍ୟାନ୍ୟ କାଠ ଜବତ କରିଛି। ଜବତ କାଠଗୁଡ଼ିକର ମୂଲ୍ୟ ଆନୁମାନିକ ଭାବେ ୧.୫ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ର ୨ ସମେତ ଆଉ ୩ କୋଭିଡ୍ ଆକ୍ରାନ୍ତ

ସମ୍ବଲପୁର: ୩ ଜଣ ନୂଆ ପଜିଟିଭ୍‌ ମାମଲାର ଘୋଷଣା ସହ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଗୁରୁବାର ଘୋଷିତ ୩ ଜଣଙ୍କ ମଧ୍ୟରୁ ୨ ଜଣ ଭିସୁଟ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଉଭୟ ୫୦ ବର୍ଷୀୟ ପୁ‌ରୁଷ। ଜଣେ ଭିସୁଟ୍‌ର…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହୋଇ ଆଣିବା ସମୟରେ ଅଧାରାସ୍ତାରେ ପ୍ରସବ

ନବରଙ୍ଗପୁର/ଝରିଗାଁ : ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ। ଖଟିଆରେ ବୁହା ହେବା ସମୟରେ ରାସ୍ତା କଡରେ ପ୍ରସବ ହୋଇଥିବା ଜଣାପଡିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଝରିଗାଁ…
ଅଧିକ ଖବର ଦେଖନ୍ତୁ...

ପୁଣି ଫେରୁଛି ‘ପବିତ୍ର ରିସ୍ତା’, ଦେଖିପାରିବେ ସୁଶାନ୍ତ-ଅଙ୍କିତାଙ୍କ ଲଭଷ୍ଟୋରୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ତ୍ତମାନ ୧ମାସ ହେବାକୁ ଯାଉଛି | ତେବେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ମନେପକାଇ ଏବେ ବି ଶୋକରେ ଅଛନ୍ତି । ଆଉ ବର୍ତ୍ତମାନ ସୁଶାନ୍ତଙ୍କ ଧାରାବାହିକ ପବିତ୍ର ରିସ୍ତାକୁ ପୁନଃ ପ୍ରସାରଣ କରାଯାଇଛି | ତେବେ ଏହା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଂଚଳରେ ୮ ନୂଆ ସଂକ୍ରମିତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଗ୍ରାମାଂଚଳରେ ୮ ନୂତନ ସଂକ୍ରମଣ ସହ ମୋଟ ସଂକ୍ରମଣ ସଂଖ୍ୟା ୩୮୮ ଛୁଇଁଛି ।  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଆଜି ମିଳିଥିବା ମୋଟ ସ୍ୱାବ୍ ନମୁନା ରିପୋର୍ଟ ମଧ୍ୟରୁ ୮ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣାଯାଇଛି । ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ଗାଳ୍ପିକ ମନୋଜ କୁମାର ପଣ୍ଡା ଆଉ ନାହାନ୍ତି, ମାୟା ରାଇଜରୁ ବିଦାୟ ନେଲେ ‘ମାୟା ବଗିଚା’ର ସ୍ରଷ୍ଟା

ବଲାଙ୍ଗୀର:   ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ଗାଳ୍ପିକ ମନୋଜ କୁମାର ପଣ୍ଡା (୬୬)ଙ୍କ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ସାଗରପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ତୁରନ୍ତ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ…
ଅଧିକ ଖବର ଦେଖନ୍ତୁ...

ହୋଣ୍ଡା ଇଣ୍ଡିଆ ଲଞ୍ଚ କଲା ଏହାର ସିଭିକ ବିଏସ-୬ର ଡିଜେଲ ଭର୍ସନ

ମୁମ୍ବାଇ: ଯଦି ଆପଣ ପ୍ରିମିୟମ୍ କାରକୁ ଭଲ ପାଆନ୍ତି, ତେବେ ହୋଣ୍ଡା କାର୍ ଇଣ୍ଡିଆ ଲିମିଟେଡ୍ ଆଜି ଏକ ସ୍ୱତନ୍ତ୍ର କାରକୁ ଲଞ୍ଚ କରିଛି | କମ୍ପାନୀ ଲୋକପ୍ରିୟ ମଡେଲ୍ ହୋଣ୍ଡା ସିଭିକ୍ ର ବିଏସ-୬ ଡିଜେଲ ଭାରିଆଣ୍ଟ ଲଞ୍ଚ କରିଛି | ଏହି ମଡେଲରେ କମ୍ପାନୀ ଆକର୍ଷଣୀୟ ସ୍ପୋରଟି ଡିଜାଇନ୍,…
ଅଧିକ ଖବର ଦେଖନ୍ତୁ...

କ୍ୟାମ ସ୍କାନର ବ୍ୟାନ ପରେ ଆସିଲା ଭାରତ ସ୍କାନର

ନୂଆଦିଲ୍ଲୀ: କ୍ୟାମ ସ୍କାନର ଭାରତରେ ବ୍ୟାନ ହେବା ପରେ ଏହାର ବିକଳ୍ପ ଭାବେ ଭାରତ ସ୍କାନର୍ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଏହି ଆପରେ, ଉପଭୋକ୍ତାମାନେ ଡକ୍ୟୁମେଣ୍ଟ୍ ସ୍କାନ୍ କରିବାଠାରୁ ଆରମ୍ଭ କରି ପିଡିଏଫ୍ ତିଆରି କରିବା ପର୍ଯ୍ୟନ୍ତ ସୁବିଧା ପାଇବେ | ବିଶେଷ କଥା ହେଉଛି ଏହି ଆପ୍…
ଅଧିକ ଖବର ଦେଖନ୍ତୁ...

‘ଫଟୋ ଉଠାଇଚାଲ’ ଲେଖି ହଟହଟା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଏବେ ଅମୃତା ଫଡନାଭିସଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି | ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏକ ୱେବନିଆରରେ ନଜର…
ଅଧିକ ଖବର ଦେଖନ୍ତୁ...