Daily Archives

July 10, 2020

କନ୍ଧମାଳରୁ କମୁନି ଗଂଜେଇ ଚାଲାଣ, ପୁଣି କାର ସହ ୧ କ୍ବିଣ୍ଟାଲ ଜବତ, ଜଣେ ଗିରଫ 

ଫୁଲବାଣୀ : ବାହାର ଜିଲ୍ଲାକୁ କନ୍ଧମାଳରୁ କମୁ ନାହିଁ ଗଂଜେଇ ଚୋରା ଚାଲାଣ। କରୋନା ମହାମାରୀ ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ଥିବା ବେଳେ ମାଫିଆଙ୍କର କିଛି ଚିନ୍ତା ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରି ମାଲମାଲ ହେବା ନିଶା ମାଫିଆଙ୍କୁ କରୋନା ପ୍ରଭାବ ପଡୁ ନାହିଁ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ବିସ୍ମୟ ବାଳକ ବିଭୂନନ୍ଦନ , ମହାକାଶ ଓ ସୌର ମଣ୍ଡଳ ସଂପର୍କରେ ରଖିଛନ୍ତି ଅଗାଢ଼ ଜ୍ଞାନ

ରାୟଗଡ଼ା : ବିଭୂନନ୍ଦନ ନାଥ। ବୟସ ୭ ବର୍ଷ। କିନ୍ତୁ ମହାକାଶ ଓ ସୌରମଣ୍ଡଳ ସଂପର୍କରେ ରଖିଛନ୍ତି ଅଗାଢ଼ ଜ୍ଞାନ। ମହାକାଶର ସ୍ଥିତି କ’ଣ, ପୂର୍ବରୁ କ’ଣ ଥିଲା ମହାକାଶ ଆଉ ଏହାର ସୃଷ୍ଟି କେମିତି ହେଲା ଏମିତି ଅନେକ ପ୍ରଶ୍ନର ଚଟାପଟ ଉତ୍ତର ଦେଉଛନ୍ତି ବିଭୂ। ଏତେ ଛୋଟ ବୟସରୁ ବିଭୂନନ୍ଦନଙ୍କ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଆସୁଛି ପାହାଡି ‘ଗେଣ୍ଡୁଫୁଲ’

ମୁମ୍ବାଇ: କିଛି ମାସ ତଳେ ରିଲିଜ ହୋଇଥିବା 'ଗେଣ୍ଡା ଫୁଲ' ବେଶ ଦର୍ଶକଙ୍କ ଆଦୃତି ପାଇଥିଲା | ୟୁଟ୍ୟୁବରେ ପାଖାପାଖି ୪୨ କୋଟିରୁ ଅଧିକ ଥର ଏହାକୁ ଦେଖାଯାଇଥିଲା | ଆଉ ଏବେ ଏହି ଗୀତର ପାହାଡି ଭର୍ସନ ଦର୍ଶକ ଦେଖିବାକୁ ପାଇବେ | ଏଥର ଉତ୍ତରାଖଣ୍ଡର ଦୁଇ ଗାୟକ ଦେଶୀ ସ୍ପର୍ଶ ଦେଇଛନ୍ତି। ଗରୱାଲୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଭାରତରେ କେବେ ହୋଇଥିଲା ପ୍ରଥମ ଏନକାଉଣ୍ଟର

ମୁମ୍ବାଇ: 'ଏନକାଉଣ୍ଟର' ଅପରାଧ ଦୁନିଆ ସହ ଖୁବ ପରିଚିତ ନାମଟିଏ | ତେବେ ଆପଣ ଜାଣିଛନ୍ତି କି ଭାରତରେ କେବେ ହୋଇଥିଲା ପ୍ରଥମ ଏନକାଉଣ୍ଟର | କୁହାଯାଏ ଯେ ୧୯୮୦ ମସିହାରେ ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ଅପରାଧକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ଡିଟେକସନ୍ ୟୁନିଟ୍ ଗଠନ କରାଯାଇଥିଲା। ଯାହାକୁ…
ଅଧିକ ଖବର ଦେଖନ୍ତୁ...

ନେପାଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନଯୋଗୁଁ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଗତ ୨୪ ଘଣ୍ଟା ମଧ୍ୟରେ ନେପାଳର ବିଭିନ୍ନ ଜିଲ୍ଲାରେ ବର୍ଷା ଜନିତ ବନ୍ୟା ଏବଂ ଭୂସ୍ଖଳନ ହେତୁ ୪୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ନେପାଳର ସିନ୍ଧୁପାଲଚୋକ୍ ଜିଲ୍ଲାରେ ବନ୍ୟା ଯୋଗୁଁ ଅତି କମରେ…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟଙ୍କ ଆତ୍ମହତ୍ୟାର ପୂର୍ବଦିନରେ ଘଟିଥିଲା କଣ? ପୁରା କାହାଣୀ କହିଲେ ବିଦ୍ୟାଶ୍ରୀ

ଭୁବନେଶ୍ବର: ଆଦିତ୍ୟଙ୍କ ଆତ୍ମହତ୍ୟାର ଠିକ୍ ପୂର୍ବଦିନ କଣ ଘଟିଥିଲା । ଆଦିତ୍ୟ ଖୁବ୍ ମାନସିକ ଚାପରେ ଥିଲେ । ଏପରିକି ସକାଳେ ଖାଇବାକୁ ମନା କରି ଦେଇଥିଲେ । ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଆଉ ସେ ମେସେଜକୁ ପଢିଥିଲେ ତାଙ୍କ ପତ୍ନୀ । ଆତ୍ମହତ୍ୟା ପୂର୍ବ ଦିନର କଥା । ମୋବାଇଲର…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ବିକାଶ ଦୁବେଙ୍କ ଏନକାଉଣ୍ଟର ହେବାର ଆକଳନ ଲଗାଇଥିଲେ ଏହି ଆଇପିଏସ୍ ଅଫିସର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅପରାଧୀ ବିକାଶ ଦୁବେଙ୍କ ଗିରଫଦାରୀ ପର୍ଯ୍ୟନ୍ତ ଏବଂ ଏହା ପରେ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ ହୋଇଥିବାବେଳେ ଏବେ ଜଣେ ଆଇପିଏସ ଅଫିସରଙ୍କ ଆକଳନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

କେଉଁ ଦେଶରେ ନିର୍ମିତ ହୋଇଛି ଉତ୍ପାଦ ନ ଜଣାଇଲେ ଇ-କମର୍ସ କମ୍ପାନୀ କର୍ତ୍ତୃପକ୍ଷ ଯାଇପାରନ୍ତି ଜେଲ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି | ଏଣିକି ଯଦି ଇ-କମର୍ସ କମ୍ପାନୀମାନେ ଉପଭୋକ୍ତାଙ୍କୁ ଯୋଗାଉଥିବା ଦ୍ରବ୍ୟ ବା ଉତ୍ପାଦ କେଉଁ ଦେଶରେ ତିଆରି ହୋଇଛି ସେ ବାବଦରେ ବିସ୍ତୃତ ସୂଚନା ନ ଦେବେ ତେବେ ଦଣ୍ଡିତ ହେବେ | ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

୨୦୨୧ ପୂର୍ବରୁ କରୋନା ଟିକା ବାହାରିବା ସମ୍ଭବ ନୁହେଁ; ସଂସଦୀୟ ସ୍ଥାୟୀ କମିଟିକୁ କହିଲେ ସରକାରୀ ଅଧିକାରୀ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ମଧ୍ୟରେ କରୋନା ଟିକା ବାହାରିବା ସମ୍ଭବ ନୁହେଁ । ଏମିତି କି ଆସନ୍ତା ବର୍ଷ ପର୍ଯ୍ୟନ୍ତ କରୋନାଭାଇରସ୍ ଟିକା ସମ୍ଭବ ନୁହେଁ ବୋଲି ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି। ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକ ଏବଂ ଗବେଷକମାନଙ୍କ…
ଅଧିକ ଖବର ଦେଖନ୍ତୁ...

କଟକ ଜିଲ୍ଲାରୁ ଆଉ ୫୦ଟି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : କଟକ ଜିଲ୍ଲାରୁ ଆଉ ୫୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ୫୦ଟି ମାମଲା ମଧ୍ୟରୁ ବଡ଼ମ୍ବାରୁ ୩୩ଟି, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ୧୩ଟି,ନିଶ୍ଚିନ୍ତ କୋଇଲି, ଅର୍ବାନ ଓ ଅଡଶପୁରରୁ ଗୋଟିଏ ଲେଖାଏଁ ମାମଲା…
ଅଧିକ ଖବର ଦେଖନ୍ତୁ...