Daily Archives

July 10, 2020

ଶନିବାରଠାରୁ ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ, ସୁପ୍ରିମକୋର୍ଟରେ ଦାଖଲ ହେବ ରଥଯାତ୍ରା ରିପୋର୍ଟ

ପୁରୀ : ଚଳିତବର୍ଷର ରଥଯାତ୍ରା ଏ ଭିତରେ ଶେଷ ହୋଇଛି । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା କିଭଳି ହେଲା, କ’ଣ କ’ଣ ସବୁ କଟକଣା ଲାଗୁ କରାଯାଇଥିଲା, ସେ ଉପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଛନ୍ତି । ଏହି ରିପୋର୍ଟ ପ୍ରସ୍ତୁତିରେ ଲାଗିପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଏହାର…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି କରୋନା ଭାଇରସ ମହାମାରୀ ସମୟରେ ମୁହଁ ଢ଼ାଙ୍କି ବୁଲୁଛି ମାଙ୍କଡ଼

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ କାଳରେ ସରକାର ବାରମ୍ବାର ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ମୁହଁ ଢ଼ାଙ୍କିବାକୁ ପରାମର୍ଶ ଦେଉଛନ୍ତି।  ସାନିଟାଇଜର ଓ ଫେସ୍‌ ମାସ୍କ ବ୍ୟବହାର ଦ୍ୱାରା ୯୦ ପ୍ରତିଶତ ସଂକ୍ରମଣ ରୋକି ଯାଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କରୋନା ସଂକ୍ରମଣ ହାରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି। ବୃଷ: ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ।…
ଅଧିକ ଖବର ଦେଖନ୍ତୁ...

ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେବା ପରେ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା

ଭୁବନେଶ୍ୱର : ଆଜି ରାଜ୍ୟରେ ରେକର୍ଡ ୫୬୫ ଜଣ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକଟ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରସଂଶା କରିଛନ୍ତି । ଏକ ଟ୍ଵିଟ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଜି ରେକର୍ଡ ୫୬୫…
ଅଧିକ ଖବର ଦେଖନ୍ତୁ...

‘ଲକ୍ଷନ୍‌ ଭୈୟା’, ବଟଲା ହାଉସ୍‌ରୁ ବିକାଶ ଦୁବେ… ଦେଶର ସାତ୍‌ ବିବାଦୀୟ ‘ଏନକାଉଣ୍ଟର’

ନୂଆଦିଲ୍ଲୀ: ଜଣେ ନୁହେଁ କି ଦି’ଜଣ ନୁହେଁ; କାନପୁରରେ ଆଠ ଜଣ ପୁଲିସଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି ସକାଳେ ଏନ୍‌କାଉଣ୍ଟରରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇବା ପରେ ପୁଣି ଥରେ ତମାମ୍‌ ଦେଶରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ କୁଚିଣ୍ଡା ବିଇଓ

କୁଚିଣ୍ଡା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ସରକାରୀ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚର ହିସାବ ଦେଇ ନ ପାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ପ୍ରଫୁଲ୍ଲ ନାୟକଙ୍କ ଘର, ଅଫିସ ସହିତ ସଂପର୍କୀୟଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ ହୋଇଛି। ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଚାଞ୍ଚଲ୍ୟ; ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ’ର ଶାସନ ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନିଆଯାଇଛି। ବ୍ୟବସାୟୀ ଜଣଙ୍କ ସମ୍ବଲପୁର ସହର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଷ୍ଟିଲ୍‌ ଆଣ୍ଡ ଷ୍ଟିଲ୍‌ ଦୋକାନର ମାଲିକ ନରେଶ ଅଗ୍ରୱାଲ(୬୩) ବୋଲି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରୁ ବଢ଼ିବ କରୋନା ଟେଷ୍ଟ : ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ କରୋନା ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏପରି ସ୍ଥିତିରେ ରାଜ୍ୟରେ କରୋନା ନମୁନା ପରୀକ୍ଷାକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିସହ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନି ଏବେ ବିଶ୍ୱର ୮ ନମ୍ବର ଧନୀ, ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଲେ

ମୁମ୍ବାଇ : ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନିଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଗତ ସପ୍ତାହରେ ବିଶ୍ୱର ଧନୀ ତାଲିକାରେ ୯ ନମ୍ବରରେ ଥିବା ମୁକେଶ ଏବେ ୮ ନମ୍ବର ସ୍ଥାନକୁ ଖସିଆସିଛନ୍ତି । ଏହା ସହିତ ସେ ଆମେରିକାର ପ୍ରସିଦ୍ଧ ନିବେଶକ ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୧୦ମହଲା ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅବସାଦଗସ୍ତ ଥିବା ଏମ୍ସ ଡାକ୍ତର, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ଏମ୍ସରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଦିଲ୍ଲୀ ଏମ୍ସର ଜଣେ ୨୫ ବର୍ଷ ବୟସ୍କ ଜୁନିଅର ରେସିଡେଣ୍ଟ ଡାକ୍ତର ଡକ୍ତରଖାନାର ୧୦ମହଲାରୁ ଡେଇଁପଡିଥିବା ଅଭିଯୋଗ ହୋଇଛି | ଦିଲ୍ଲୀ ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଆହତ ଡାକ୍ତରଙ୍କୁ ଏବେ…
ଅଧିକ ଖବର ଦେଖନ୍ତୁ...