Daily Archives

July 11, 2020

କରୋନା ଭୂତାଣୁର ଭିଟ୍ରୋ କଲଚରରେ ସଫଳ ହେଲା ଭୁବନେଶ୍ବରର ଆଇଏଲଏସ୍, ଟିକା ବିକାଶ କ୍ଷେତ୍ରରେ ସହାୟକ ହେବ

ଭୁବନେଶ୍ବର: ଭାରତ ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଆଇଏଲଏସ) ଭେରୋ ସେଲର ଉପଯୋଗ କରି ସଂକ୍ରମିତ ରୋଗୀଙ୍କ ନମୁନାରୁ କରୋନା ଭୂତାଣୁର ଭିଟ୍ରୋ କଲଚରକୁ ସଫଳତାପୂର୍ବକ ପ୍ରତିପାଦନ କରିବାରେ ସଫଳ ହୋଇଛି। ନିଷ୍କ୍ରିୟ…
ଅଧିକ ଖବର ଦେଖନ୍ତୁ...

୧୩ରୁ ବନ୍ଦ୍ ହେବ ରାଉରକେଲା ସରକାରୀ ହସ୍ପିଟାଲ ଓପିଡି

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଦୁଇଜଣ ଡାକ୍ତର ଓ ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୩ (ସୋମବାର)ରୁ ୧୫ ତାରିଖ (ବୁଧବାର) ପର୍ଯ୍ୟନ୍ତ ଆର୍‌ଜିଏଚ୍‌ର ବର୍ହି ବିଭାଗକୁ ବନ୍ଦ ରଖାଯାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଦେଶରେ ୫ଲକ୍ଷ ଟପିଲା ମୋଟ ସୁସ୍ଥ ସଂଖ୍ୟା, ୬୨.୭୮% ରହିଛି ସୁସ୍ଥତା ହାର

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି | କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ଆଜି ୫ଲକ୍ଷ ଜଣ ସୁସ୍ଥ ହୋଇସାରିଛନ୍ତି | ଶନିବାର ଦିନ ଦେଶରେ ସୁସ୍ଥ ହୋଇଥିବା କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ମାର୍କ ଅତିକ୍ରମ କରିଛି ବୋଲି…
ଅଧିକ ଖବର ଦେଖନ୍ତୁ...

୨୫ଟଙ୍କାରେ ଉପଲବ୍ଧ ହେବ ହ୍ୟାଣ୍ଡ ସାନିଟାଇଜର, କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ ଆଣିଲା ସେଫ୍‌ରୁଲା ହାତଧୁଆ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କୋଭିଡ ଲଢେଇରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଏକ ହାତଧୁଆ ଆଇପିଏ ଜେଲ୍‌ ପ୍ରସ୍ତୁତ କରିଛି । ଏହାର ନାମ ରଖାଯାଇଛି 'ଆରସିଏଫ୍‌ ସେଫ୍‌ରୁଲା' । ଆରସିଏଫ୍‌ ତଥ୍ୟ ଅନୁସାରେ ଏହି ଜେଲ୍‌ରେ ହାତ ଧୋଇଲେ ଚର୍ମ ନିରାପଦ…
ଅଧିକ ଖବର ଦେଖନ୍ତୁ...

‘ଚୀନ ପ୍ରାରମ୍ଭରୁ ‘ହୁ’କୁ ତଥ୍ୟ ପ୍ରଦାନ କରି ଦେଇଥିଲେ କରୋନା ଭାଇରସ୍‌ ଏତେ ପରିମାଣରେ ବ୍ୟାପି ନଥାନ୍ତା’

ୱାସିଂଟନ‌: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ କବଳିତ କରି ସାରିଥିବା ବେଳେ ଏହାକୁ ନେଇ ଏକ ଚାଞ୍ଚଲ୍ୟକାରୀ ବୟାନ ଦେଇଛନ୍ତି ହଙ୍ଗ୍‌କଙ୍ଗରୁ ଆମେରିକା ପଳାଇଥିବା ଜଣେ ଭାଇରୋଲୋଜିଷ୍ଟ। ଏହି ମହିଳା ଭାଇରୋଲୋଜିଷ୍ଟଙ୍କ ଦାବି ହେଉଛି ଏହି ଭାଇରସ୍‌ ଅନେକ ପୂର୍ବରୁ ଚୀନରେ ବାହାରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ ରବି ଓ ସୋମବାର: କ୍ୟାରିୟର୍ରେ ଉତ୍ଥାନ, ପତନ ଆସିପାରେ। ମଙ୍ଗଳ ଓ ବୁଧବାର: ନୂଆ କୌଶଳ ଶିଖିବେ। ଗୁରୁ ଓ ଶୁକ୍ରବାର: ଜମାପୁଞ୍ଜି ବୃଦ୍ଧି ହେବ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ। ବୃଷ ରବି ଓ ସୋମବାର: ଘରର ମାହୋଲ୍ ଭଲ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ଉପରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନା ତାଣ୍ଡବ : ଗଲାଣି ୩୬ ଜୀବନ, ସଂକ୍ରମିତ ସଂଖ୍ୟା ୩୬୦୦ ପାର

ବ୍ରହ୍ମପୁର : କରୋନା ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ଭୟରେ ସମଗ୍ର ଗଞ୍ଜାମ ଥରହର । ଦିନକୁ ଦିନ ସଂକ୍ରମଣ ଓ ମୃତ୍ୟୁ  ଜିଲ୍ଳାରେ ବଢିଚାଲିଛି । ଜିଲ୍ଲାରେ ଆଜି ପୁଣି ୨ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨୧୮ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଆଜି ଚିହ୍ନଟ ପଜିଟିଭ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ସାମ୍ବାଦିକଙ୍କ ମୃତ୍ୟୁ, ଗଞ୍ଜାମରେ ଗଲାଣି ୪ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର : କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର କିମ୍ସ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବାସିନ୍ଦା ଏବଂ ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜରେ କାମ କରୁଥିଲେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ, ଘର ଲୋକ ଜାଣିଲା ବେଳକୁ ଚାଲି ଯାଇଥିଲା ଜୀବନ

ବାଲେଶ୍ବର: ବାଲେଶ୍ବରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଲାଇଭ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅଧିନସ୍ଥ ମିଟୁଆଣୀ ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...

ସାଲେପୁର ବିଧାୟକ ଓ ତାଙ୍କ ପିଏସଓଙ୍କ ନମୁନା ନେଗେଟିଭ୍ ଆସିଲା

କଟକ: ନୀଳଗିରି ବିଧାୟକଙ୍କ ପରେ କରୋନା ସଂକ୍ରମଣର ଶିକାର ହୋଇଥିବା  କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ନେଇ ଆସିଛି ଆଶ୍ବସ୍ତିମୂଳକ ଖବର । ଆଜି ତାଙ୍କର ନମୁନା ନେଗେଟିଭ୍ ଆସିଥିବା ସୂଚନା ମିଳିଛି। କେବଳ ତାଙ୍କର ନୁହେଁ, ବିଧାୟକଙ୍କ ପିଏସଓଙ୍କର ମଧ୍ୟ ନମୁନା…
ଅଧିକ ଖବର ଦେଖନ୍ତୁ...